Home Coronavirus Outbreak ଭୁବନେଶ୍ୱର ଏବଂ ପୁରୀ କରୋନା ଆକ୍ରାନ୍ତଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର ଏବଂ ପୁରୀ କରୋନା ଆକ୍ରାନ୍ତଙ୍କ ବିଷୟରେ ଜାଣନ୍ତୁ

233

ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ସୂର୍ଯ୍ୟ ନଗରର ସଂକ୍ରମିତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ କୋଲକାତା ଯାତ୍ରା କରିଥିଲେ ଏବଂ ସେହି ସଦସ୍ୟ ସଂକ୍ରମିତ ଅଛନ୍ତି।

ବମିଖାଲର ୩ଜଣ ଭାଇ କରୋନା ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ବାପା ଭୋପାଳରେ ରହନ୍ତି ଏବଂ ସେ ସେଠାରେ ସଂକ୍ରମିତ ଅଛନ୍ତି।

ପୁରୀର ସଂକ୍ରମିତ ବ୍ୟକ୍ତି ମାର୍ଚ୍ଚ ୧୦ ତାରିଖରେ ଦିଲ୍ଲୀରୁ ଫେରିଥିଲେ। ସେ ଭୁବନେଶ୍ୱର ବିଜେବି ନଗର ସବ୍‌ ପୋଷ୍ଟ ଅଫିସ୍‌ରେ ଚାକିରି କରୁଛନ୍ତି। ସେ ଗୌତମ ନଗର ଅଞ୍ଚଳରେ ଡାକ ବାଣ୍ଟିବା କାମରେ ନିୟୋଜିତ ଥିଲେ। ତେଣୁ ଗୌତମ ନଗର ଅଞ୍ଚଳର ଯଦି କୌଣସି ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବେ ତାହାଲେ ସେମାନେ ହୋମ୍‌ କ୍ୱାରେଣ୍ଟାଇନରେ ରହିବା ସହ ୧୦୪କୁ କଲ୍‌ କରିବାକୁ ବିଏମ୍‌ସି ପକ୍ଷରୁ କମିଶନର  ପ୍ରେମ ଚନ୍ଦ୍ର ଚୌଧୁରୀ  କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.