Home ଓଡ଼ିଶା ମୋଟର ସାଇକେଲ୍ ଦୁର୍ଘଟଣାରେ ୨ମୃତ – ଜଣେ ଆହତ

ମୋଟର ସାଇକେଲ୍ ଦୁର୍ଘଟଣାରେ ୨ମୃତ – ଜଣେ ଆହତ

482

ଭଦ୍ରକ୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗତ ବିଳମ୍ବିତ ରାତ୍ରୀରେ ଭଦ୍ରକ ଜିଲ୍ଲା ବାଁଶଗଡା ଥାନା ନୂଆଗାଁ ନିକଟରେ ଏକ ମଟରସାଇକେଲ୍ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତକୁ ଚିକିତ୍ସା ନିମନ୍ତେ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି। ଦୃର୍ଘଟଣାରେ ମୃତ ଓ ଆହତ ମାନଙ୍କ ଘର ନୂଆଗାଁରେ ବୋଲି ପୁଲିସ ନିକଟରୁ ସୂଚନା ମିଳିଥିଲେହେଁ ପରିଚୟ ହସ୍ତଗତ ହୋଇନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.