Bijay Kumar Pattanaik
ଗଙ୍ଗାଯମୁନା ମୁଖ୍ୟନାଳର ସଫେଇ କାର୍ଯ୍ୟ ଆରମ୍ଭ
ପୁରୀ, ୧୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ନୀଳାଚଳ ହାଟ ନିକଟସ୍ଥ ଧୋବାସାହି ପାଖରେ ମିଳିତ ହେଉଥିବା ଗଙ୍ଗାଯମୁନା ମୁଖ୍ୟନାଳ ଏବଂ ଏହାସହ ରେଡକ୍ରସ ନାଳଦ୍ୱାରା ସଂଲଗ୍ନ ହୋଇଥିବା ବଡଦାଣ୍ଡରୁ ଆସୁଥିବା ନଳାକୁ ଆଜି...
ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭୯ହଜାର ଟଙ୍କା ପ୍ରଦାନ
ପୁରୀ, ୧୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କରୋନା ମୁକାବିଲା ନିମନ୍ତେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭୯ହଜାର ଟଙ୍କା ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟାଳୟର କର୍ମଚାରୀ ଏବଂ ଆଶ୍ରମ...
ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତ
ପୁରୀ, ୧୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ପବିତ୍ର ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ ପାଇଁ ରଥଖଳାରେ ପାରମ୍ପରିକ ରୀତି...
କଳାବଜାରୀ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ବିହୀତ ପଦକ୍ଷେପ
ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ରୋକିବା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ବିଭିନ୍ନ ଟିମ୍...
ମହାବିଷୁବ ସଂକ୍ରାନ୍ତି କରୋନା ଯୋଗୁଁ ଫିକା ପଡିଲା – ଆଜିଠାରୁ ନୂତନ ପଞ୍ଜିକା ପ୍ରଚଳନ
ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଓ ମହାବୀରଙ୍କ ଜୟନ୍ତୀ ଉତ୍ସବ କରୋନା ଯୋଗୁଁ ଫିକା ପଡିଯାଇଛି। ପୁରୀ ସହରଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ...
ରିଲିଫ ପାଣ୍ଠିକୁ ଦାନ
ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ପୁରୀ ବିତରକ ଓ ବ୍ୟବସାୟୀ ସଂଘପକ୍ଷରୁ...
ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରି କନିଷ୍ଠ ସହାୟକ ନିଲମ୍ବିତ
ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ନିମାପଡା ବିଜ୍ଞାପିତ ଅଂଚଳରେ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନସ୍ଥ ହିତାଧିକାରୀମାନଙ୍କୁ ପରିବାର ପିଛା ୧୦୦୦ଟଙ୍କା ଆର୍ଥିକ ସହାୟତା ବଂଟନ ବେଳେ ସାମାଜିକ...
ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ପ୍ରଶାସନର ତ୍ୱରିତ ପଦକ୍ଷେପ
ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ମହାମାରୀ ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ...
କରୋନା ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ
ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତ୍ୱରିତ ପଦକ୍ଷେପ ନିଆଯାଇଛି। ଜରୁରୀ କାଳୀନ ସ୍ଥିତିରେ କରୋନା ଚିକିତ୍ସା ନିମନ୍ତେ ଗ୍ରାମାଂଚଳରେ ୨୭୧ଟି...
ଅନିୟମିତତା ଭାବେ ଖାଦ୍ୟ ସାମଗ୍ରୀ ବଂଟନଯୋଗୁୃଁ ରିଟେଲରଙ୍କୁ ସସପେଣ୍ଡ
ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୌରାଚଂଳ ମଧ୍ୟରେ ଥିବା ପିଡିଏସ ଲାଇସେନ୍ସ ପ୍ରାପ୍ତ ରିଟେଲର ଦିଲ୍ଲୀପ ପାତ୍ରଙ୍କୁ ଅନିୟମିତତା ଭାବେ ଖାଦ୍ୟ ସାମଗ୍ରୀ ବଂଟନ କରୁଥିବା ଯୋଗୁଁ ତାଙ୍କୁ ସସପେଣ୍ଡ...
ପଂଚମ ପର୍ଯ୍ୟାୟ ରଥକାଠ ପୁରୀରେ ପହଁଁଚିଲା
ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପଂଚମ ପର୍ଯ୍ୟାୟ ରଥକାଠ ଆଜି ୨ଟି ଟ୍ରକ ଯୋଗେ ରଥଖଳାରେ ପହଂଚିଛି। ୨ଟି ଟ୍ରକରେ ମୋଟ ୪୨ଖଣ୍ଡ ଅସନ ଓ ଧଉରା କାଠ ରଥଖଳାରେ...
ସିଂହଦ୍ୱାର ଭକ୍ତ ଶୂନ୍ୟ ହୋଇଛି
ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ମହାମାରୀ ବ୍ୟାପିବା ଯୋଗୁଁ ସମସଗ୍ର ଦେଶରେ ଲକଡାୁନ କରାଯାଇଛି। ଏହି ଅବସରରେ ଜଗତର ନାଥ ଜଗନ୍ନାଥ ମଧ୍ୟ ଭକ୍ତଙ୍କଠାରୁ ଅଲଗା ହୋଇଛନ୍ତି। ମହାପ୍ରଭୁଙ୍କ...
ଲକଡାଉନ ହେବା ପରେ ଅଟକି ରହିଥିବା ଲୋକଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଷ୍ଟେସନର ବରଗଛ
ପୁରୀ, ୭/୪ -(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ଏବଂ ଦେଶରେ ଲକଡାଉନ କରାଯିବା ପରେ ଏଠାରେ ଥିବା ବାହାର ଜିଲ୍ଲାର କେତେକ ଶ୍ରମିକ ସେମାନଙ୍କର ନିଜ ସ୍ଥାନକୁ ଫେରିନଯାଇ ଅଟକି ରହିଛନ୍ତି।...
ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ
ପୁରୀ, ୭/୪ -(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାରେ ଲକଡାଉନ ସମୟରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ଘର ନିକଟରେ ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଗତକାଲି...
ଲକଡାଉନ୍ ନିୟମ ଉଲ୍ଲଂଘନ କରି ୩ ଗିରଫ
ପୁରୀ ୬-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୂଆପଡା ଉଚ୍ଚ ବିଦ୍ୟାଳୟରେ ବେଆଇନ ସମାବେଶ ପାଇଁ ତିନିଜଣଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ କାଳୁ ଜେନା, ଧିର ପଲେଇ ଏବଂ ଉତ୍କଳ ତରାଇ।...
ବାଡି ନୃସିଂହଙ୍କ ନଗର ବିଜେ
ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଜଗନ୍ନାଥ ସଂସ୍କୃତି ଅନନ୍ୟ। ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ଜଡିତ ପରମ୍ପରା। ମାନବ ସମାଜପ୍ରତି ଘଟୁଥିବା ପ୍ରତିଟି ବିପତି ସହିତ ଯୋଡି ହୋଇଛି। ମହାପ୍ରଭୁଙ୍କର...
ଲକଡାଉନର ଚତୁର୍ଥ ଦିବସରେ ପୁରୀସହର ବାସୀ ସଚେତନ ହେଉଛନ୍ତି
ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଲକଡାଉନର ଚତୁର୍ଥ ଦିବସରେ ପୁରୀ ସହରରେ ଅବସ୍ଥା ସୁଧୁରିବାକୁ ବସିଛି। ଲୋକମାନେ ସଚେତନ ହେବା ସହ ଘରୁ ବାହାରକୁ ବିଶେଷଭାବେ ବାହାରୁନଥିବା ଦେଖାଯାଇଛି। କେବଳ ଯେଉଁମାନଙ୍କା...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ସହାୟତା
ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ସମଗ୍ର ବିଶ୍ୱରେ କରୋନକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଭାରତବାସୀ ଏଥିପାଇଁ ସଚେତନ ହେଲେ ଏହାକୁ ଦୂରେଇ ଦେଇ ପାରିବା ବୋଲି ପ୍ରଧାନମନ୍ତ୍ରୀ...
ଆଜି ଜନତା କର୍ଫ୍ୟୁ
ପୁରୀ, ୨୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି କାଲି ସକାଳ ୭ ଟା ଠାରୁ ରାତି ୯ ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁକୁ...
ମେଳଣ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜିଲା ପ୍ରଶାସନ କଟକଣା ଉଲଘଂନ କରି ବୀରହରେକୃଷ୍ଣପୁର ଗ୍ରାମରେ ଠାକୁରଙ୍କ ମେଳଣ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି। ସେଥିରେ ବହୁଲୋକଙ୍କ ସମାଗମ ହୋଇଥିବାରୁ ଆୟୋଜକଙ୍କ...















