Home ଅନୁଗୁଳ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲମ୍ବୋଦର ସାହୁଙ୍କ ପରଲୋକ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲମ୍ବୋଦର ସାହୁଙ୍କ ପରଲୋକ

144

ଆଠମଲ୍ଲିକ,୪/୧୦(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ସାହୁ ତଥା ବିଜେପି ଯୁବନେତା ଇଂ ଅଜିତ ସାହୁଙ୍କ ପିତୃବିୟୋଗ ଘଟିଛି l ଏଥିଯୋଗୁଁ ଆଠମଲ୍ଲିକ, କିଶୋର ନଗର,ଛେଣ୍ଡିପଦା ଏବଂ ଅନୁଗୋଳ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ମୃତ୍ୟୁ ବେଳଙ୍କୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ଜଣାପଡିଛି l ତାଙ୍କ ମୃତ୍ୟୁରେ ଅନୁଗୋଳ ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ,ଅନୁଗୋଳ ବିଧାନସଭା କ୍ଷେତ୍ରର ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ବାମୁର ର ପୁର୍ବତନ ସରପଞ୍ଚ ଅଜିତ ପ୍ରଧାନ ପ୍ରମୁଖ ଶୋକ ପ୍ରକଟ କରିବାସହ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.