Home ଓଡ଼ିଶା ଅଯୋଧ୍ୟାରେ ବିମାନ ବନ୍ଦର ପାଇଁ ୫୦୦ କୋଟି

ଅଯୋଧ୍ୟାରେ ବିମାନ ବନ୍ଦର ପାଇଁ ୫୦୦ କୋଟି

313

ଲକ୍ଷ୍ନୌ ୧୮-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କର ଚତୁର୍ଥ ବଜେଟ ଆଗତ ହୋଇଛି। ପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଗତ ବର୍ଷ ତୁଳନାରେ ୩୩, ୧୬୫ କୋଟି ଅଧିକ ଟଙ୍କାର ବଜେଟ ସହିତ ୨୦୨୦-୨୧ ପାଇଁ ସମୁଦାୟ ୫ ଲକ୍ଷ ୧୨ ହଜାର ୮୬୦ କୋଟିର ବଜେଟ ଆଗତ କରିଛନ୍ତି।

ଏହି ବଜେଟରେ ୫୦୦ କୋଟି ଟଙ୍କା ଅଯୋଧ୍ୟାରେ ବିମାନ ବନ୍ଦର ନିର୍ମାଣ ପାଇଁ ଆବଣ୍ଟିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.