Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୦୧୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୦୯୩୪...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୦୧୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୦୦୯୩୪ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

147

ଭୁବନେଶ୍ୱର ୩୦-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩୦୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୦୦୯୩୪ କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୮୪

 – ନୂଆ ଆକ୍ରାନ୍ତ : ୩୦୧୪

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୬୮

– ସ୍ଥାନୀୟ ଅଞ୍ଚଳରୁ୧୧୪୬

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୨୫

୨- ବାଲେଶ୍ୱର ଜିଲ୍ଲାରୁ –  ୧୩୮

୩- ବରଗଡ଼ ଜିଲ୍ଲାରୁ –  ୧୨୪

୪- ଭଦ୍ରକ ଜିଲ୍ଲାରୁ –  ୪୦

୫- ବଲାଙ୍ଗୀର ଜିଲ୍ଲାରୁ –  ୩୫

୬- କଟକ ଜିଲ୍ଲାରୁ –  ୩୩୭

୭- ଦେବଗଡ଼ ଜିଲ୍ଲାରୁ –  ୨

୮- ଢେଙ୍କାନାଳ ଜିଲ୍ଲାରୁ –  ୪୯

୯- ଗଜପତି ଜିଲ୍ଲାରୁ –  ୯

୧୦- ଗଞ୍ଜାମ ଜିଲ୍ଲାରୁ –  ୨୧୬

୧୧- ଜଗତସିଂହପୁର ଜିଲ୍ଲାରୁ –  ୬୬

୧୨- ଯାଜପୁର ଜିଲ୍ଲାରୁ –  ୩୮

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୪୫

୧୪- କଳାହାଣ୍ଡି ଜିଲ୍ଲାରୁ –  ୪୦

୧୫- କନ୍ଧମାଳ ଜିଲ୍ଲାରୁ –  ୬୦

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୪

୧୭- କେନ୍ଦୁଝର ଜିଲ୍ଲାରୁ –  ୬୮

୧୮- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୮୪

୧୯- କୋରାପୁଟ ଜିଲ୍ଲାରୁ –  ୧୨୦

୨୦- ମାଲକାନଗିରି : ୪୯

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୨୯୨

୨୨- ନବରଙ୍ଗପୁର ଜିଲ୍ଲାରେ: ୩୮

୨୩- ନୟାଗଡ଼ ଜିଲ୍ଲାରୁ –  ୨୯

୨୪- ନୂଆପଡ଼ା ଜିଲ୍ଲାରୁ –  ୭

୨୫- ପୁରୀ ଜିଲ୍ଲାରୁ –  ୧୧୮

୨୬- ରାୟଗଡ଼ା ଜିଲ୍ଲାରୁ –  ୧୦୪

୨୭- ସମ୍ବଲପୁର ଜିଲ୍ଲାରୁ –  ୧୦୨

୨୮- ସୋନପୁର ଜିଲ୍ଲାରୁ –  ୪୪

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୯୧

– ନୂଆ ସୁସ୍ଥ ହୋଇଥିଲେ୨୮୮୮

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୭୩୧୫୫୬

– ମୋଟ ଆକ୍ରାନ୍ତ ୧୦୦୯୩୪

– ମୋଟ ସୁସ୍ଥ ହେଲେଣି ୭୦୭୧୪

– ସକ୍ରୀୟ ଆକ୍ରାନ୍ତ –  ୨୯୬୮୫

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.