Home ଓଡ଼ିଶା ଗଙ୍ଗାଯମୁନା ମୁଖ୍ୟନାଳର ସଫେଇ କାର୍ଯ୍ୟ ଆରମ୍ଭ

ଗଙ୍ଗାଯମୁନା ମୁଖ୍ୟନାଳର ସଫେଇ କାର୍ଯ୍ୟ ଆରମ୍ଭ

991

ପୁରୀ, ୧୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ନୀଳାଚଳ ହାଟ ନିକଟସ୍ଥ ଧୋବାସାହି ପାଖରେ ମିଳିତ ହେଉଥିବା ଗଙ୍ଗାଯମୁନା ମୁଖ୍ୟନାଳ ଏବଂ ଏହାସହ ରେଡକ୍ରସ ନାଳଦ୍ୱାରା ସଂଲଗ୍ନ ହୋଇଥିବା ବଡଦାଣ୍ଡରୁ ଆସୁଥିବା ନଳାକୁ ଆଜି ଯୁଦ୍ଧକାଳୀନ ଭିତିରେ ତ୍ୱରିତ ଭାବରେ ସଫା କରାଯାଉଅଛି। ଏହା ଦ୍ୱାରା ବଡଦାଣ୍ଡ ଏବଂ ଶ୍ରୀକ୍ଷେତ୍ର କଲୋନୀରୁ ଜଳ ନିଷ୍କାସନ ସହଜରେ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.