Home ଓଡ଼ିଶା ମନ୍ଦିର ଖୋଲାଯିବା ପ୍ରସଙ୍ଗ : ହାଇକୋର୍ଟରେ ଶୁଣାଣି; ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ...

ମନ୍ଦିର ଖୋଲାଯିବା ପ୍ରସଙ୍ଗ : ହାଇକୋର୍ଟରେ ଶୁଣାଣି; ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

104

କଟକ ୧୪-୯ (ଓଡ଼ିଆ ପୁଅ) ରାଜ୍ୟରେ ମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ଆସନ୍ତା ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.