Home ଅନୁଗୁଳ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ

ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ

204

ଆଠମଲ୍ଲିକ,୧0/୧0(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ସହ ସାଙ୍ଗଠନିକ ବୈଠକ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ପଂଚାୟତରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅନୁମତି କ୍ରମେ ଅଙ୍ଗପଡା ବିଜେଡି ସଭାପତି ସତୀଶ ପ୍ରଧାନଙ୍କ ଉଦ୍ୟମ କ୍ରମେ ଏକ ସାଙ୍ଗଠନିକ ବୈଠକ ଓ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଉକ୍ତ ସଭାରେ କିଶୋରନଗର ବ୍ଲକ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ,ପରାମର୍ଶ ଦାତା ଦୟାନନ୍ଦ ପ୍ରଧାନ,ସତ୍ୟାନନ୍ଦ ପ୍ରଧାନ,କାଳନ୍ଦୀ ଚରଣ ପ୍ରଧାନ ଓ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.