Home 2020

Yearly Archives: 2020

ସଡ଼କ ସାଥି ମାନଙ୍କୁ ଜିଲ୍ଲା ପୁଲିସ ତରଫରୁ ସମ୍ବର୍ଦ୍ଧନା

ଯାଜପୁର୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଯାଜପୁର ଜିଲ୍ଲା ପୁଲିସ ତରଫରୁ ରାସ୍ତା ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଡ଼ାକ୍ତରଖାନା ପର୍ଯ୍ୟନ୍ତ ପହଂଚାଇବା...

ଦୁଷ୍କର୍ମକାରୀକୁ ୧୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା

ବାଲେଶ୍ୱର ୧୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ୨୦୧୮ ମସିହାରେ ବାଲେଶ୍ୱର ସଦର ଅଞ୍ଚଳରେ ଜଣେ ନାବାଳିକାକୁ ଅଭିଯୁକ୍ତ ବୁଦ୍ଧିଆ ସିଂ ଦୁଷ୍କର୍ମ କରିଥିବା ଅଭିଯୋଗକୁ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାର କରି ଅଭିଯୁକ୍ତ...

ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ: ବୁଦ୍ଧିଜୀବୀଙ୍କୁ ବିଶ୍ୱାସକୁ ନିଆଯାଉ

0
ଭୁବନେଶ୍ୱର, ୧୮ା୧ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ସୁରକ୍ଷା ଏବଂ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଶ୍ରୀକ୍ଷେତ୍ର ସାଙ୍ଗୀ ବାର୍ଷିକ ଅଧିବେଶନରେ ସ୍ୱାଗତ କରାଯାଇଥିଲେ ହେଁ ଏହି...

ଆସାମର ବିଜେପି ଅଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେଷକ ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ : ଆସାମରେ ଦଳର ସଂଗଠନ ବୃଦ୍ଧି...

0
ଆସାମ/ଭୁବନେଶ୍ୱର, ଜାନୁଆରୀ ୧୮ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମ ରାଜ୍ୟ ଗସ୍ତ କରି ବିଜେପିର ଅଧ୍ୟକ୍ଷ ନିର୍ବାଚନରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ...

ଗତୀଶ୍ୱର କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

ନୟାଗଡ଼, ୧୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଡିଗ୍ରୀ ମହାବିଦ୍ୟାଳର ବାର୍ଷିକ କ୍ରୀଡ଼ା ଉତ୍ସବ ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ...

ସାଧୁସନ୍ଥଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ – ସ୍ୱାମୀ ବ୍ରହ୍ମାନନ୍ଦ

0
ଭୁବନେଶ୍ୱର ୧୮/୧ (ଓଡ଼ିଆ ପୁଅ) – ଓଡିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ପ୍ରଶାସକ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ରୋଟାରୀଆନ୍ ନରେନ୍ଦ୍ର କୁମାର...

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ

କେନ୍ଦ୍ରାପଡା ୧୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଶନିବାର ପୂର୍ବାହ୍ନରେ ଦୁଇଦିନିଆ ୨ୟ ଅବଦୁଲ କରିମ ଖାନ ମେମୋରିଆଲ...

ବିଜୟ ମହାପାତ୍ରଙ୍କ କେନ୍ଦ୍ରାପଡା ଗସ୍ତ

0
କେନ୍ଦ୍ରାପଡା ୧୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗତ ୨ ଦିନ ହେବ କେନ୍ଦ୍ରାପଡା, ମହାକାଳପଡା ଓ ପାଟକୁରା ନିର୍ବାଚନ ମଣ୍ଡଳିର କେତକ ଅଂଚଳ ବୁଲି...

ଯାଜପୁର ଜିଲ୍ଲାରେ କର୍ଯ୍ୟକାରୀ ହେଉନି ସରକାରଙ୍କ ୫ ଟି ଯୋଜନା !  ଅର୍ଦ୍ଧ ଦଗ୍ଧ ଶିଶୁଟିର ଚିକିତ୍ସା ଦାୟିତ୍ୱ...

ଯାଜପୁର୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ସମସ୍ତ ଜନସାଧାରଣ ମାଗଣାରେ ଉପଯୁକ୍ତ୍ ସ୍ୱାସ୍ଥ ସେବା ପାଇବାକୁ ରାଜ୍ୟ ସରକାର ୫ଟି ଗଠନ କରି ଏହାର ସଚିବ ଜଣେ ଆଇଏଏସ ଅଫିସରଙ୍କୁ କରାଇଛନ୍ତି । ରାଜ୍ୟ...

ସି.ଆଇ.ଏସ୍‌.ଏଫ୍ ଯବାନଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର

0
ଜଗତସିଂହପୁର – ୧୮/୦୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) – ସାଢେ ଚାରିବର୍ଷର ନାବାଳିକାକି ଦୁଷ୍କର୍ମ। ପାରାଦ୍ୱୀପ ଆଇ.ଓ.ସି.ଏଲ୍‌.ର ସି.ଆଇ.ଏସ୍‌.ଏଫ୍ ଟାଉନ୍‌ସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସି.ଆଇ.ଏସ୍‌.ଏଫ୍‌....

ଫାସ୍ଟ୍ୟାଗ ବାଲାନ୍ସ ଜାଣିବା ପାଇଁ ମିସଡ କଲ ସୂଚନା ବ୍ୟବସ୍ଥା

0
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଏଣିକି ଫାସ୍ଟ୍ୟାଗ ପ୍ରିପେଡ ୱାଲେଟରେ କେତେ ଟଙ୍କା ବାଲାନ୍ସ ରହିଛି ତାହା କେବଳ ଗୋଟିଏ ମିସଡ କଲ ମାଧ୍ୟମରେ ଜାଣିହେବ। ଫାସ୍ଟ୍ୟାଗ ବ୍ୟବହାରକାରୀମାନଙ୍କୁ ବାଧାମୁକ୍ତ ଏବଂ...

ମାଲ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ

ବାଲିଗୁଡା, ୧୮/୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ନିକଟରେ ଏକ ହାଇବା ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ବିହାର ରାଜ୍ୟରୁ ଗିରଫ

ସମ୍ବଲପୁର ୧୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଏକ ନାଟକୀୟ ଢଙ୍ଗରେ ନିଜର ସ୍ତ୍ରୀକୁ ମାରି ମାଟିତଳେ ପୋତି ଥାନାରେ ନିଜର ସ୍ତ୍ରୀ ନିଖୋଜ ଥିବା ରିପୋଟ କରିଥିବା ସ୍ୱାମୀକୁ ୧୭ ଦିନ ପରେ...

ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

0
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। କୁହାଯାଉଛି କି ତାଙ୍କ କାର ମୁମ୍ବାଇ-ପୁଣେ ହାଇୱେରେ ଖାଲାପୁର ନିକଟରେ ଥିବା...

ମାଟ୍ରିକ୍‌ ପରୀକ୍ଷାରୁ ବଞ୍ଚିତ ହେବେ ୧୪ ଛାତ୍ରଛାତ୍ରୀ

ବାଲିଗୁଡା, ୧୮/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗତବର୍ଷ ମାଟ୍ରିକ ରେଜଲ୍ଟ ଖରାପକୁ ନେଇ କନ୍ଧମାଳ ଜିଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଚୟନ କରି ଛାତ୍ରୀଛାତ୍ରଙ୍କୁ ବୋର୍ଡ଼...

ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ...

0
ଭୁବନେଶ୍ୱର, ଜାନୁଆରୀ ୧୭ (ଓଡ଼ିଆ ପୁଅ) – ଓଡିଶା ବିଜେପି ଶାଖାର ନବନିଯୁକ୍ତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ ବୋଲି ତାଙ୍କ ସମ୍ବର୍ଦ୍ଧନା...

ପୁରୀ : ଜିଲାସ୍ତରୀୟ ନିଯୁକ୍ତି ମେଳା – ୩୬୯ଜଣଙ୍କୁ ତାଲିମ ପାଇଁ ମନୋନୀତ ଓ ୧୮୨ଜଣଙ୍କୁ ନିଯୁକ୍ତି ପତ୍ର...

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଗୁରୁବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ...

ପୁରୀରେ ଶହେକୋଟି ଟଙ୍କା ବିଦ୍ୟୁତ ବାକି

ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସେସୁ ପୁରୀ ଡିଭିଜନରେ ପ୍ରାୟ ୧୦୦କୋଟି ଟଙ୍କା ବିଜୁଳି ଦେୟ ବାକି ପଡିଛି। ୧, ୭୩୦୦୦ ଖାଉଟିଙ୍କ ମଧ୍ୟରୁ ଗତକାଲି ୧୦୩ଜଣଙ୍କ ବିଜୁଳି ସଂଯୋଗ କାଟିଦିଆଯାଇଛି। ଗୋଟିଏ...

ଶ୍ରୀପର୍ଣ୍ଣାର ମକର ମିଳନ

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସାହିତ୍ୟ ପତ୍ରିକା ଶ୍ରୀପନା ପକ୍ଷରୁ ମକର ମିଳନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭାପତି ଶଙ୍କରଷଣ ପରିଡା ଓଡିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଧେଶକ ଡଃ...

ପ୍ରଫୁଲ୍ଲ ଯୋଜନାରେ ଚାରି ଭିନ୍ନକ୍ଷମ ଯୋଡିଙ୍କୁ ମିଳିଲା ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଫଣି ବାତ୍ୟା ପରେ ପୁରୀ ଜିଲାର ଦିବ୍ୟାଙ୍ଗ ମାନଙ୍କୁ ଶିକ୍ଷା ସାମାଜିକ ସୁରକ୍ଷା ଜୀବନ ଜୀବିକ ତଥା ଗୃହ ଓ ପାଇଖାନା ସହାୟତା କରିବା ପାଇଁ ପୁରୀ...