Home ଜିଲ୍ଲା ପରିକ୍ରମା ରିଲିଫ ପାଣ୍ଠିକୁ ଦାନ

ରିଲିଫ ପାଣ୍ଠିକୁ ଦାନ

103

ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ପୁରୀ ବିତରକ ଓ ବ୍ୟବସାୟୀ ସଂଘପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୧ହଜାର ଟଙ୍କା ଦାନ କରାଯାଇଥିବା ବେଳେ ରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରାଯାଇଛି। ଉକ୍ତ ଚେକ୍ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ଦିଆଯାଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାର ୩୭ଟି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷ ରିଲିଫ ପାଣ୍ଠିକୁ ୨୧ଲକ୍ଷ ୩୪ହଜାର ୪୨୪ଟଙ୍କା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.