Home କେନ୍ଦ୍ରାପଡ଼ା ଫକିରାବାଦରେ ୫ଗୋଡିଆ ବାଛୁରୀ ଜନ୍ମ

ଫକିରାବାଦରେ ୫ଗୋଡିଆ ବାଛୁରୀ ଜନ୍ମ

165

କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ମହମ୍ମଦ ଜାକିରିଆଙ୍କ ଗାଈଟି ଗତ ଶନିବାର ଏକ ୫ଟି ଗୋଡ ଥିବା ବାଛୁରୀକୁ ଜନ୍ମ ଦେଇଛି। ସେହି ବାଛୁରିକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.