Home Coronavirus Outbreak ଲକଡାଉନ୍ ନିୟମ ଉଲ୍ଲଂଘନ କରି ୩ ଗିରଫ

ଲକଡାଉନ୍ ନିୟମ ଉଲ୍ଲଂଘନ କରି ୩ ଗିରଫ

177

ପୁରୀ ୬-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନୂଆପଡା ଉଚ୍ଚ ବିଦ୍ୟାଳୟରେ ବେଆଇନ ସମାବେଶ ପାଇଁ ତିନିଜଣଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ କାଳୁ ଜେନା, ଧିର ପଲେଇ ଏବଂ ଉତ୍କଳ ତରାଇ। କେସ୍ ନମ୍ବର ୪୭/୨୦ ତାରିଖ ୫.୩.୨୦ ରେ ଆଇପିସି ଧାରା ୨୬୯/୨୭୦/୨୭୧/୨୯୦/୧୮୮/୩୪ ରେ ମାମଲା ରୁଜୁକରି ଗିରଫ କରାଯାଇଛି। ସେମାନେ ବିଦ୍ୟାଳୟର ସାଇକ୍ଲୋନନ୍ ସେଣ୍ଟରରେ ବାଧ୍ୟତାମୂଳକ ସାମାଜିକ ଦୂରତାକୁ ଉଲ୍ଲଂଘନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.