Home 2020
Yearly Archives: 2020
ବୈତରଣୀ ବନ୍ୟା ପରିସ୍ଥିତି ଜଟିଳ : ଏବେବି ୨୧ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ , ବନ୍ୟା ଘେରରେ...
ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ବୈତରଣୀ ନଦୀର ବନ୍ଧ ଭାଙ୍ଗିନି ସତ କିନ୍ତୁ କୂଳ ଲଂଘି ବନ୍ୟା ପାଣି ଏପରି ମାଡି ଚାଲିଥିଲା ନିମିସକ ମଧ୍ୟରେ...
ବୈତରଣୀ, ବ୍ରହ୍ମଣୀ ଓ ଖରସ୍ରୋତ ନଦୀ ବନ୍ୟାରେ ଜିଲ୍ଲାରେ ବ୍ୟାପକ କ୍ଷତି
ଯାଜପୁର ୩୦ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜିଲ୍ଲାର ବିଭିନ୍ନ ବ୍ଳ୍କରେ ୨୧ ଗୋଟି ଘାଇ ସୃଷ୍ଟି ହୋଇଛି ଓ ଏଥିଯୋଗୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଜିଲ୍ଲାପାଳ...
କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଏବେବି ଗମ୍ଭୀର ରହିଛି
କେନ୍ଦ୍ରାପଡା ୩୦/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାରେ ଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁ ତଳିଆ ଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇ ନାହିଁନଥିବା ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା...
କ୍ରୀଡାବିତ ସୁକାନ୍ତ ଚୌଧୁରୀଙ୍କ ପରଲୋକ
କେନ୍ଦ୍ରାପଡା ୩୦/(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଶ୍ରବଣ ଓ ବାକ ଶକ୍ତି ବାଧିତ ରାଜ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ପାରା କ୍ରୀଡାବିତ ସୁକାନ୍ତ ଚୈାଧୁରୀଙ୍କ ଗତ ଶନିବାର ସନ୍ଧ୍ୟାରେ ମାଧପୁରସ୍ଥିତ ବାସଭବନରେ...
ସରକାରୀ କର୍ମଚାରୀଙ୍କ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ : ଏବେ ୩୦ ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଅପାରଗ...
ନୂଆ ଦିଲ୍ଲୀ ୩୦-୮ (ଓଡ଼ିଆ ପୁଅ) ୩୦ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ସେବା ରେକର୍ଡ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ଏହାର ସମସ୍ତ ବିଭାଗକୁ କହିଛନ୍ତି। ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ...
ନିରାଡମ୍ବରରେ ପାଳିତ ହେଲା ହିଙ୍ଗୁଳା ପୀଠରେ ନୂଆଖାଇ ପର୍ବ
ତାଳଚେର,୩୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋରୋନା କଟକଣା ମଧ୍ୟରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି ।...
ବନ୍ୟାରେ ମାଛ ପୋଖରୀ ଧୋଇଗଲା, ଚାଷୀ ହତାଶ
ହାଟଡିହି -୩୦ । ୮ : (ଓଡିଆପୁଅ) ଗ୍ରୁପଋଣ କରି ମାଛ ଚାଷ କରିଥିଲେ ସୁରେନ୍ଦ୍ର ହେଲେ ଚଳିତ ବନ୍ୟାରେ ତାଙ୍କର ସବୁତକ ମାଛଚାଷ ଓ ରଖାଯାଇଥିବା ମାଛ ଖାଦ୍ୟ ସବୁ ଉଜୁଡି...
ବନ୍ୟାଞ୍ଚଳରେ ରାଜ୍ୟ ବିଜେପି ପ୍ରତିନିଧି ମଣ୍ଡଳୀ, ନଦୀବନ୍ଧ ନିର୍ମାଣ ଉପରେ ଗୁରୁତ୍ୱାରୋପ (ଫଟୋ)
ହାଟଡିହି -୩୦ । ୮ :(ଓଡିଆପୁଅ) ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ।...
ଜିଲ୍ଲାପାଳ ଓ ଶାସନ ସଚୀବଙ୍କ ବନ୍ୟାଞ୍ଚଳ ଗସ୍ଥ। ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା
ଜଗତସିଂହପୁର-୩୦/୮ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) -ବନ୍ୟା ଜନିତ ପରିସ୍ଥିତିର ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ...
ସ୍ମୃତି ସଭା
ପୁରୀ, ୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଏକ ୱେବ ଚ୍ୟାନେଲର ପ୍ରତିନିଧି ଜୟ କୃଷ୍ଣଦାସଙ୍କ ପିତା ଜଗବନ୍ଧୁ ଦାସଙ୍କ ଦଶାହ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତି ସଭାରେ ସାମ୍ବାଦିକ...
ମେସିନ କରୁଛି କାମ, ଦାଦନ ଖଟିଯିବାକୁ ଦାଦନ ସର୍ଦ୍ଦାରମାନେ ଟଙ୍କା ବାଣ୍ଟିବା ଆରମ୍ଭ କରିବା ଅଭିଯୋଗ
ବଲାଙ୍ଗୀର, ୩୦-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦାଦନ ପ୍ରବଣ ଅଞ୍ଚଳ ବଲାଙ୍ଗିର ଜିଲ୍ଲା। ଏହି ଜିଲ୍ଲାରେ ପ୍ରତେକ ବର୍ଷ ଦାନା ପାଇଁ ଦାଦନ ଖଟିବାକୁ ହଜାର ହଜାର ଲୋକେ ଅନ୍ୟ ରାଜ୍ୟକୁ ନିଜ...
ଡାକ୍ତର ଖାନାରେ ଜଣେ ଅକ୍ରାନ୍ତ ଚିହ୍ନଟ ହେବାରୁ ୭ ଦିନ ବନ୍ଦ ଘୋଷଣା
ବଲାଙ୍ଗୀର, ୩୦-୦୮(ଓଡ଼ିଆ ପୁଅ) ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡାକ୍ତର ଖାନାକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ୧୧ ଦିନ ମଧ୍ୟରେ...
ସ୍ୱାମୀର ଟାଙ୍ଗିଆ ଟୋଟରେ ସ୍ତ୍ରୀ ଗୁରୁତର
ବଲାଙ୍ଗୀର ୩୦-୦୮(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅଧିନସ୍ଥ ବନ୍ଧପଲା ଗ୍ରାମ ପଂଚାୟତର ନୂଆମୁଣ୍ଡା ଗ୍ରାମରେ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ,...
ଚାନ୍ଦପୁର ବସନ୍ତ ମଂଜରୀ କ୍ରିୟାନୁଷ୍ଠାନ କମିଟିର ତୃତୀୟ ବୈଠକ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୮-ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବସନ୍ତ ମଂଜରୀ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସର ନାମରୁ ବସନ୍ତ ମଂଜରୀଙ୍କ ନାମ ଉଛେଦ କରି କୋଭିଡ୍ ହସ୍ପିଟାଲ କରାଯାଇ ଥିବାରୁ ଚାନ୍ଦପୁର ଅଂଚଳରେ ଉତ୍ତେଜନା...
ମୋଦି ସରକାର ଉପରେ ଦୁର୍ନୀତିର ଛିଟା: ପରିବାର ପାଇଁ ସରକାରୀ ସମ୍ପତ୍ତି ହରିଲୁଟ୍ !
ନୂଆଦିଲ୍ଲୀ: ମୋଦି ସରକାର କହୁଛନ୍ତି, ତାଙ୍କ ସରକାରରେ ଦୁର୍ନୀତିର ଛିଟା ଲାଗି ନାହିଁ। କିନ୍ତୁ, ମୋଦି ସରକାରର ଜଣେ ମନ୍ତ୍ରୀ କେମିତି ନିଜ ବିଭାଗ ମନ୍ତ୍ରାଳୟରୁ ତାଙ୍କ ପରିବାର ସଦସ୍ୟଙ୍କ ଇଣ୍ଟରନ୍ୟାସନାଲ୍ ଫୋନ୍...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ...
ଭୁବନେଶ୍ୱର ୩୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୦୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୦୯୩୪ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୪...
ରାଜ୍ୟରେ ପୁଣି କରୋନା ନେଲା ୧୨ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି
ଭୁବନେଶ୍ୱର ୩୦-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୨ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି ପାଇଛି।
ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଖୋର୍ଦ୍ଧା ଜିଲ୍ଲାରୁ...
ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୦୧୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୦୯୩୪ କୁ ବୃଦ୍ଧି,...
ଭୁବନେଶ୍ୱର ୩୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୦୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୦୯୩୪ କୁ ବୃଦ୍ଧି ପାଇଛି।– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ହୀରାକୁଦ ଜଳଭଣ୍ଡାର, ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ...
ସମ୍ବଲପୁର, ୩୦/୦୮(ଓଡ଼ିଆ ପୁଅ/ସରୋଜ ସାହୁ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର। ଜଳସ୍ତର ବୃଦ୍ଧି ପାଉଥିବାରୁ ଗତକାଲି ଠାରୁ ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ...
ନିଶ୍ଚେତ ନକରି; ସଙ୍ଗୀତ ଶୁଣାଇ ହେବ ଓପନ୍ ହାର୍ଟ୍ ସର୍ଜରୀ !
ନୂଆଦିଲ୍ଲୀ: ମାନବ ଜୀବନରେ ସଙ୍ଗୀତର ବହୁତ ଗୁରୁତ୍ୱ ରହିଛି। ଚାପ ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏବେ ରୋଗୀମାନେ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ...










