Home ଆନ୍ତର୍ଜାତୀୟ ଆମେରିକାର ନିର୍ବାଚନ ଫଳାଫଳ ପରେ ଏହି ନିର୍ଦ୍ଦେଶକ ଉଲଗ୍ନ ବ୍ରେକ ଡାନ୍ସ କରିବେ?

ଆମେରିକାର ନିର୍ବାଚନ ଫଳାଫଳ ପରେ ଏହି ନିର୍ଦ୍ଦେଶକ ଉଲଗ୍ନ ବ୍ରେକ ଡାନ୍ସ କରିବେ?

242

ନୂଆ ଦିଲ୍ଲୀ ନଭେମ୍ବର ୫ (ଓଡ଼ିଆ ପୁଅ) ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ବଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ। ଯିଏ କେବଳ ତାଙ୍କର ସଫଳ ଚଳଚ୍ଚିତ୍ର ପାଇଁ ନୁହେଁ ବରଂ ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ପାଇଁ ବେଶ୍ ପରିଚିତ।

ରାମ ଗୋପାଳ ବର୍ମା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନେକ ସମୟରେ ସମାଲୋଚନା କରିଛନ୍ତି ଏବଂ ବର୍ତ୍ତମାନ ଚାଲିଥିବା ଆମେରିକାର ନିର୍ବାଚନ ଟ୍ରମ୍ପ ନିର୍ବାଚନରେ ହାରିବା ଏବଂ ଜୋ ବିଡେନଙ୍କର ଜିତିବା ଦିଗରେ ସୂଚାଇ ଥିବାରୁ ରାମ ଗୋପାଳ ବର୍ମା ପ୍ରକାଶ କରିଛନ୍ତି ଯେ, ଟ୍ରମ୍ପଙ୍କ ପରାଜୟକୁ ପାଳନ କରିବା ପାଇଁ ସେ ଉଲଗ୍ନ ବ୍ରେକଡାନ୍ସ କରିବାକୁ ଚାହୁଁଛନ୍ତି।

ରାମ ଗୋପାଳ ବର୍ମା ଟ୍ୱିଟ୍ କରି କହିଛନ୍ତି ଯେ, “I want to do a naked breakdance on the roads for finally the world getting rid of that cockroach @realDonaldTrump ..CONGRATS AMERICA ????????????????”..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.