Home କଳାହାଣ୍ଡି ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ସମ୍ମାନ ଜନକ ପ୍ରମାଣ ପତ୍ର

ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ସମ୍ମାନ ଜନକ ପ୍ରମାଣ ପତ୍ର

40

କଳାହାଣ୍ଡି ୧୬-୧୧ (ଓଡିଆ ପୁଅ)ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ତରଫରୁ ହୋଇ ଥିବା ଏକ ପ୍ରତିଯୋଗିତା ରେ ସାର୍ଟିଫିକେଟ ପାଇ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାରେ ଗର୍ବଗୈ।ରଵ ଆଣିଥିବା ନେଇ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟୁଛି।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗାଁ ର ଶିକ୍ଷକ ତଥା ପର୍ବତାରୋହୀ ଯୋଗବ୍ୟାସ ଭୋଇ ଗତ ଅଗଷ୍ଟ ୧୫ ତାରିଖ ଦିନ ଗିଜିନ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ଫେସବୁକ ରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀ ଙ୍କ ଫଟୋ ଅପଲୋଡ଼ କରିବା ପ୍ରତିଯୋଗିତା ରେ ଭାରତ ରେ ପ୍ରଥମ ସ୍ଥାନ ଅଧିକାର କରି ଥିବା ବେଳେ ସେଥି ମଧ୍ୟରୁ ଜଣେ ମାତ୍ର ରାଜ୍ୟ ରେ କଳାହାଣ୍ଡି ଜିଲ୍ଲା ପଛୁଆ ଜିଲ୍ଲା ର ରୁଫ୍ରା ଗାଁ ର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଏହି ପ୍ରତିଯୋଗିତାରେ ଭାଗ ନେଇ ଗିନିଜ ଵୁକର ସମ୍ମାନ ଜନକ ପ୍ରମାଣ ପତ୍ର ପାଇଛନ୍ତି। ଯାହା ଭାରତ ତଥା ଓଡ଼ିଶା ପାଇଁ ଗର୍ବିତ ବୋଲି ସେ ପ୍ରକାଶ କରିଛନ୍ତି। ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ବିଶ୍ଵ ତଥା ଏସିଆ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ କୁ୨୦୧୧ମସିହାରେ ୮୮୫୦ ମିଟର ଉଚ୍ଚତମ ଗିରିଶୃଙ୍ଗ ଆରୋହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.