Home 2020

Yearly Archives: 2020

ପାଖେଇ ଆସୁଛି ଫାଶୀ ତାରିଖ : ଏବେ ତାକୁ ଭୟ ଲାଗୁଛି ! କାନ୍ଥରେ ମୁଣ୍ଡ ପିଟିଲା ନିର୍ଭୟା...

0
ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା(Nirbhaya Rape and murder case)ରେ ଜଣେ ଦୋଷୀ ବିନୟ ଶର୍ମା (Vinay Sharma) ତିହାଡ଼ ଜେଲ(Tihat Jail)ରେ...

ଭୟଙ୍କର ସଡ଼କ ଦୁର୍ଘଟଣା: ବସ-ଲରୀ ଧକ୍କା ୨୦ ମୃତ – ଅନେକ ଗୁରୁତର

0
ଚେନ୍ନାଇ ୨୦-୨ (ଓଡ଼ିଆ ପୁଅ) ତାମିଲନାଡୁର ତିରୁପୁର ଜିଲ୍ଲାରେ କେରଳ ରାଜ୍ୟ ପରିବହନ ବସ ଏବଂ ଲରୀ ମଧ୍ୟରେ ଧକ୍କା ହେବା ଫଳରେ ୨୦ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଗୁରୁବାରଦିନ ସକାଳେ...

୪ଦଫା ଦାବିନେଇ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ...

ମାଲକାନଗିରି,୧୯ା୨(ଓଡିଆ ପୁଅ ) ୪ଦଫା ଦାବିପୁରଣ ନେଇ ମାଲକାନଗିରି ଜିଲ୍ଲାପ୍ରାଥମକି ଶିକ୍ଷକ ସଂଘ ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧରଣା ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର...

 ଟ୍ୟୁମର ଆକ୍ରନ୍ତ ବୃଦ୍ଧାଙ୍କୁ ମେଡିକାଲରେ ଛାଡିପଳାଇଲେ ପରିବାର,ଅପରେସନ ରେ ସହଯୋଗ ଓ ରକ୍ତଦେଇ ମାନବିକତାର ପରିଚୟ ଦେଲେ ଯୁବଗୋଷ୍ଠି

ମାଲକାନଗିରି,୧୯ା୨(ଓଡିଆ ପୁଅ )) ଜଣେ ଟ୍ୟୁମର ଆକ୍ରାନ୍ତ ବୃଦ୍ଧାଙ୍କୁ ହସପିଟାଲରେ ଭର୍ତି କରି ଛାଡିପଳାଇଲେ ପରିବାର ଲୋକେ ତାଙ୍କ ଅପରେସନ ରେ ସହ ଯୋଗକରିବା ସହ ରକ୍ତଦାନ କରି ମାନବିକତା ର ପରିଚୟ...

ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୩୨କେନ୍ଦ୍ରରେ ୫୪୯୭ଜଣ ଛାତ୍ର ଛାତ୍ରୀ ମାଟ୍ରୀକ ପରୀକ୍ଷାଦେଲେ

ମାଲକାନଗିରି,୧୯ା୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ କଡାସୁରକ୍ଷା ମଧ୍ୟରେ ମାଟ୍ରୀକ ପରୀକ୍ଷା ଆରମ୍ଭ ହୋଛି । ମାଟ୍ରୀକ ପରୀକ୍ଷା ଦେବାପାଇଁ ଜିଲ୍ଲାରେ ମୋଟ ୫୮୩୨ଜଣ ଛାତ୍ର...

ମହନ୍ତ ନୃତ୍ୟ ଗୋପାଲଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ

0
ନୂଆ ଦିଲ୍ଲୀ ୧୯-୨ (ଓଡ଼ିଆ ପୁଅ) ରାମମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାରଦିନ ନୂଆଦିଲ୍ଲୀର ଗ୍ରେଟର କୈଳାଶ ସ୍ଥିତ ଟ୍ରଷ୍ଟର ଆଧିକାରିକ କାର୍ଯ୍ୟାଳୟରେ ହୋଇଛି। ରିପୋର୍ଟ୍ସ ଅନୁଯାୟୀ ଏହି ବୈଠକରେ ରାମମନ୍ଦିର ଆନ୍ଦୋଳନର...

ରଣପୁର ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ଚତୁର୍ଥ ଦିନ……… ମଙ୍ଗଳା କ୍ଲବ୍ କଟକ ବିଜୟୀ

0
ନୟାଗଡ/୧୯/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ର ଚତୁର୍ଥ ଦିବସରେ ମଙ୍ଗଳା କ୍ଲବ୍ କଟକ ଖୋର୍ଦ୍ଧା ଜୟଦୁର୍ଗା କ୍ଲବ୍ କୁ ୨-୦ ଗୋଲ୍...

ଚେନ୍ନାଇରେ CAA ବିରୁଦ୍ଧରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ

0
ଚେନ୍ନାଇ ୧୯-୨ (ଓଡ଼ିଆ ପୁଅ): ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଆଜି ନାଗରିକତା ସଂଶୋଧନ ଆଇନ୍ (ସିଏଏ), ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ବିରୁଦ୍ଧରେ ବଡ଼ ବିରୋଧ...

ମାଟ୍ରିକ ପରୀକ୍ଷା : ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ !

0
ଭୁବନେଶ୍ୱର ୧୯-୨ (ଓଡ଼ିଆ ପୁଅ) ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଘଣ୍ଟେ ନପୂରୁଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ଆସିଛି। ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି ସୂଚନା ମିଳିଛି। କିନ୍ତୁ ଏହି ପ୍ରଶ୍ନପତ୍ର...

ରାଜ୍ୟ ବଜେଟ୍ ସଠିକ୍ ବିକାଶର ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ – ଧର୍ମେନ୍ଦ୍ର ପ୍ରଧାନ

0
- ସାଧାରଣ ଲୋକଙ୍କ ବିକାଶ ପାଇଁ ଆଭିମୁଖ୍ୟ ଓ ଉଦ୍ୟମ ରାଜ୍ୟ ବଜେଟରେ ସ୍ପଷ୍ଟ ନୁହେଁ ୨୦୨୦-୨୧ ଆର୍ଥିକ ବର୍ଷ ରାଜ୍ୟ ବଜେଟ୍ କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ ଭୁବନେଶ୍ବର, ଫେବୃୟାରୀ ୧୮ (ଓଡ଼ିଆ ପୁଅ)...

ଭଦ୍ରକରେ ମେଡିକାଲ କଲେଜ୍ ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

0
- ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ୨ଟି ପ୍ରସଙ୍ଗରେ ପୃଥକ ପୃଥକ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ଭୁବନେଶ୍ୱରେ ସଂଖ୍ୟାଲଘୁ ଛାତ୍ରୀ ମାନଙ୍କ ପାଇଁ ଛାତ୍ରାବାସ ପ୍ରତିଷ୍ଠା କରିବାକୁ...

ଧର୍ମଗୁରୁଙ୍କର ବିବାଦିତ ଉପଦେଶ : କହିଲେ ପିରିୟଡ୍ସରେ ମହିଳା ରୋଷେଇ କଲେ ପୁନର୍ଜନ୍ମରେ କୁକୁର ହୋଇ ଜନ୍ମ ନେବେ!...

0
ଅହମ୍ମଦାବାଦ: ଗୁଜରାତର ଜଣେ ଧାର୍ମିକ ଗୁରୁ ମହିଳାଙ୍କ ଉପରେ ଦେଇଥିବା ଉପଦେଶ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସେ ମହିଳା ମାନଙ୍କର ମାସିକ ଧର୍ମ ସମୟରେ ରୋଷେଇ କରିବା ଉପରେ ବିବାଦିତ ବୟାନ...

ଏସିଆନ୍ କୁସ୍ତି ଚମ୍ପିଆନସିପ୍ : ରେସଲର ସୁନୀଲ ଆଣିଲେ ଭାରତପାଇଁ ସ୍ୱର୍ଣ୍ଣ ପଦକ

0
ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ପହେଲବାନ ସୁନୀଲ କୁମାର ମଙ୍ଗଳବାରଦିନ ୮୭ କିଗ୍ରା ବର୍ଗ ଫାଇନାଲ୍ ରେ କିର୍ଗୀସ୍ଥାନର ଅଜାତ ସାଲିଦିନୋବଙ୍କୁ ୫-୦ ରେ ହରାଇ ଭାରତକୁ ଏସିଆନ୍ କୁସ୍ତି ଚମ୍ପିଆନସିପ୍...

ତତ୍କାଳ ଟିକଟ ପାଇଁ ଏଜେଣ୍ଟ ପାଖକୁ ଯାଉଥିଲେକି? ଏବେ ନିଜେ କରନ୍ତୁ, ଆଉ ହେବନାହିଁ ଅସୁବିଧା, ହଟିଲା ଅବୈଧ...

0
ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ତତ୍କାଳ ଟିକଟ ପାଇଁ ଏଜେଣ୍ଟ ପାଖକୁ ଯାଉଥିଲେକି? ଏବେ ନିଜେ କରନ୍ତୁ, ଆଉ ଅସୁବିଧା ହେବନାହିଁ । ଆପଣଙ୍କ ସୂଚନା ପାଇଁ କୁହାଯାଇପାରେଯେ, ଟିକଟ ଏଜେଣ୍ଟ...

ସୀମାନ୍ତ ମୋଟୁ ସେତୁ ଉଦଘାଟନ ଦାବିକରି ଅଚଂଳବାସୀ ଓ ରାଜନେତା ସେତୁ ଉପରେ ଧାରଣାଦେଲେ

ମାଲକାନଗିରି,୧୮ା୨(ଓଡିଆ ପୁଅ ) ଓଡିଶା,ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା,ଛତିଶଗଡ ୪ଟି ରାଜ୍ୟ କୁ ସିଧାସଳଖ ଭାବେ ସଡକପଥରେ ସଂଯୋଗ ନିମନ୍ତେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ସିଲେରୁ ନଦୀ କାଲେରୁ ଠାରେ ଆନ୍ଦ୍ରସରକାରଙ୍କ ଦ୍ୱାରା ପ୍ରାୟ...

ସ୍ୱାଭିମାନ ଅଚଂଳର ଲାଇଫ ଲାଇନ ଗୁରୁପ୍ରୀୟା ସେତୁରେ ଫାଟ,ବିଭାଗ ପକ୍ଷରୁ ମରାମତ କାମ ଆରମ୍ଭ

ମାଲକାନଗିରି,୧୮ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳର ଲାଇଫଲାଇନ ଗୁରପ୍ରୀୟା ସେତୁ ଉଦଘାଟନ ହେବାର ମାତ୍ର ଦେଢବର୍ଷ ନପୁରୁଣୁ ସେତୁ ରେ ଫାଟ ଦେଖାଦେଇଛି । ସେତୁ ନିର୍ମାଣରେ ନିମ୍ମମାନର କାମ...

ଇଟାଭାଟି ନିକଟରେ କୁଡିଆରେ ଶୋଇଥିବା ଅବସ୍ଥାରେ ଡିବିରି ନିଆଁରେ ପୋଡି ହୋଇଗଲେ ଭାଇ ଭଉଣୀ,ଭଉଣୀର ମୃତ୍ୟୁ ଘଟିଥିବା ବେଳେ...

ମାଲକାନଗିରି,୧୮ା୨ (ଓଡିଆ ପୁଅ ) ପେଟପାଇଁ ସୁଦୂର କୁନ୍ଦୁରା ଅଚଂଳରୁ ମାଲକାନଗିରି କୁ ଆସି ଇଟାଭାଟିରେ କାମକରୁଥିବା ଏକ ଗରିବ ଦମ୍ପତିଙ୍କ ଦୁଇଜଣ ଶିଶୁ ପୋଡି ହୋଇ ଗୁରୁତର ହେବା ଓ ଚିକିତ୍ସାଧିନ...

ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍ ରେ ସଙ୍ଘର୍ଷ କ୍ଲବ୍ ଭୁବନେଶ୍ୱର ସେମିଫାଇନାଲ୍ ରେ ପ୍ରବେଶ

0
ନୟାଗଡ/୧୮/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରରେ ଗତ ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ରଣପୁର କପ୍ ଫୁଟ୍‌ବଲ୍ ପ୍ରତିଯୋଗୀତାର ତୃତୀୟ ଦିନରେ ଭୁବନେଶ୍ୱର ସଙ୍ଘର୍ଷ କ୍ଲବ୍ ୨-୦ ଗୋଲ୍...

ଅଯୋଧ୍ୟାରେ ବିମାନ ବନ୍ଦର ପାଇଁ ୫୦୦ କୋଟି

0
ଲକ୍ଷ୍ନୌ ୧୮-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କର ଚତୁର୍ଥ ବଜେଟ ଆଗତ ହୋଇଛି। ପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଗତ ବର୍ଷ ତୁଳନାରେ ୩୩, ୧୬୫ କୋଟି ଅଧିକ ଟଙ୍କାର...

ଅଯ୍ୟୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ନୂଆ କେଁ ! କମିଟିକୁ ଚିଠି ଲେଖିଲେ ୯ ଲୋକ; କହିଲେ ଏମିତି...

0
ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) : ଅଯ୍ୟୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବନାଯାଇଥିବା କମିଟିକୁ ଅଯ୍ୟୋଧ୍ୟାର ନିବାସୀ ହାଜୀ ମୋହମ୍ମଦଙ୍କ ସମେତ ୯ ଜଣ ଲୋକ ପତ୍ର ଲେଖିଛନ୍ତି। ପତ୍ରରେ...