Abhay Das
ବିନା ଇଣ୍ଟରର୍ଭ୍ୟୁରେ ନିଯୁକ୍ତି ଦାବି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା
ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : କୋଭିଡ୍ ସମୟରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଦେଇ ଆସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ଦାବିରେ ଆଜି ଜିଲ୍ଲା ମୁଖ୍ୟ...
ବାଲେଶ୍ୱରରେ ଜାତୀୟ ପେନସନ୍ ଦିବସ
ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୩୯ତମ ଜାତୀୟ ପେନ୍ସନ୍ ଦିବସ ପାଳିତ ହୋଇଯାଇଛି।ସଂଗଠନର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମରେ...
ମାଆ ସିନ୍ଦୁରଗୌରା ଦେବୀଙ୍କ ବାର୍ଷିକ ଯଜ୍ଞ
ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିବର୍ଷ ଭଳି ଗୁରୁବାରଠାରୁ ଆରମ୍ଭ ହୋଇଛି ନୂଆବଜାରସ୍ଥିତ ମାଆ ସିନ୍ଦୁରଗୌରା ଦେବୀଙ୍କ ବାର୍ଷିକ ଯଜ୍ଞ କାର୍ଯ୍ୟକ୍ରମ। ଘଟ ଉତ୍ତୋଳନ ସହ ସକାଳ ୬ଟାରେ ଯଜ୍ଞକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।ଏହି...
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ
ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ଆଜି ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ଲାବଣ୍ୟ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ...
ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘର ଜୋନ୍ ସ୍ତରୀୟ ବନ୍ଧୁମିଳନ
ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍କଳ କେମିଷ୍ଟ୍ ଓ ଡ୍ରଗିଷ୍ଟ୍ ସଂଘର ଉତ୍ତରଜୋନ୍ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଟେଲ୍ ପୂର୍ବୀ ବିଚ୍ ରିସୋର୍ଟ, ଚାନ୍ଦିପୁରରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଗଠନର ବାଲେଶ୍ୱର...
ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ୨୨ରେ, ଦଲାଲଙ୍କ ଚାପରେ ନ ପଡ଼ି ଆନ୍ଦୋଳନ ସଫଳତା...
ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଉତ୍ତର ଓଡିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ନେସ୍କୋ’ କର୍ତ୍ତୃପକ୍ଷଙ୍କ ଗ୍ରାହକ ଶୋଷଣ ନୀତି ଓ ବିଭାଗୀୟ ଶ୍ରମିକ ତଥା କର୍ମଚାରୀଙ୍କ ପ୍ରତି ଅବହେଳା ବିରୋଧରେ ଏକାଧିକ ସଂଗଠନଙ୍କୁ...
ବାୟୋଫ୍ଲକ୍ ମାଛ ଚାଷ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଜାତୀୟ ମତ୍ସ୍ୟଚାଷ ଉନ୍ନୟନ ସଂସ୍ଥାନ (ଏନଏଫଡିବି) ଓ ଜାତୀୟ କୃଷି ବିସ୍ତାର ପ୍ରବନ୍ଧ ସଂସ୍ଥାନ (ମ୍ୟାନେଜ୍)ର ମିଳିତ ସହଯୋଗରେ ବାୟୋଫ୍ଲକ ମାଛ ଚାଷ ସମ୍ପର୍କିତ...
ଜିଲ୍ଲା ଏଡ୍ସ ପ୍ରତିକାର-ନିୟନ୍ତ୍ରଣ ସମିତି ବୈଠକ
ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ଏଡସ୍ ପ୍ରତିକାର ଓ ନିୟନ୍ତ୍ରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ...
ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ କମିଟି ବୈଠକ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ...
ବାଲିଘାଟ ରାସ୍ତା ସଂପ୍ରସାରଣ ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସହ ସଦର ବ୍ଲକର ଏକାଧିକ ପଞ୍ଚାୟତକୁ ଯୋଡ଼ୁଥିବା ବାଲିଘାଟ ପୋଲ ଆପ୍ରୋଚ ରୋଡ଼୍ର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ...
ନବ ନିର୍ବାଚିତ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ଶପଥପାଠ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ପାଠ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଚେରୀ ହତାସ୍ଥିତ ୨ ନମ୍ବର ବାରରେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ...
ଧାନକିଣା ଖିଲାପ ପାଇଁ ସମିତି ସମ୍ପାଦକ ନିଲମ୍ବିତ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ) ଧାନ କିଣାରେ ଖିଲାପ ଅଭିଯୋଗରେ ସିମୁଳିଆ ବ୍ଲକ ଅନ୍ତର୍ଗତ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ଲିଃ.ର ସମ୍ପାଦକ ରବିନାରାୟଣ ବାରିକଙ୍କୁ ବୁଧବାର ଦିନ କାର୍ଯ୍ୟରୁ ନିଲମ୍ବନ...
ଗୁଡ଼ୁଦା ଗ୍ରାମରେ କଳାଘୋଡ଼ା ଟେରାକୋଟା ପ୍ରଶିକ୍ଷଣ କର୍ମଶାଳା
ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରୀ କଳାକେନ୍ଦ୍ର ପକ୍ଷରୁ ରେମୁଣା ବ୍ଲକ ଗୁଡ଼ୁଦା ପଞ୍ଚାୟତରେ ୩ଦିନିଆ କଳାଘୋଡ଼ା ଟେରାକୋଟା ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ପୌଷ୍ୟ କଳାଗ୍ରାମ ତଥା କଳାଘୋଡ଼ାର...
ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ତେଲେଙ୍ଗାସାହି ଯୁବକ
ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ଶତ୍ରୁତାକୁ ନେଇ ସୋମବାର ଦିନ ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ତେଲେଙ୍ଗା ସାହିର ଜନୈକ ଯୁବକଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ଡାକ୍ତରଖାନାକୁ...
ଜେଲ ଫେରନ୍ତା ବାଂଲାଦେଶୀଠାରୁ ବ୍ରାଉନସୁଗାର ଜବତ୍ – ସନ୍ଦେହ ଘେରରେ ପୁଲିସର କାର୍ଯ୍ୟକଳାପ
ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ କାରଗାର ପରିସର ବାରେକରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଚୌଦ୍ୱାର ଜେଲରୁ ମୁକୁଳିଥିବା ବାଂଲଦେଶୀ ଯୁବକକୁ ସହଦେବଖୁଣ୍ଟା ଥାନା ପୁଲିସ...
ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣା
ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ରର ସରକାରଙ୍କ ନୂତନ କୃଷି ଆଇନ୍ ଏବଂ ବିଦ୍ୟୁତ୍ ଆଇନ୍ ପ୍ରତ୍ୟାହାରି ଦାବିରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ବର୍ଷିଆନ୍...
ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଉପରେ ‘ମୋନା’ର ପୁସ୍ତକ ପ୍ରକାଶନ ନିଷ୍ପତି
ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ, ‘ମୋନା’ ବାଲେଶ୍ୱର ଶାଖାର ଏକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ...
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ ସମିତି ବୈଠକ ଜିଲା କାର୍ଯ୍ୟାଳୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସ୍ଥାୟୀ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ...
୧୪ରେ କୃଷକ ସଂଘର୍ଷ ସମିତିର ବିକ୍ଷୋଭ
ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ କୃଷକ ଆନ୍ଦୋଳନକୁ ସମର୍ଥନ ଦେଇ ଆସନ୍ତା ୧୪ ତାରିଖ ଦିନ ଜିଲାମୁଖ୍ୟ ଦପ୍ତରରେ ବିକ୍ଷୋଭ...
ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ: ପଲିଓ-କୋଭିଡ୍ ଟିକାକରଣ ଉପରେ ଗୁରୁତ୍ୱ
ବାଲେଶ୍ୱର, ୧୨ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ପଲସ୍ ପୋଲିଓ ଏବଂ କୋଭିଡ-୧୯ ଟିକାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ...







