Home ଓଡ଼ିଶା ଦୁଃଖ ପ୍ରକାଶ କଲେ ପ୍ରକାଶ

ଦୁଃଖ ପ୍ରକାଶ କଲେ ପ୍ରକାଶ

583

ଭୁବନେଶ୍ୱର/କଟକ: ଭୁବନେଶ୍ୱର – କଟକ କମିସନରେଟ ପୋଲିସ ତା’ର ୧୨ତମ ପ୍ରତିଷ୍ଠା ଦିବସ ପାଳନ କଲା।ତେବେ ଏହି ପ୍ରତିଷ୍ଠା ଦିବସ ଉତ୍ସବକୁ ନିମନ୍ତ୍ରିତ କରାନଯିବା ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି।ପ୍ରକାଶ ମିଶ୍ର ଟ୍ୱିଟ କରିଛନ୍ତି, ” ଆଜି ଲାଗୁଛି କମିସନରେଟ ପୋଲିସ ତାର ପ୍ରତିଷ୍ଠା ଦିବସ ପାଳନ କଲା।ଏହା ଜାଣିବାକୁ ମିଳିଲା କି ଅନେକ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା।କିନ୍ତୁ, ମତେ ସେପରି କୌଣସି ନିମନ୍ତ୍ରଣ ମିଳିଲା ନାହିଁ।ଏହା ଦେଖି ଖୁସି ଲାଗିଲା ଯେ ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କଲେ।/-ଦେବଦତ୍ତ ରଥ

ମିଶ୍ରଣ ନାମରେ ଅପମିଶ୍ରଣ: ଧର୍ମେନ୍ଦ୍ରଙ୍କୁ ବାଜିଲା ଦାମବାଣ; ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ଉଜ୍ଜ୍ୱଳା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.