Home Coronavirus Outbreak ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ – ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି

ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ – ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି

439

ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି।

ଜଣେ ଆକ୍ରାନ୍ତ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍‌-୨ର ୭୦ ବର୍ଷୀୟ ବାସିନ୍ଦା। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିଲେ। ଆଉ ଜଣେ ବମିଖାଲର ୨୯ ବର୍ଷୀୟ ଯୁବକ। ଏ ନେଇ ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.