Home ଅପରାଧ ନାବାଳିକା ମାଓବାଦୀ କଲେ ଆତ୍ମସମର୍ପଣ

ନାବାଳିକା ମାଓବାଦୀ କଲେ ଆତ୍ମସମର୍ପଣ

451

ଭୁବନେଶ୍ୱର: ଘୁମୁସର ନାଗାବଳି ଓ ବଂଶଧର ନାଗବଳି (ବିଜିଏନ) ଡିଭିଜନର ଜଣେ ନାବାଳିକା ମାଓବାଦୀ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ନାବାଳିକା ମାଓବାଦୀ ଜଣଙ୍କ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଗୁଡାରୀ ଗ୍ରାମର ବୋଲି ଜଣାପଡ଼ିଛି।ପୂର୍ବରୁ ସଂପୃକ୍ତ ମାଓବାଦୀ ଜଣଙ୍କ ଅନେକ ମାଓବାଦୀ ହିଂସା ଘଟଣାରେ ସଂପୃକ୍ତ ଥିଲେ।/-ଦେବଦତ୍ତ ରଥ

ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.