Home 2020
Yearly Archives: 2020
ସଂଘର୍ଷ ବିନା ଜୀବନ ମୂଲ୍ୟହୀନ-ଭବାନୀ ମହାପାତ୍ର , ଇଲେକ୍ଟ୍ରିସିଆନ୍ ସଂଘର ସପ୍ତମ ବାର୍ଷୀକ ଉତ୍ସବ
ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଂଘର୍ଷ ବିନା ଜୀବନର ମାନେ କିଛି ନାହିଁ । କିନ୍ତୁ ନିଜ ଜୀବନକୁ ବାଜି ଲାଗାଇ ଯେଉଁ ଇଲେକ୍ଟ୍ରିସିଆନମାନେ ଆମକୁ ଜରୁରୀ...
ଗାନ୍ଧି ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷା , ଗାନ୍ଧୀ ହତ୍ୟା ଏକ ସୁପରିକଳ୍ପିତ ଷଡଯନ୍ତ୍ରର...
ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଆନୁକୁଲ୍ୟରେ ଆମେରିକୀୟ ଲେଖକ ଜେମ୍ସ ଡବ୍ଲ୍ୟୁ ଡଗଲାସ୍ଙ୍କ ପୁସ୍ତକ ‘ଗାନ୍ଧୀ ଆଣ୍ଡ ଦି ଅନ୍ସ୍ପିକେବଲ୍ :...
ଗୋପୀନାଥଜୀୟୁ କ୍ରିକେଟ, ଶାଳପଡା ଚମ୍ପିୟନ
ହାଟଡିହି-୨୭ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଆମ୍ବୋ ଗ୍ରାମରେ ଗୋପୀନାଥଜିୟୁ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଗୋପୀନାଥଜୀୟୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ତେଲସିଙ୍ଗାକୁ ୭ଉଇକେଟରେ ହରାଇ...
ପିଏମସି ବ୍ୟାଙ୍କ ସ୍କାମ: ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଇଡ଼ିର ସମନ
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଏନଫୋର୍ସମେଣ୍ଟ ଡାଇରୋକ୍ଟୋରେଟ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ କରିଛି। ପିଏମସି ବ୍ୟାଙ୍କ...
ଶ୍ରମ ବିରୋଧି ଲେବର କୋର୍ଡ଼, କୃଷକ ବିରୋଧି କୃଷି ଅଇନ ବିଲ୍ ଗ୍ରହଣୀୟ ନୁହେଁ
ଭୁବନେଶ୍ୱର ୨୭-୧୨ (ଓଡ଼ିଆ ପୁଅ) ଦେଶରେ ବି.ଜେ.ପି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ବିରୋଧି ମଜୁରୀ କୋର୍ଡ଼, ସାମାଜିକ ସୁରକ୍ଷା, ଶିଳ୍ପ ବିରୋଧି କୋର୍ଡ଼, ସ୍ୱାସ୍ଥ୍ୟ ବିଭାଗ କୋର୍ଡ଼ ତଥା କୃଷକ ବିରୋଧି...
ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ : ବ୍ରାଣ୍ଡ ଓଡିଶାକୁ ବିଶ୍ୱଭରି ପ୍ରୋତ୍ସାହନ ପାଇଁ ଆହ୍ବାନ
କାଲିଫର୍ଣିଆ / ଭୁବନେଶ୍ୱର/ ନୂଆଦିଲ୍ଲୀ, ୨୭.୧୨ (ଓଡ଼ିଆ ପୁଅ) : ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ...
ସର୍ଭଫର ପିପୁଲ ପକ୍ଷରୁ ଅସହାୟ ଶିଶୁଙ୍କୁ ଶୀତବସ୍ତ୍ର ବଣ୍ଟନ
ହାଟଡିହି-୨୭ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ) ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସର୍ଭଫର ପିପୁଲ କେନ୍ଦୁଝର’ ପରିବାର ପକ୍ଷରୁ ପ୍ରବଳ ଶୀତ ଲହରୀକୁ ଲକ୍ଷ ରଖି ଗରିବ ଅସହାୟ ଶିଶୁ ମାନଙ୍କୁ ଶୀତବସ୍ତ୍ର ବାଣ୍ଟିବା...
ଇଞ୍ଚୋଳରେ ମା ତାରିଣୀ ରେଡ ଟେନିସ କ୍ରିକେଟ ଉଦଘାଟିତ
ହାଟଡିହି-୨୭ /୧୨ (ଓଡିଆପୁଅ /ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ମା ତାରିଣୀ ରେଡ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପଞ୍ଚାୟତ ଯୁବ ବିଜେଡି ପକ୍ଷରୁ ଚାଲିଥିବା ଏହି...
ନୀଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ଘାଟିତ
ନୟାଗଡ/୨୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ଗୋପାଳପୁର ନିଳକଣ୍ଠେଶ୍ୱର ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଅଛି । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ...
ଦାଉଦର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ ଗିରଫ – ୨୪ ବର୍ଷରୁ ଫେରାର ଥିଲା
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ କୁଟିଙ୍କୁ ଗିରଫ କରିଛି ଗୁଜୁରାଟ ଏଟିଏସ୍।
ଅବଦୁଲ ମାଜିଦକୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି। ସେ ୨୪...
ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ: ମହିଳା ସଶକ୍ତ ହେଲେ ସମାଜ ସଶକ୍ତ ହେବ- ନବୀନ
ଭୁବନେଶ୍ୱର: ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ଵର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ପ୍ରତିଷ୍ଠା...
ଜବରଦଖଲ ଯୋଗୁଁ ସରକାରୀ ଡେରାଘର ସଂସ୍କୃତି ଲୋପ ପାଉଛି, ଉଦ୍ଧାର ପାଇଁ ଦାବୀ
କଳାହାଣ୍ଡି-୨୭.୧୨.୨୦୨୦ ଗଡଜାତ ସମୟରେ ରାଜସ୍ୱ ଆଦାୟ କିମ୍ବା ଅନ୍ୟାନ୍ୟ ରାଜକୀୟ କାର୍ଯ୍ୟ ପାଇଁ ବିଭିନ୍ନ ଗ୍ରାମକୁ ତତ୍କାଳୀନ ପ୍ରଶାସନିକ ପଦାଧିଧିକାରୀ ମାନେ ଦୌରା ରେ ଯାଊଥିବା ବେଳେ ଯେଉଁ ଘରେ ଡେରା...
ଓଡ଼ିଆ ପାଠକ ମଂଚର ଏକ ଦଶାଦ୍ଦି ପୂର୍ତ୍ତି ଉତ୍ସବ
ନୟାଗଡ଼, ୨୭-୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ଓଡ଼ିଆ ପାଠକ ମଂଚର ଏକ ଦଶାଦ୍ଦି ପୂର୍ତ୍ତୀ ଉତ୍ସବ ସ୍ଥାନୀୟ କ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ...
ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ
କୋରାପୁଟ ୨୬-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର ଲକ୍ଷ୍ମିପୁର, କୋଟପାଡ ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।କୋରାପୁଟ ନିର୍ବାଚନ...
ନଷ୍ଠାର ସହ ଦଳୀୟ କାର୍ଯ୍ୟ କରିବାକୁ ବିଜେଡି ପ୍ରତିଷ୍ଠା ଦିବସରେ ସଂକଳ୍ପ
ନୟାଗଡ଼, ୨୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବରଷ୍ଠ ବିଜେଡି ନେତା ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ...
ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା: “ମା’ ମାନେ ହେଉଛନ୍ତି ସମାଜ ଚକର ଅଖ”
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥି ଉପଲକ୍ଷେ ଦଳର ସଭାପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଥିଲେ, "ଆଜି...
୨୮ରୁ ଚାଲିବ ଚାଳକ ବିହୀନ ଟ୍ରେନ୍
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୨୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦିଲ୍ଲୀର ମାଜେଣ୍ଟା ଲାଇନ (ଜନକପୁରୀ ପଶ୍ଚିମ-ବଟାନିକାଲ ଗାର୍ଡେନ) ଭାରତର ପ୍ରଥମ ଚାଳକ ବିହୀନ...
ବିବିସିସି ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ ଶୌଚାଳୟରୁ ଉଦ୍ଧାର
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଅଦୈତ୍ୟ ପ୍ରସାଦ ବେହେରାଙ୍କର ମୃତଦେହ ଆଜି ପୂର୍ବାହ୍ନ ପ୍ରାୟ ୮.୩୦ ସମୟରେ ବ୍ୟାଙ୍କ...
ଭଦ୍ରକରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରେ କୁଶାସନ ଚାଲିଥିବାବେଳେ ବିଜେଡିର ଜନ୍ମ ହୋଇଥିଲା । ବିଜେଡି ଆଜି ଜଣେ ୨୪ ବର୍ଷର ଅପରାଜେୟ ଯୁବକ ଭାବେ ନିଜର...
ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ବାର୍ଷିକ ପ୍ରତିଷ୍ଠା ସ୍ମାରକୀ ଦିବସ , କୋବିଡ଼ କଟକଣାରେ ପାଳନ ହେବ...
ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକବିଂଶତମ ବାର୍ଷିକ ପ୍ରତିଷ୍ଠା ସ୍ୱାରକୀ ‘ନେତ ଉଡାଣ’ ଉପଲକ୍ଷେ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।...





