Home 2020
Yearly Archives: 2020
ରଣପୁର ବନାଂଚଳ ରେ ହାତୀ ଦଳ ଭାଙ୍ଗିଲେ କୁକୁଡା ଫାର୍ମ ଖାଇଲେ ପାଚିଲା ଧାନ
ନୟାଗଡ/୨୮/୧୧(ଓଡିଆ ପୁଅ ଦେବୀ ପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ରେ ହାତୀ ମଣିଷ ଭିତରେ ଛକା ପଞ୍ଚା ଚାଲିଛି । ବନ ବିଭାଗ ହାତୀ ଙ୍କ ସୁରକ୍ଷା...
ରଣପୁର ରେ ଅବକାରୀ ଚଢାଉ ୪ ଗିରଫ ୪୧ଲିଟର ମଦ ଜବତ
ନୟାଗଡ/୨୮/୧୧(ଓଡିଆ ପୁଅ ଦେବୀ ପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଓ ଚାନ୍ଦପୁର ଥାନା ଅଂଚଳରେ ବ୍ୟାପକ ହାତ ରନ୍ଧା ଦେଶୀ ମଦ କାରବାର ଚାଲିବା ଯୋଗୁଁ ଜିଲ୍ଲା ଅବକାରୀ ବିଭାଗର ନିଦ ହଜି...
ପରୀ ଘଟଣାକୁ ନେଇ ପ୍ରଭାତୀଙ୍କ ପ୍ରଶ୍ନବାଣ: ଧିକାର୍ ଏ’ ସରକାରକୁ, ବରଦାସ୍ତ କରିବାନି ଏ’ ସରକାରକୁ ..
ଭୁବନେଶ୍ୱର: ନୟାଗଡ଼ ପରୀ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ତଥା ଏବେକାର ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। ପ୍ରକୃତରେ ଆଜି...
ଅଜଣା ଗାଡ଼ି ଧକ୍କାରେ ଓଆଇଏସଏଫ ଯବାନ ମୃତ୍, ସାଥି ଗୁରୁତର
ହରିଚନ୍ଦନପୁର,ତା ୨୮ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ-ବ୍ରାହ୍ମଣୀପାଳ ମୁଖ୍ଯ ରାସ୍ତାର ସଉତୁଣୀ ନାଳ ନିକଟରେ ଶୁକ୍ରବାର ସନ୍ଧ୍ଯା ସମୟରେ ବାଇକ ସହ ଅଜଣା ଗାଡି ଧକ୍କା,...
ଟ୍ରକ ଧକ୍କାରେ ଯୁବକ ମୃତ , ଟ୍ରକ ଜବଦ , ଡ୍ରାଇଭର ଫେରାର
ବାହାନଗା,୨୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥର ଶେରଗଡ଼ ନିକଟରେ ଏକ ଗ୍ୟାସ ବେଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଯୁବକ ଗୁରୁତର ହୋଇଥିଲେ ।...
ଅଗ୍ନିଶମ ଡିଜିଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ଅଳ୍ପକେ ବର୍ତ୍ତିଲେ ଡିଜି
ବାହାନଗା, ୨୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାୟକବନ୍ଧ ବିଦୁଡାଇଭରସନ ନିକଟରେ ଏକ ଟ୍ରକ ସାଇଡ଼ରୁ ଧକ୍କା ଦେବାରୁ ଅଗ୍ନିଶମ ଡିଜିଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ...
ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣ – ୭ ମୃତ, ଅଲ-ଶବାବ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା
ନୂଆ ଦିଲ୍ଲୀ ୨୮-୧୧ (ଓଡ଼ିଆ ପୁଅ) ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ଖ୍ରୀଷ୍ଟୋଫର ମିଲରଙ୍କ ଗସ୍ତର କିଛି ଘଣ୍ଟା ପରେ...
ଶନିବାର ଦିନ ଏହି ଚୋରୋଟି ଭୁଲ କରନ୍ତୁ ନାହିଁ
ଶନିବାର ଦିନ ଶନି ଦେବଙ୍କୁ ପୂଜା କରିବାର ନିୟମ ରହିଛି। ଏହି ଦିନ ଲୋକମାନେ ଶନି ଦଶା ଠାରୁ ଦୂରେଇ ରହିବା ଏବଂ ଶନି ମହାରାଜଙ୍କ କୃପା ପାଇବା ପାଇଁ ଅନେକ କାର୍ଯ୍ୟ...
ବୈଜୟନ୍ତ ପଣ୍ଡା କରୋନା ଆକ୍ରାନ୍ତ
ଭୁବନେଶ୍ୱର ୨୮-୧୧ (ଓଡ଼ିଆ ପୁଅ) : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାର କିଛି ଲକ୍ଷଣ ଦେଖାଯିବାରୁ...
“ନାଚ ମେରି ରାନୀ”ରେ ଚିଙ୍କି- ମିଙ୍କିଙ୍କର ଜବରଦସ୍ତ ଡ୍ୟାନ୍ସ୍
ମୁମ୍ବାଇ: କପିଲ ଶର୍ମା ଶୋ’ର ଚିଙ୍କି-ମିଙ୍କି ଅର୍ଥାତ୍ ସୁରଭି ଏବଂ ସମୃଦ୍ଧି ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସେମାନେ ତାଙ୍କର ଅଭିନୟ, ଶୈଳୀ ପାଇଁ ଲୋକଙ୍କ ହୃଦୟ ଜିତିବା ପାରିଛନ୍ତି। ଚିଙ୍କି-ମିଙ୍କି ଡ୍ୟାନ୍ସରେ...
ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
- ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ୍ ମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି
- ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବେ
- ଗବେଷଣାକୁ...
ବାଲେଶ୍ୱରରେ ବି ନୟାଗଡ଼ ‘ପରୀ’ ନିଆଁ – ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର...
ବାଲେଶ୍ୱର, ୨୭ା୧୧(ଓଡ଼ିଆ ପୁଅ/ଅଭୟ ଦାସ) : ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲାର ନ୍ୟାୟ ଦାବ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ବିକ୍ଷୋଭ ପ୍ରଦର୍ଶିତ...
ଭକ୍ତିମୟ ପରିବେଶରେ ରମ୍ଭିଳାରେ ସରିଲା ପ୍ରଭୁଙ୍କ ନାଗାର୍ଜୁନ ବେଶ
ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ପଂଚାୟତର ଆଜି ଶ୍ରୀଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କର ନାଗାର୍ଜୁନ ବେଶ ଆଡମ୍ବରରେ ପାଳିତ ହୋଇଯାଇଛି । କରୋନା...
ପୁରୀ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନରେ ରୋକ , ନିଜ ଘରେ ସୋଲୋରେ ୩ ଦିଅଁଙ୍କ ନାଗାର୍ଜୁନ...
ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷ ପରେ ଅନୁଷ୍ଠିତ ହେଉଛି । ତେବେ କୋଭିଡ୍ କଟକଣା...
ମନ୍ତ୍ରୀ ଅରୁଣ ସାହୁଙ୍କ ବହିସ୍କାର ଦାବି କରି କୁଶପୁତଳିକା ଦାହ କଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ଭୁବନେଶ୍ୱର ୨୭-୧୧ (ଓଡ଼ିଆ ପୁଅ) - ନୟାଗଡ଼ର ଯଦୁପୁର ଗ୍ରାମର ୫ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ଅଭିଯୋଗରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ବହିସ୍କାର ଦାବି କରି...
ଘାତକ ଚାଟୁକାରୀ: ଧର୍ମେନ୍ଦ୍ର V/s ଅପରାଜିତା ବିବାଦ: ବେଇଜତ୍ ହେଲେ ସଙ୍ଗୀତା
ଭୁବନେଶ୍ୱର: କୁହାଯାଏ ସମାଲୋଚକ ବା ନିନ୍ଦୁକ ଠାରୁ ଅଧିକ ଭୟଙ୍କର ହୋଇ ଥାଆନ୍ତି ଚାଟୁକାର ବା ତୋଷାମଦକାର। ନିନ୍ଦୁକ ହେଲେ ପଛପଟୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ବିକଳ ହୋଇପଡ଼େ। କିନ୍ତୁ, ତୋଷାମଦକାରୀ...
ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ : ଭକ୍ତ ଦର୍ଶନ ପାଇବାରୁ ବଞ୍ଚିତ
ପୁରୀ, ୨୭/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ବିନା ଭକ୍ତରେ ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଠାରୁ ପ୍ରାୟ...
ଭିକ୍ଷାବୃତ୍ତିରେ ଚଳୁଛି ପରିବାର, ଦୃଷ୍ଟିହୀନ ବାପ-ପୁଅଙ୍କ ଦୁଃଖ ବୁଝିବାକୁ କେହି ନାହାଁନ୍ତି
ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କିଛି ମଣିଷଙ୍କ ଦୁଃଖ ସରିବାର ନାଁ ଧରେ ନାହିଁ । ବୋଝ ଉପରେ ନଳିତା ବିଡା ମୁଣ୍ଡାଇବାକୁ ପଡେ । ଭଗବାନଙ୍କର...
ବିଜେପିର ବଡ ଘୋଷଣା: ସୁଶୀଲ କୁମାର ମୋଦୀ ହେବେ ବିହାରରୁ ରାଜ୍ୟସଭା ପ୍ରାର୍ଥୀ
ପାଟନା / ନୂଆଦିଲ୍ଲୀ ନଭେମ୍ବର ୨୭ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ନେତା ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଭାରତୀୟ ଜନତା ପାର୍ଟି ଖାଲିଥିବା ରାଜ୍ୟସଭା ଆସନ...
ନାବିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ‘ଆମ ପରମ୍ପରା’ ପକ୍ଷରୁ ଦାବୀ
ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବ୍ଲକର ଅଗ୍ରଣୀ ଅନୁଷ୍ଠାନ “ଆମ ପରମ୍ପରା” ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚାନ୍ଦବାଲି ସ୍ଥିତ ନାବିକ ପ୍ରଶିକ୍ଷଣ କେନ୍ଦ୍ର...






