Home 2020
Yearly Archives: 2020
ଜିଲ୍ଲାବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଶେଷ ଉଦ୍ୟମ – ଗଠିତ ହେଲା‘ଭଏସ ଅଫ୍ ବାଲେଶ୍ୱର’
ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାର ବିଭିନ୍ନ କ୍ଷେତ୍ର ଦେଖାଦେଇଥିବା ବିପର୍ଯ୍ୟସ୍ଥ ଅବସ୍ଥା ସାଙ୍ଗକୁ ଜନସାଧାରଣଙ୍କ ସମସ୍ୟା ସମାଧାନ ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆଜି ଜନ୍ମ ନେଇଛି...
କେନ୍ଦ୍ରାପଡା ଏସପି ୧୫ଦିନିଆ ଛୁଟିରେ ଗଲେ ଯାଜପୁର ଏସପି ଦାୟୀତ୍ୱରେ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଏକ ୧୫ଦିନିଆ ଛୁଟିରେ ଯିବା ପରେ ତାଙ୍କ ଦାୟୀତ୍ୱରେ ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା...
ରଫେଇ ବିବିଙ୍କ ପରଲୋକ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୨ନମ୍ବର ୱାର୍ଡର ଜୟୀପୁରାସ୍ଥିତ ସ୍ୱର୍ଗତ ସେକ ନଇମୁଦ୍ଦିନଙ୍କ ପତ୍ନୀ ରଫେଇ ବିବିଙ୍କର ୧୦୫ବର୍ଷ ବୟସରେ ଗତ ଶନିବାର ରାତି ୧୧ଟାରେ...
କୋଭିଡ ପାଇଁ ଜିଲ୍ଲାକୁ ଆସିଥିବା ଦେଢକୋଟି ଟଙ୍କାରୁ ଖାଇବା ଖର୍ଚ୍ଚ ୯୮ଲକ୍ଷ !
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲାକୁ କୋଭିଡ ହସପିଟାଲ ଓ ଆଇସୋଲେସନ ସେଂଟର ପରିଚାଳନା ପାଇଁ ଆସିଥିବା ୧କୋଟି ୫୦ଲକ୍ଷ ୬୪ହଜାର ୧୧୧ଟଙ୍କା ମଧ୍ୟରୁ ଦାୟୀତ୍ୱରେ ଥିବା ଡାକ୍ତର,...
ଦୂର୍ଘଟଣାରେ ବ୍ୟବସାୟୀ ମୃତ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଏକ ସଡକ ଦୂର୍ଘଟଣାରେ ଜନୈକ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇର ବ୍ୟବସାୟୀ ସେକ ସଫିକ ଅଲ୍ଲୀଙ୍କ ପୁଅ ସେକ ଅଜିଜ...
ଫକିରାବାଦରେ ୫ଗୋଡିଆ ବାଛୁରୀ ଜନ୍ମ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ମହମ୍ମଦ ଜାକିରିଆଙ୍କ ଗାଈଟି ଗତ ଶନିବାର ଏକ ୫ଟି ଗୋଡ ଥିବା ବାଛୁରୀକୁ ଜନ୍ମ ଦେଇଛି। ସେହି ବାଛୁରିକୁ...
ଆଞ୍ଚଳିକ ନାଗରୀକ ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ
ତିର୍ତ୍ତୋଲ, ୧୫/୧୧ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ମା’ଶାରଳା ପୀଠରେ ନଭେମ୍ବର ୬ ତାରିଖ ସନ୍ଧ୍ୟାରେ ଏକ ଔଷଧ ଦୋକାନ ମାଲିକଙ୍କ ଉପରେ ଆକ୍ରମଣ ଓ ଦୋକାନରେ...
କେନ୍ଦ୍ରାପଡିଆ କଳାକାର ପକ୍ଷରୁ ଅନଲାଇନ ଡ୍ୟାନସ ଫେଷ୍ଟିଭାଲ -୨୦୨୦ର ଗ୍ରାଣ୍ଡ ଫାଇନାଲ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଶ୍ୟାମସୁନ୍ଦରପୁରଗଡାସ୍ଥିତ ଚଣ୍ଡିଆ ହୋଟେଲ ପ୍ୟାଲେସ ପସ୍ତୁତ ତଥା କେନ୍ଦ୍ରାପଡିଆ କଳାକାର ଦ୍ୱାରା ଆୟୋଜିତ ଅନଲାଇନ ଡ୍ୟାନସ ଫେଷ୍ଟିଭାଲ -୨୦୨୦ର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ...
ଜନଶକ୍ତି ପାର୍ଟି ପକ୍ଷରୁ ଡାକ୍ତର ଗୋବିନ୍ଦ ଦାସଙ୍କ ଜନ୍ମଦିନ ପାଳିତ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପୁରୀରେ ଜନ୍ମଗ୍ରହଣ କରି କେନ୍ଦ୍ରାପଡାର ଓକିଲ ବିଧୁପ୍ରସାଦ ମହାପାତ୍ରଙ୍କ ଝିଅକୁ ବିବାହକରି ପ୍ରଥମେ ମିଲଟାରୀରେ ଡାକ୍ତର ଚାକିରୀ ଆରମ୍ଭ କରି ପରେ ରାଜ୍ୟପାଳଙ୍କ ଡାକ୍ତର...
ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୂଜକ ଗିରଫ
କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜନୈକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ମନ୍ଦିର ପୂଜକ ଗିରଫ ହୋଇଥିବା ସୂବନା ମିଳିଛି। ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଭଗବାନପୁର...
ପୁରୀରେ ନିଆରା ଢଙ୍ଗରେ ଦିପାବଳୀ ଉତ୍ସବ
ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀର ପ୍ରବେଶ ପଥ ତଥା ଐତିହ ସମ୍ପନ୍ନ ଅଠରନଳା ଠାରେ ମା’ ବସନ୍ତେୟୀ କ୍ଲବା ସଦସ୍ୟମାନେ ଆଲୋକର ପର୍ବ ଦିପାବଳୀକୁ ନିଆରା ଢଙ୍ଗରେ ପାଳନ...
ବାଲୁକା କଳା ମାଧ୍ୟମରେ ଜବାନ ମାନଙ୍କୁ ଦିପାବଳୀର ଶୁଭେଚ୍ଛା
ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦେଶବାସୀଙ୍କୁ ସୁରକ୍ଷା ଯୋଗାଉଥିବା ଆମ ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ବାଲୁକା...
ଅନଲାଇନ୍ରେ ଶିଶୁଦିବସ ପାଳିତ
ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶିଶୁ ଦିବସ ଅବସରରେ ପୁରୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏକ ଅନ୍ଲାଇନ୍ ସଚେତନତା ସଭା ଆୟୋଜନ କରିବା ସହ ଶିଶୁ ଦିବସ...
ଡ଼କାୟତି ଯୋଜନାକୁ ପଣ୍ଡ କଲା କୁମ୍ଭାରପଡ଼ା ପୋଲିସ୍
ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଏକ ବଡ଼ ଧରଣର ଡ଼କାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ୍। ଡ଼କାୟତମାନେ ପୋଲିସ୍ ଉପରକୁ ବୋମା ଫିଙ୍ଗି ଫେରାର ହେବାକୁ...
ଡିଆରଡିଏ ଏବଂ ଓଡିଶା ଜୀବିକା ମିଶନ ସହାୟତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥାନ କଳାହାଣ୍ଡି...
କଳାହାଣ୍ଡି, ୧୪-୧୧ (ଓଡିଆ ପୁଅ) କୋକସରା ବ୍ଲକ ଡାଳଗୁମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛିଲିପାମାଲ ଗ୍ରାମରେ ଊଜଊଇ ଏବଂ ଙଖଗ ସହାୟତାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ପ୍ରଶିକ୍ଷଣ ସଂସ୍ଥାନ କଳାହାଣ୍ଡି...
ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ସମ୍ମାନ ଜନକ ପ୍ରମାଣ ପତ୍ର
କଳାହାଣ୍ଡି ୧୬-୧୧ (ଓଡିଆ ପୁଅ)ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ତରଫରୁ ହୋଇ ଥିବା ଏକ ପ୍ରତିଯୋଗିତା ରେ ସାର୍ଟିଫିକେଟ ପାଇ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାରେ ଗର୍ବଗୈ।ରଵ ଆଣିଥିବା ନେଇ...
କରୋନା କଟକଣା ଯୋଗୁଁ – ସିଂହଦ୍ୱାର ସମ୍ମୁଖରେ ଶୁଭିଲାନି ଭକ୍ତଙ୍କ ବଡ଼ବଡ଼ୁଆ ଡ଼ାକ
ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଲୋକର ପର୍ବ ଦିପାବଳୀ କରୋନା କଟକଣା ଯୋଗୁଁ ଫିକା ପଡ଼ିଯାଇଛି। ସବୁ ବର୍ଷ ପରି ଚଳିତ ବର୍ଷ ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜଳାଇବା ମନାଥିବା...
ନୟାଗଡ଼ ଡାକ୍ତରଖାନାରେ ପ୍ଲାଷ୍ଟିକ ସର୍ଜରୀ ଆରମ୍ଭ
ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ଲାଷ୍ଟକ ସର୍ଜରୀ ଆରମ୍ଭ ହୋଇଛି। ପ୍ଲାଷ୍ଟିକ ସର୍ଜରୀ କରିବା ପାଇଁ ଲୋକମାନେ ବାହାରକୁ ଯାଉଥିବାବେଳେ ଏଣିକି ଆଉ କେହି...
୨୪ ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍ଯାପିତ
ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ପରିସରସ୍ଥ ସାଇ ମନ୍ଦିର ଠାରେ ୨୪ଘଂଟିଆ ସାଇ ଅଖଣ୍ଡ ଭଜନ ଉଦ୍ଯାପିତ ହୋଇଯାଇଛି।...
କରୋନାରେ ପିତାଙ୍କ ମୃତ୍ୟୁରେ ମର୍ମାହତ ଝିଅର ଆତ୍ମହତ୍ୟା, ସରକାରୀ ସହାୟତା ଯୋଗାଇଦେବାକୁ ଦାବି
ବଲାଙ୍ଗୀର, ୧୫-୧୧ (ଓଡ଼ିଆ ପୁଅ) ବାପାଙ୍କର ମୃତ୍ୟୁକୁ ସହି ପାରିଲାନି ଝିଅ। ବାପାଙ୍କ ପଛେ ପଛେ ଆରପାରିକୁ ଚାଲିଗଲେ। ପ୍ରଥମେ ବାପାଙ୍କୁ ଥଣ୍ଡା କାଶ ହେଉଥିଲା। ପରୀକ୍ଷା କରିବାରୁ କରୋନା ପଜିଟିଭ୍ ବାହାରିଲା।...







