Home ଅନୁଗୁଳ ବିଜେଡି ପକ୍ଷରୁ ଆମ୍ବସରମୁଣ୍ଡା ଗ୍ରାମପଞ୍ଚାୟତରେ ଜନସଚେତନତା

ବିଜେଡି ପକ୍ଷରୁ ଆମ୍ବସରମୁଣ୍ଡା ଗ୍ରାମପଞ୍ଚାୟତରେ ଜନସଚେତନତା

121

ଆଠମଲ୍ଲିକ,୪/୧୦(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ରାଜ୍ୟବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଚାଲିଥିବା ବେଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଆମ୍ବସରମୁଣ୍ଡା ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଭ୍ରମଣ କରାଯାଇଥିଲା ଓ କରୋନା ମହାମାରି କବଳରୁ ରକ୍ଷା ପାଇବା ପାଇଁ ସ୍ଲୋଗାନ ମାଧ୍ୟମରେ ସଚେତନତା କରାଯାଇଥିଲା l ମାକ୍ସ ପିନ୍ଧି ନଥିବା ଲୋକମାନଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା l ଆଠମଲ୍ଲିକ ବ୍ଲକ ବିଜେଡି ସଭାପତି ବୃନ୍ଦାବନ ସାହୁ,ଯୁବନେତା,ଚୌଧୁରୀ ସାଏ, ସରପଞ୍ଚ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନିତ କରିଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.