Home 2020

Yearly Archives: 2020

ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଖୁଣ୍ଟା ୩-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) - ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବଡ଼ଫେଣି ପଞ୍ଚାୟତର ରାଇକାଳୀ ଗ୍ରାମ ନିକଟ ବିଲ ନିକଟ କୁସୁମ ଗଛରେ ଏକ ଝୁଲନ୍ତା ମୃତ ଦେହ...

ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟ ଉଦଘାଟିତ

କେନ୍ଦ୍ରାପଡା ୩/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ...

୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

0
ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ: ପ୍ରଧାନମନ୍ତ୍ରୀଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ବେଙ୍ଗାଲୁରୁ ୩-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ...

ରାଷ୍ଟ୍ରପତିଙ୍କୁ ଭେଟି ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୦୩ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ରାଷ୍ଟ୍ରପତି ଭବନ ଗସ୍ତ କରି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଛନ୍ତି। ଏହି...

ବୀମା ଅର୍ଥ ଠକେଇ ଉଦ୍ୟମ……… ବାପର ମିଛ ଏତଲା ଯୋଗୁଁ  ପୁଅ ଜେଲ୍ ଗଲେ

ନୟାଗଡ/୦୩/୦୧-(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ବେଳେବେଳେ ମନୁଷ୍ୟ ଲୋଭର ବଶବର୍ତ୍ତୀ ହୋଇ ଠକେଇ ଉଦ୍ୟମରେ ନିଜେ ଫସିଯିବା ଘଟଣା ଦେଖିବାକୁ ମିଳିଥାଏ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା...

ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କଲେ

ବାଲିଗୁଡା, ୩-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ଶୁକ୍ରବାର ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି...

ବନବିହାରୀପୂର ଓ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ

0
ତେଲକୋଇ, ୩ ଜାନୁଆରୀ (ଓଡ଼ିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୂର ଓ ଦୁଲ୍ଲଭପୁର ଗାଁରେ ଦୁଇଦିନ ହେବ ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ବନବିହାରୀପୂର ଗାଁରେ ପନିପରିବା ଫସଲ ନଷ୍ଟ...

 ନିୟନ୍ତ୍ରୀତ ଜୀବନଯାପନରେ ହିଁ ଖୁସି ଓ ଆନନ୍ଦ ଭରି ରହିଛି ଭଉଣୀ ଶିବାନୀ

ସମ୍ବଲପୁର- ୩/୧ (ଓଡ଼ିଆ ପୁଅ) ମହାନଦୀ କୋଇଲା କମ୍ପାନୀର ଆନନ୍ଦବିହାର ଠାରେ ଗତସଂଧ୍ୟାରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବଶ୍ୱିଦ୍ୟାଳୟର ମାଉଂଟଆବୁ ମୁଖ୍ୟାଳୟର ଭଉଣୀ ଶିବାନୀ ଗିଫ୍ଟ ଅଫ ହେପିନେସ...

ରାହାମା ଆର.ଏମ୍‌.ସି. ଅଫିସ କିରାଣୀଙ୍କ ମର୍ଜିରେ ଚାଲିଛି

ଜଗତସିଂହପୁର ୩/୦୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ)– କୁଜଙ୍ଗ ବ୍ଲକର ରାହାମା ନିୟନ୍ତ୍ରିତ ବଜାର କମିଟି ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଲକ୍ଷ୍ୟ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପାରାଦୀପ ଏଠାରେ...

ଆଫିନ ଓଆଜି ଦ୍ୱାରା କମ୍ବଳ ବଂଟନ

ଜଗତସିଂହପୁର, ୩/୧(ଓଡିଆ ପୁଅ/ ନୃସିଂହ ଚରଣ ବାରିକ)ରଘୁନାଥପୁର ବ୍ଲକରେ ସାମ୍ବାଦିକ ସଂଗଠନ ଆଫିନ ଓଆଜି ଦ୍ୱାରା ୧୯ ଗୋଟି ଗ୍ରା.ପରେ ୧୫୦ରୁ ଉର୍ଦ୍ଧ ଅସହାୟ ଗରିବ ଲୋକଙ୍କୁ ପ୍ରବଳ ଶୀତରୁ ରକ୍ଷା ପାଇବା...

ଗୋରଖନାଥ ପୀଠରେ ରୋଷଘରେ ତରବରିଆ ଭାବେ ତାଲା ପକାଇଥିବାରୁ ହଜାର ହଜାର ଭକ୍ତ ପ୍ରସାଦ ନପାଇ ଫେରିଲେ

0
ଜଗତସିଂହପୁର, ୩/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ଜିଲ୍ଲାର ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଶ୍ରୀ ଗୋରେଖନାଥ ପୀଠରେ ଆଜକୁ ଆବହମାନ କାଳରୁ ରୋଷଘରରେ ପ୍ରସାଦ ପ୍ରସ୍ତୁତି କରାଯାଉଥିଲା।ଉକ୍ତ ରୋଷଘରକୁ ଗୋରେଖନାଥ...

ବଢ଼ିବ ତୈଳ ଦର! ହେଲେ କାହିଁକି ?

0
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ବଢିପାରେ ତୈଳ ଦର। ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ଇରାନର ଜେନେରାଲ କାସିମ ସୁଲେମାନୀଙ୍କର ମୃତ୍ୟୁର ଖବର ଆସିବା ପରେ ଦୁନିଆରେ କଞ୍ଚା ତେଲର ଦରରେ...

ଆମେରିକା ଏୟାରଷ୍ଟ୍ରାଇକରେ ଇରାନୀ ଚିଫ୍ କମାଣ୍ଡର ମୃତ

0
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ ଆଦେଶ ଅନୁଯାୟୀ ବାଗଦାଦ ଇଣ୍ଟରନ୍ୟାସନାଲ୍ ଏୟାର୍ପୋର୍ଟ୍ ଉପରେ ଆମେରିକା ସେନାର ଏୟାରଷ୍ଟ୍ରାଇକରେ ଇରାନୀ ସେନାର ମେଜର ଜେନେରାଲ୍ କାଶୀମ୍ ସୁଲେମାନୀଙ୍କର ମୃତ୍ୟୁ ଘଟିଛି।ଏହା ସହ ଇରାକର...

  ପୂର୍ବତନ ବିଧାୟକଙ୍କ ପରଲୋକ

ଭୁବନେଶ୍ୱର୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଂଗ୍ରେସ ଦଳର ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ପରଲୋକ ହୋଇଛି । ୮୪ ବର୍ଷ ବୟଷରେ ଶ୍ରୀବେହେରାଙ୍କ ପରଲୋକ ହୋଇଥିବା ଜଣାପଡିଛି...

  ଦୁଷ୍କର୍ମ ଅଭିଯୋଗରେ ପୁଲିସ ଏ.ଏସ.ଆଇ ଅଟକ

ପୁରୀ୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ଭୁବନେଶ୍ୱରରେ କମିସନରେଟ୍ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସ ପାଳିତ ବେଳେ ପୁଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରିଥିଲେ, ମହିଳାଙ୍କ ସୁରକ୍ଷା ପାଇଁ ନୂଆ କରି...

ଦୁଃଖ ପ୍ରକାଶ କଲେ ପ୍ରକାଶ

0
ଭୁବନେଶ୍ୱର/କଟକ: ଭୁବନେଶ୍ୱର - କଟକ କମିସନରେଟ ପୋଲିସ ତା'ର ୧୨ତମ ପ୍ରତିଷ୍ଠା ଦିବସ ପାଳନ କଲା।ତେବେ ଏହି ପ୍ରତିଷ୍ଠା ଦିବସ ଉତ୍ସବକୁ ନିମନ୍ତ୍ରିତ କରାନଯିବା ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର...

କଳାହାଣ୍ଡି ଜିଲ୍ଲାରେ ଶବ ବାହକ ଗାଡି ନମିଳିବାରୁ କାନ୍ଧରେ ବୁହାହେଲା ଶବ

କଳାହାଣ୍ଡି, ୦୩.୦୧.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ହେବାପରେ ଶବ ବାହକ ଗାଡି ନମିଳିବାରୁ ପରିବାର ଲୋକେ ଶବକୁ ଦୀର୍ଘ ଆଠ କି.ମି. କାନ୍ଧରେ ବୋହିନେବା ଘଟଣା...

  ତୀର୍ଥଯାତ୍ରୀ ବସ ଦୁର୍ଘଟଣା;୨ମୃତ ୨୮ ଆହତ

ଭଦ୍ରକ୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରଖ ସହରର ବନ୍ତ ଛକ ନିକଟରେ ଥିବା ଜାତୀୟ ରାଜପଥ ଓଭରବ୍ରିଜ୍ ମଧ୍ୟଭାଗରେ ଏକ ତୀର୍ତଯାତ୍ରୀ ବସ୍ ସହିତ ଏକ ଟ୍ରକ୍  ସୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ...

ନାବାଳିକା ମାଓବାଦୀ କଲେ ଆତ୍ମସମର୍ପଣ

0
ଭୁବନେଶ୍ୱର: ଘୁମୁସର ନାଗାବଳି ଓ ବଂଶଧର ନାଗବଳି (ବିଜିଏନ) ଡିଭିଜନର ଜଣେ ନାବାଳିକା ମାଓବାଦୀ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ନାବାଳିକା ମାଓବାଦୀ ଜଣଙ୍କ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଗୁଡାରୀ...

ଓଏଏଲ୍‌ପି ଚୁକ୍ତିସ୍ୱାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ : ୨୦୨୦ରେ ଦେଶର ଉର୍ଜା ଭିତିଭୂମିରେ ଅଭୂତପୂର୍ବ ପ୍ରଗତି ହେବ : ଧର୍ମେନ୍ଦ୍ର...

0
ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି। ବର୍ଷ...