Home 2020
Yearly Archives: 2020
କଣ୍ଠଶିଳ୍ପୀ ଭିକାରି ମହମ୍ମଦଙ୍କ ପରଲୋକ
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଅନ୍ୟତମ ସାଲବେଗ ଭିକାରି ମହମ୍ମଦଙ୍କ ପରଲୋକ ହୋଇଯାଇଛି। କଟକ ବଡ଼ମେଡ଼ିକାଲରେ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲାବେଳେ ତାଙ୍କର କରୋନା...
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ବିରୋଧ କରି ବିକ୍ଷୋଭ
ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରିପବ୍ଳିକ ଟିଭିର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଯେଉଁପରି ଭାବେ ଗିରଫ କଲା ତାହାକୁ ନୟାଗଡ଼ ବିକାଶ ମଂଚ ପକ୍ଷରୁ ନିନ୍ଦା...
ହରିୟାଣା ବିଧାନସଭାରେ ରାଜ୍ୟର ୭୫% ଯୁବକଙ୍କୁ ବେସରକାରୀ କମ୍ପାନୀରେ ନିୟୋଜିତ କରୁଥିବା ସଂରକ୍ଷଣ ବିଲ୍ ପାସ୍
ନୂଆ ଦିଲ୍ଲୀ ନଭେମ୍ବର ୫ (ଓଡ଼ିଆ ପୁଅ) ହରିୟାଣା ବିଧାନସଭାରେ ଏକ ସଂରକ୍ଷଣ ବିଲ୍ ପାଶ୍ ହୋଇଛି। ରାଜ୍ୟର ଘରୋଇ କମ୍ପାନୀଗୁଡିକରେ ହରିୟାଣାର ସ୍ଥାନୀୟ ଯୁବକମାନଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଯୋଗାଇଦେବା ବିଲ୍...
ହାଟଡିହି-ସମଣା ରାସ୍ତାରେ ଆଣ୍ଠୁଏ ଖାଲ , ଆନ୍ଦୋଳନ ଚେତାବନୀ ଦେଲେ ଗାଁ ଲୋକେ
ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି-ସମଣା ପୁର୍ତ୍ତ ବିଭାଗର ରାସ୍ତାରେ ଆଣଣ୍ଠୁଏ ଲେଖାଏଁ ଖାଲଖମା ମାନ ସୃଷ୍ଟି ହୋଇଥିବାବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ।...
ଛାତ୍ରୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ ଓ ମା ବାପାଙ୍କୁ ମାଡ ଅଭିଯୋଗ
ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା କପୁଣ୍ଡି ଗ୍ରାମରେ ଜଣେ ମେଧାବୀ ଛାତ୍ରୀଙ୍କ ପଡିଶା ଘରର ଲୋକମାନେ ର୍ଦୁବ୍ୟବହାର ପ୍ରଦର୍ଶନ ଦେଖାଇବା ସହିତ ବିଭିନ୍ନ ପ୍ରକାରର...
ବିଜେପିରେ ମିସିଲେ ୭୦ରୁ ଉର୍ଦ୍ଧ କର୍ମୀ
ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତର କ୍ଷେତୁଆଳିରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ଆଲୋକ ସେଠୀଙ୍କ ନେତୃଥ୍ୱକୁ...
ପରିବାରକୁ ଗାଁରୁ ବାସନ୍ଦ କରାଯିବାକୁ ନେଇ ଥାନାରେ ଅଭିଯୋଗ କଲେ ମହିଳା
ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳବଣୀ ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରାଯିବାରୁ ସେ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ବୋଲି ଗୋଲାପ...
ନରହରି ଜେନାଙ୍କ ସ୍ମୃତିସଭା- ନରହରି ବାବୁ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ
ହାଟଡ଼ିହି, ୫ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଛେନାପଦିଛକର ମୁରବୀତୁଲ୍ୟ ବ୍ୟକ୍ତି ତଥା ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟିର ସଭାପତି ନରହରି ଜେନାଙ୍କ ଏକାଦଶାହ ଅବସରରେ ତୁଳସୀ ଭବନ...
ଆଜି ଚିହ୍ନଟ ହେଲେ ୩୧ କରୋନା ଆକ୍ରାନ୍ତ
ଭଦ୍ରକ,୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ଜିଲ୍ଲାରୁ ଆଉ ୩୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର...
ନବନିଯୁକ୍ତ ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର ୫-୧୧ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜିଲ୍ଲା ନବନିଯୁକ୍ତ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ...
ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ରେ ସାଉଦି ଆରବର ପବ୍ଲିକ୍ ଇନଭେଷ୍ଟମେଂଟ୍ ଫଣ୍ଡ୍ (ପିଆଇଏଫ୍) ପକ୍ଷରୁ ୯, ୫୫୫ କୋଟି...
- ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡର ୨.୦୪% ଇକ୍ୱିଟି ଅଂଶଧନ ହାସଲ କରିବା ଲାଗି ସାଉଦି ଆରବର ପିଆଇଏଫ୍ ପକ୍ଷରୁ ବୁଝାମଣା ସ୍ୱାକ୍ଷରିତ- ଆର୍ଆର୍ଭିଏଲ୍ ଏହାର ସହଯୋଗୀ ସଂସ୍ଥା ଜରିଆରେ ଭାରତର ପ୍ରତ୍ୟକ୍ଷ...
ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ର ରଣପୁର ତହସିଲ ଆଗରେ ବିକ୍ଷୋଭ
ନୟାଗଡ/୦୫/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ମଜଦୁର କଂଗ୍ରେସ ତରଫରୁ ସାରା ରାଜ୍ୟରେ ତିନିଦିନ ବ୍ୟାପି ବିକ୍ଷୋଭ ଡାକରା ଦିଆଯାଇଥିଲା । ଜିଲ୍ଲା ମଜଦୁର କଂଗ୍ରେସ ର ସଭାପତି ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱରେ ନୟାଗଡ...
ବର୍ତ୍ତମାନ ଆପଣଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ଟେକ୍ କରନ୍ତୁ, ଆପଣ, ଆପଣଙ୍କର ଋଣ ପ୍ରଦାନକାରୀଙ୍କଠାରୁ କ୍ୟାସବ୍ୟାକ୍ ପାଇଛନ୍ତି କି?
ନୂଆ ଦିଲ୍ଲୀ ନଭେମ୍ବର ୦୫(ଓଡ଼ିଆ ପୁଅ) ଋଣ ନେଇଥିବା ବ୍ୟକ୍ତିଙ୍କ ବ୍ୟାଙ୍କଗୁଡିକ ମୋରାଟୋରିୟମ ଅବଧି ମଧ୍ୟରେ ନିର୍ଦ୍ଦିଷ୍ଟ ଋଣ ଆକାଉଣ୍ଟ ପାଇଁ ଋଣ ନେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ସରଳ ସୁଧ ଏବଂ ଚକ୍ରବୃଦ୍ଧି...
ଆମେରିକାର ନିର୍ବାଚନ ଫଳାଫଳ ପରେ ଏହି ନିର୍ଦ୍ଦେଶକ ଉଲଗ୍ନ ବ୍ରେକ ଡାନ୍ସ କରିବେ?
ନୂଆ ଦିଲ୍ଲୀ ନଭେମ୍ବର ୫ (ଓଡ଼ିଆ ପୁଅ) ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ବଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ। ଯିଏ କେବଳ ତାଙ୍କର ସଫଳ ଚଳଚ୍ଚିତ୍ର ପାଇଁ ନୁହେଁ ବରଂ...
ଜୋ ବିଡେନ ୭୦ ମିଲିୟନ୍ (୭ କୋଟି) ଭୋଟ୍ ସହିତ ରେକର୍ଡ ସୃଷ୍ଟି କଲେ, ଓବାମାଙ୍କ ୨୦୦୮ ମତର...
ନୂଆ ଦିଲ୍ଲୀ ନଭେମ୍ବର ୫ (ଓଡ଼ିଆ ପୁଅ) ଜୋ ବିଡେନ ୭୦ ମିଲିୟନରୁ ଅଧିକ ଭୋଟ୍ ପାଇ ସାରିଛନ୍ତି, ଯାହା ଆମେରିକାର ନିର୍ବାଚନ ଇତିହାସରେ ଏକ ରେକର୍ଡ।
୨୦୨୦ ଆମେରିକୀୟ ନିର୍ବାଚନରେ ଗଣନା ଜାରି...
ସମୁଦ୍ରରେ ଖସିଲା ଟାର୍ଗେଟ ରକେଟ : ମତ୍ସଜୀବୀଙ୍କ ଦ୍ୱାରା ଉଦ୍ଧାର
ବାହାନଗା,୦୫ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଞ୍ଚୁବିଶା ଅବତରଣ କେନ୍ଦ୍ରରେ ଏକ ଟାର୍ଗେଟ ରକେଟ ଖସି ପଡ଼ିଥିବା ବେଳେ ମାଛ ଧରିବାକୁ ଯାଇଥିବା ମତ୍ସଜୀବୀ ମାନେ ପାଇ...
ଦୋକାନ ବଜାର ସମ୍ମୁଖରେ ସାମାଜିକ ଦୂରତାକୁ ଖୋଲାଖୋଲି ଉଲଂଘନ
ପୁରୀ ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅନଲକ୍-୫ ଖୋଲିଯିବା ପରେ କରୋନା କଟକଣାକୁ ହାଲୁକା କରିଥିବା ଯୋଗୁଁ ସହରରେ କରୋନା କଟକଣାକୁ ଲୋକମାନେ ସଠିକ ଭାବେ ପାଳନ କରୁନଥିବା ଦେଖାଯାଏ। ପ୍ରତ୍ୟେକ...
ଟାଉନ ଥାନା ପୁଲିସ ଏକ ୭ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛନ୍ତି
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଟାଉନ ଥାନା ପୁଲିସ ଦ୍ୱାରା ୭ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଲୁହା ରଡ଼ ଜବତ କରାଯାଇଛି।...
ପୁରୀରେ ଆରମ୍ଭ ହେଲା ଅମ୍ଳଜାନ ଫର୍ନଲ
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମିଶନ ଓଡ଼ିଶା ଓ ସମର୍ପଣ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଉଦ୍ଘାଟନ କରି କହିଲେ ଯେ...
କୋଭିଡ଼ କଟକଣା ମଧ୍ୟରେ ୫୩ତମ କୁମାର ଉତ୍ସବ ଅନୁଷ୍ଠିତ
ପୁରୀ ୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରାଜ୍ୟରେ ପ୍ରଥମଥର ପାଇଁ ଅନଲକ୍-୬ପରେ ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କୁମାର ଉତ୍ସବ ସମିତି ପକ୍ଷରୁ ନିରାଡ଼ମ୍ବର...








