Home 2020
Yearly Archives: 2020
ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ – ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି
ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି।
ଜଣେ ଆକ୍ରାନ୍ତ କପିଳ ପ୍ରସାଦ ହାଉସିଂ ବୋର୍ଡ...
ବାଲିଗୁଡା:କରୋନା ଭୂତାଣୁ ମୁକାବିଲା ପାଇଁ ବାଲିଗୁଡା ପୋଲିସର ଅଭିନବ ପ୍ରୟାସ
ବାଲିଗୁଡା, ୫/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ସାରା ବିଶ୍ବ ଚିନ୍ତିତ ଓ ଏ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ...
ରାତି ୯ଟାରେ ହଠାତ୍ ଲାଇଟ୍ ଲିଭିବ, ୯ ମିନିଟରେ ପୁଣି ଆସିବ: ବୈଦୁତିକ ଉପକରଣ ଉପରେ ପଡ଼ିବ କି...
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ରାତି ୯ଟାରେ କୋଟିକୋଟି ଲୋକ ଘରେ ଲାଇଟ୍ ଲିଭାଇ ଦୀପ ଜାଳିବା କିମ୍ବା ଫ୍ଲାସ ଲାଇଟ୍ ଲଗାଇ ନିଜ ଘରକୁ ଆଲୋକିତ କରିବେ।...
କଳାହାଣ୍ଡିରେ ବାହାରିନ ଫେରନ୍ତା ପ୍ରଥମ କରୋନା ରୋଗୀ ଚିହ୍ନଟ , ପ୍ରଶାସନ ତତ୍ପର
କଳାହାଣ୍ଡି- ତା.୦୫.୦୪.୨୦୨୦ (ଓଡିଆପୁଅ) କୋଭିଦ-୧୯ କରୋନା କଳାହାଣ୍ଡି ଜିଲ୍ଲା ରେ ପହଂଚିଯାଇଥିବା ରାଜ୍ୟ ସ୍ତାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ସନ୍ଦିଗ୍ଧ ରୋଗୀ ବାହାରିନ...
କରୋନା ଆତଙ୍କ: ଜମାତିଙ୍କ ରାସ୍ତାରେ ଜେଏନୟୁ ଛାତ୍ର; ସୁରକ୍ଷାକର୍ମୀଙ୍କୁ କହିଲେ ଉପରେ ଛିଙ୍କିଦେବି ..
ଭୁବନେଶ୍ୱର: ତବଲିଗ୍ ଜମାତିଙ୍କ ରାସ୍ତା ଧରିଛନ୍ତି ଜେଏନୟୁ (ଜବାହାରଲାଲ୍ ନେହେରୁ ୟୁନିଭରସିଟି) ଛାତ୍ର। କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍ ଡାଉନ୍ ଭିତରେ ଜଣେ ଜେଏନୟୁ ଛାତ୍ର ୟୁନିଭରସିଟି ଗେଟ୍ ବାହାରକୁ ଯିବାକୁ...
ଭୁବନେଶ୍ୱର ଏବଂ ପୁରୀ କରୋନା ଆକ୍ରାନ୍ତଙ୍କ ବିଷୟରେ ଜାଣନ୍ତୁ
ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ସୂର୍ଯ୍ୟ ନଗରର ସଂକ୍ରମିତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ କୋଲକାତା ଯାତ୍ରା କରିଥିଲେ ଏବଂ ସେହି ସଦସ୍ୟ ସଂକ୍ରମିତ ଅଛନ୍ତି।
ବମିଖାଲର ୩ଜଣ ଭାଇ କରୋନା ସଂକ୍ରମିତ ହୋଇଛନ୍ତି,...
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ଦେଶରେ କୋଭିଡ-19ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି। ଉଚ୍ଚସ୍ତରରେ ନିୟମିତ ଭାବେ ଏହାର ସମୀକ୍ଷା...
କୃଷି କ୍ଷେତ୍ରରେ ଲକଡାଉନକୁ ଅଧିକ କୋହଳ
- କୃଷି ଯନ୍ତ୍ରପାତି, ଯନ୍ତ୍ରାଂଶ ଓ ମରାମତି ଦୋକାନ ରାଜପଥ କଡରେ ଥିବା ଟ୍ରକ ମରାମତି ଦୋକାନ, ଚା ବଗିଚା ଓ ଶିଳ୍ପ ପାଇଁ କୋହଳ ନୀତି
- କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ଲକଡାଉନ...
ପର୍ଯ୍ୟଟନ ଶିଳ୍ପ ଅଂଶୀଦାରଙ୍କ ସହ ମନ୍ତ୍ରଣାଳୟର ସମ୍ମିଳନୀ
ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ପର୍ଯ୍ୟଟନ ଶିଳ୍ପ ଅଂଶୀଡାରଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ବିଭାଗୀୟ...
ଓଡ଼ିଶାରୁ ୨୧ତମ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୪-୪ (ଓଡ଼ିଆ ପୁଅ) ୨୯ ବର୍ଷର ପୁରୁଷ କଳାହାଣ୍ଡି ଜିଲ୍ଲାରୁ ଆଜି COVID-19 ଟେଷ୍ଟ ପଜିଟିଭ୍ ଆସିଛି। ତାଙ୍କର ବାହାରୀନ୍ ଯାତ୍ରା ଇତିହାସ ରହିଥିବା ଜଣାପଡ଼ିଛି। ଏହା ସହିତ ମୋଟ ଆକ୍ରାନ୍ତଙ୍କ...
କରୋନା ମୁକାବିଲା : ୧୩୨ ଲକ୍ଷରୁ ଅଧିକ ମାସ୍କ ତିଆରି କଲେ ଏସ୍ଏଚଜି
- ଜାତୀୟ ଗ୍ରାମୀଣ ଜୀବିକା ମିଶନ କାର୍ଯ୍ୟକ୍ରମରେ ମାସ୍କ ପ୍ରସ୍ତୁତିକୁ ପ୍ରୋତ୍ସାହନ
ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ...
ଲକଡାଉନ କାଳରେ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଭାରତୀୟ ରେଳବାଇ ପକ୍ଷରୁ ଯୋଗାଣ କାର୍ଯ୍ୟ ପୁରା ଦମରେ
- ଗତମାସ ୨୩ ତାରିଖରୁ ଚଳିତ ମାସ ୩ ତାରିଖ ମଧ୍ୟରେ ରେଳବାଇ ପରିବହନ କରିଛି ୨.୫୦ ଲକ୍ଷ ୱାଗନ କୋଇଲା ଓ ୧୭, ୭୪୨ ୱାଗନ ପେଟ୍ରୋଲ ଜାତ ସାମଗ୍ରୀ
- ଲକଡାଉନ...
କୋଭିଡ-୧୯ ମୁକାବିଲା ସୁଦୃଢ଼ କରୁଛି ଦେଶୀୟ କାର୍ଗୋ ବିମାନ
- ମାର୍ଚ୍ଚ ୨୬ ପର ଠାରୁ ନିରନ୍ତର ପରୀକ୍ଷା କିଟ୍ସ, ମାସ୍କ, ଗ୍ଳୋଭ୍ସ ଆଦି ଡାକ୍ତରୀ ସରଞ୍ଜାମ ଯୋଗାଣ ଅବ୍ୟାହତ
- ନୀତି ନିର୍ଦ୍ଧାରଣ ଏବଂ କ୍ଷେତ୍ରୀୟ ସ୍ତରରେ ୨୪ ଘଣ୍ଟିଆ ପରିଚାଳନା ଓ...
ଏପ୍ରିଲ ୫ ରାତି ୯ଟାରେ ସାମୁହିକ ଭାବେ ଲାଇଟ ବନ୍ଦ କରାଯିବା ସମୟରେ ଗ୍ରିଡର ସ୍ଥିରତା ଦିଗରେ ଯଥେଷ୍ଟ...
ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ଏପ୍ରିଲ ୫ ତାରିଖ ରାତି ୯:୦୦ ଟାରୁ ୯:୦୯ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ...
କେନ୍ଦୁଝର : ସମଗ୍ର କେନ୍ଦୁଝର ଲକ୍ ଆଉଟ : ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଭୋକ ଉପବାସରେ...
କେନ୍ଦୁଝର, ୪ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସମଗ୍ର ଦେଶରେ କୋରୋନାର ପ୍ରତିରୋଧ ତଥା ମୁକାବିଲା ପାଇଁ ଲକ ଆଉଟ ଜାରି ରହିଥିବା ସମୟରେ କେନ୍ଦୁଝର ରେ ଜଣେ ଗରୀବ...
ଫେରିବାରେ ଲାଗିଛନ୍ତି ଶ୍ରମିକ ହେଉନି ସରକାରୀ ତାଲିକା, ଜନସେବା ସଙ୍ଘର ସ୍ୱତନ୍ତ୍ର ସଭା
ବଲାଙ୍ଗୀର ୫-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୁରଜିଭଟା ଗ୍ରାମ କୁ ଆନ୍ଧ୍ରପ୍ରଦେଶ ରୁ ଚାଲି,ଚାଲି ୪୨ ଜଣ ଦାଦନ ଶ୍ରମିକ ଆସିଥିବା ଜଣାଯାଇଛି। ସେମାନେ...
କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ଏନ୍.ଟି.ପି.ସି କଣିହାଁ ପକ୍ଷରୁ ମାସ୍କ ବଂଟନ
ତାଳଚେର,୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏନ୍.ଟି.ପି.ସି ତାଳଚେର କଣିହାଁ ଟାଉନସିପ୍ ଏବଂ ଏହାର ପାରିପାଶ୍ୱିର୍କ ଅଂଚଳକୁ କରୋନା ଭୁତାଣୁ (କୋବିଡ଼-୧୯) ସଂକ୍ରମଣରୁ ସୁରକ୍ଷିତ ରଖିବା ନିମନ୍ତେ ପ୍ଲାଂଟ କର୍ତୃପକ୍ଷ ବିଭିନ୍ନ ପ୍ରକାର ଆଗୁଆ...
ନିରାଡ଼ମ୍ବର ଭାବେ ପାଳିତ ହେବ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉଭାସ୍ଥଳୀ ଅବା ପୀଠକୁ ନ ଆସିବାକୁ ତାଳଚେର...
ତାଳଚେର,୪/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମା ହିଙ୍ଗୁଳା...
ଲକ୍ ଡାଉନ୍ ସମୟରେ ପାନୀୟ ଜଳ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା, ସମସ୍ୟାର ସମାଧାନ ପାଇଁ...
କେନ୍ଦୁଝର, ତା ୦୪ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଲକ୍ ଡାଉନ୍ ସମୟରେ ପାଣି ଟୋପାଏ ପାଇଁ ହଟହଟା ହେଉଛନ୍ତି ଦୁଇ ୱାର୍ଡର ବାସିନ୍ଦା । ଗ୍ରୀଷ୍ମପ୍ରବାହ ଭିଷଣ ଖରା ଓ ଦେଶରେ...
ନୋଟକୁ ଚାଟି, ନାକ ସଫା କରିଥିବା ବ୍ୟକ୍ତି ଗିରଫ
ଭୁବନେଶ୍ୱର: ନୋଟକୁ ଚାଟିଥିବା ଏବଂ ନୋଟରେ ନାକ ସଫା କରି ଭିଡିଓ ଭାଇରାଲ୍ କରିଥିବା ଜଣେ ବ୍ୟକ୍ତି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ନୋଟରେ ନାକ ସଫା କରିବା ସହ କହିଥିଲେ "କରୋନା...


















