Home 2020
Yearly Archives: 2020
ଫିଲ୍ମ ସୁଟିଂ ସମୟରେ ଟଳିପଡ଼ିଲେ ମାଲାୟାଲମ ଅଭିନେତା ପ୍ରବୀଶ ଚକ୍କଲକାଲ – ମୃତ୍ୟୁ
କୋଚି ୧୪ ସେପ୍ଟେମ୍ବର (ଓଡ଼ିଆ ପୁଅ) କୋଚିରେ ଏକ ଟେଲି ଫିଲ୍ମ ସୁଟିଂ ସେଟ୍ ରେ ସୁଂଟିଂ ସମୟରେ ମାଲାୟାଲମ୍ ଅଭିନେତା ତଥା ଡବିଂ କଳାକାର ପ୍ରବୀଶ ଚକ୍କଲକାଲଙ୍କ ଦେହାନ୍ତ ହୋଇଛି।
୪୪ ବର୍ଷୀୟ...
ମଣିନାଗ ହୁଣ୍ଡି ଭାଙ୍ଗିଥିବା ଚୋରଙ୍କୁ ପୋଲିସ୍ ଜିମାଦେଲେ ସାଧାରଣ ଲୋକେ
ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୪/୦୯-ନୟାଗଡ ଜିଲ୍ଲା ରଣପୁର ଗଡଜାତର ଉପର ମଣିନାଗ ପୀଠ ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହି ପୀଠରୁ ଦୁଇ ଦୁଇଥର ହୁଣ୍ଡିଭାଙ୍ଗି ଚୋରି ହୋଇଥିବା ଘଟଣା...
କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ପ୍ରଶାନ୍ତ ଭୂଷଣ ଦାଖଲ କଲେ ପୁନର୍ବିଚାର ଯାଚିକା
ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଦଣ୍ଡ ଭାବରେ ସେପ୍ଟେମ୍ବର ୧୫ ସୁଦ୍ଧା ୧ ଦଣ୍ଡ ଭାବରେ ସେପ୍ଟେମ୍ବର ୧୫ ସୁଦ୍ଧା ଟଙ୍କା ୧...
କାନ୍ଥରେ ବାଇକ ପିଟି ହୋଇ ଜଣେ ମୃତ
ଅନୁଗୋଳ,୧୪ା୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ତମ ଜାତୀୟ ରାଜପଥର ଗୋପବନ୍ଧୁ ହାଇସ୍କୁଲ ସମ୍ମୁଖରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଭାରସାମ୍ୟ...
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨୪ ଲୋକସଭା ସାଂସଦ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ ସେପ୍ଟେମ୍ବର ୧୪ (ଓଡିଆ ପୁଅ) ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ଲୋକସଭାର ଚବିଶ ଜଣ ସଦସ୍ୟ କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ଟେଷ୍ଟରେ ପଜିଟିଭ୍...
ଜଣେ ବ୍ୟକ୍ତିର ଅହଙ୍କାର କାରଣରୁ ସାରା ଦେଶରେ କରୋନା ବ୍ୟାପିଲା – ଆତ୍ମନିର୍ଭର ଅର୍ଥାତ୍ ନିଜକୁ ନିଜେ କରୋନାରୁ...
ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ସୋମବାର ସକାଳେ ରାହୁଲ ଗାନ୍ଧୀ ପୁଣି ଥରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ହଠାତ୍ ଲକଡାଉନ କରାଯିବାକୁ ନେଇ ସେ, ଟ୍ୱିଟ୍ କରି କହିଛନ୍ତି ଯେ, "ଏହି...
ରୋଷେଇ ପାଇଁ ଗ୍ୟାସ ଅପେକ୍ଷା ଶସ୍ତା ବିକଳ୍ପ ଯୋଗାଇଦେବେ ସରକାର – ଜାଣନ୍ତୁ କ’ଣ ଯୋଜନା
ନୂଆଦିଲ୍ଲୀ ୧୪-୯ (ଓଡିଆ ପୁଅ) ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି ଯେ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ରୋଷେଇରେ ବିଦ୍ୟୁତ ବ୍ୟବହାରକୁ ବ୍ୟାପକ ପ୍ରୋତ୍ସାହିତ କରିବାକୁ ସରକାର ଚିନ୍ତା...
ୟୋସିହିଡେ ସୁଗା ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଟୋକିଓ ୧୪-୯ (ଓଡିଆ ପୁଅ) - ୟୋସିହିଡେ ସୁଗା ସୋମବାର ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କୁ ଦେଶର ପରବର୍ତ୍ତୀ ନିର୍ବାଚନରେ ଆସନ ଜିତିବାକୁ ହେବ।
ପ୍ରଧାନମନ୍ତ୍ରୀ...
ଡ୍ରଗ୍ସ ମାମଲାରେ ଏନସିବିକୁ ବଡ ସଫଳତା – ଶୋଭିକ୍ ଚକ୍ରବର୍ତ୍ତୀ ସାଙ୍ଗ ଡ୍ରଗ୍ସ ପେଡଲର ସୁରଦୀପକୁ ଧରିଲା ଏନସିବି
ନୂଆ ଦିଲ୍ଲୀ ୧୪, ସେପ୍ଟେମ୍ବର (ଓଡ଼ିଆ ପୁଅ) ଡ୍ରଗ୍ସ ଆଙ୍ଗେଲ ଅନୁଧ୍ୟାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଜାରି ରହିଛି।
ମୁମ୍ବାଇ ଏବଂ ଗୋଆରେ...
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ତାଙ୍କ ପତ୍ନୀ ସଙ୍ଗିତା ଦାଶଙ୍କୁ କୋରୋନା
ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ତାଙ୍କ ପତ୍ନୀ ସଙ୍ଗିତା ଦାଶଙ୍କୁ କୋରୋନା ସୁକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।...
ମନ୍ଦିର ଖୋଲାଯିବା ପ୍ରସଙ୍ଗ : ହାଇକୋର୍ଟରେ ଶୁଣାଣି; ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
କଟକ ୧୪-୯ (ଓଡ଼ିଆ ପୁଅ) ରାଜ୍ୟରେ ମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ଆସନ୍ତା ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା...
ଆଜି ସର୍ବାଧିକ – ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ –...
ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ଆଜି ସର୍ବାଧିକ - ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୫୦୦୫ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା...
ରାଜ୍ୟରେ ପୁଣି କରୋନା ନେଲା ୧୧ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୩୭ କୁ ବୃଦ୍ଧି
ଭୁବନେଶ୍ୱର ୧୪-୦୯ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୧୧ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୬୩୭ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ବଲାଙ୍ଗୀର ଜିଲ୍ଲାରୁ...
ଆଜି ସର୍ବାଧିକ – ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ଆଜି ସର୍ବାଧିକ - ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୫୦୦୫ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ...
ରାଜ୍ୟସ୍ତରୀୟ ଇ- ଲୋକ ଅଦାଳତ ୧୩୭ ମାମଲାର ଫଏସଲା
ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଉଚ୍ଚନ୍ୟାୟାଳୟ ତଥା ରାଜ୍ୟଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଏକ ରାଜ୍ୟ ସ୍ତରୀୟ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାଆଇନ୍ସେବା ପ୍ରାଧିକରଣ...
ପୂଜାମଣ୍ଡପ ଅନୁମତି ଦେବେ ଉପଜିଲ୍ଲାପାଳ ଓ ତହସିଲଦାର
ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୂଜା ମଣ୍ଡପ ଗୁଡ଼ିକଲାଗି ଅନୁମତି ପ୍ରଦାନ କରିବାକୁ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ପୁରୀପୌରାଞ୍ଚଳରେ ଉପଜିଲ୍ଲାପାଳ ଓ ଜିଲ୍ଲାର...
ଦୁଇଟି ବାଇକ ମୁହାଁମୁହିଁ ଧକ୍କା ୩ ଆହତ ଜଣେ ମୃତ
କେନ୍ଦ୍ରାପଡା ୧୩/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତ୍ତର ଆହାତ ହୋଇ ଜିଲ୍ଲା...
ଅଟକ ୫ ଓଡ଼ିଆ ଶ୍ରମିକ ଉଦ୍ଧାର
ପୁରୀ, ୧୩ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ମିଳିତ ଉଦ୍ୟମ କ୍ରମେ ତାମିଲନାଡ଼ୁରୁ ପାଞ୍ଚଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶ୍ରମିକମାନେ ବ୍ରହ୍ମଗିର ବ୍ଳକ...
୪୮ ଲକ୍ଷ ପାର – ଦେଶରେ ୯୨, ୦୭୧ ନୂଆ କରୋନା ଆକ୍ରାନ୍ତ, ୧, ୧୩୬ ମୃତ୍ୟୁ, ମୃତକଙ୍କ...
ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୨, ୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।...
ଆଜିଠୁ ମୌସୁମୀ ଅଧିବେଶନ: ଦେଶବାସୀ, ସାଂସଦଙ୍କ ମାଧ୍ୟମରେ ବାର୍ତ୍ତା ଦେବେ ଯେ, ସମଗ୍ର ଦେଶ ସୈନିକମାନଙ୍କ ସହ ଅଛନ୍ତି...
ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଆଜିଠୁ ଆରମ୍ଭ ସଂସଦରେ ମୌସୁମୀ ଅଧିବେଶନ। ଏହି ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଗୃହରେ ପହଞ୍ଚିଛନ୍ତି। କୋଭିଡ ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ...














