Home ଅନୁଗୁଳ କୁଅରୁ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

କୁଅରୁ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

279

ଅନୁଗୁଳ୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ଏକ କୁଅରୁ ଏକ କ୍ଷତବିକ୍ଷତ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ବାଲିସାହିର ଦୁର୍ଯ୍ୟୋଧନ ତୁଙ୍ଗଙ୍କୁ ମୃତ ଦେହକୁ ଏକ କୁଅରୁ ପୁଲିସ୍ ଉଦ୍ଧାର କରିବା ପରେ ମୃତ ଦୁର୍ଯ୍ୟୋଧନର ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଥିବାକୁ ପାଇଛି ପୁଲିସ। ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଉଥିବା ବେଳେ। ଶବ ବ୍ୟବଚ୍ଛେଦ ପରେ ମୃତର କରଣ ସ୍ପଷ୍ଟ ହେବ ବୋଲି ପୁଲିସ୍ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.