Home ଜିଲ୍ଲା ପରିକ୍ରମା ବାଲୁକା କଳା ମାଧ୍ୟମରେ ଜବାନ ମାନଙ୍କୁ ଦିପାବଳୀର ଶୁଭେଚ୍ଛା

ବାଲୁକା କଳା ମାଧ୍ୟମରେ ଜବାନ ମାନଙ୍କୁ ଦିପାବଳୀର ଶୁଭେଚ୍ଛା

19

ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦେଶବାସୀଙ୍କୁ ସୁରକ୍ଷା ଯୋଗାଉଥିବା ଆମ ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ବାଲୁକା କଳା ସ୍ଥାପତ୍ୟ। ଏହି ବାଲୁକା କଳାରେ ସେ ବୀର ଯବାନ ମାନଙ୍କୁ ଦିପାବଳୀର ଶୁଭେଚ୍ଛା ଜ୍ଞାପନ କରିଥିବାବେଳେ ଶୁଭେଚ୍ଛା ଜଣାଇଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବା ପାଇଁ ୩ଟନ୍‌ର ବାଲି ଆବଶ୍ୟକତା ପଡ଼ିଥିବାବେଳେ ପ୍ରାୟ ୫ଘଣ୍ଟା ପରିଶ୍ରମ କରାଯାଇଥିବା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.