Home ଅନୁଗୁଳ କଦଳୀମୁଣ୍ଡା ଗ୍ରାମରେ ହାତୀ ଉତ୍ପାତ,ନୀରବଦ୍ରଷ୍ଟା ବନବିଭାଗ

କଦଳୀମୁଣ୍ଡା ଗ୍ରାମରେ ହାତୀ ଉତ୍ପାତ,ନୀରବଦ୍ରଷ୍ଟା ବନବିଭାଗ

347

ଆଠମଲ୍ଲିକ,୧୮/୧0(ଜିତେନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ କଦଳୀମୁଣ୍ଡା ଗ୍ରାମରେ କିଛି ଦିନ ହେବ ହାତୀ ପଲ କଦଳୀମୁଣ୍ଡା ଗ୍ରାମରେ ବିଲକୁ ପଶି ଅନେକ ଧାନ ବିଲ ନଷ୍ଟ କରିବା ସହ ବିଲ ପାଖରେ ଥିବା ମଂଚାଗୁଡିକ ଭାଙ୍ଗି ଦେଇଛନ୍ତି l ଯାହାଫଳରେ ଗ୍ରାମବାସୀ ଭୟଭୀତ ହୋଇ ଗତ ଦୁଇ ଦିନ ହେବ ଗ୍ରାମରେ ତାଟି କବାଟ ପକାଇ ଦେଇଛନ୍ତି l ତେବେ କଦଳୀମୁଣ୍ଡା ଗ୍ରାମବାସୀଙ୍କ ଅଭିଯୋଗ ସତ୍ବେ ନିରବ ଦଷ୍ଟା ସାଜିଛି ବନ ବିଭାଗ l ତେବେ ଏଠି ପ୍ରଶ୍ନ ଉଠୁଛି ବାମୁର୍ ବନ ବିଭାଗ ସାଧାରଣ ଲୋକଙ୍କ ପାଇଁ ନାଁ କିଛି ବଡ଼ ବଡିଆ ଲୋକଙ୍କ ପାଇଁ କାମ କରୁଛି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.