Home Coronavirus Outbreak ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ତାଙ୍କ ପତ୍ନୀ ସଙ୍ଗିତା ଦାଶଙ୍କୁ କୋରୋନା

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ତାଙ୍କ ପତ୍ନୀ ସଙ୍ଗିତା ଦାଶଙ୍କୁ କୋରୋନା

194

ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ତାଙ୍କ ପତ୍ନୀ ସଙ୍ଗିତା ଦାଶଙ୍କୁ କୋରୋନା ସୁକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଜଣାଇଛନ୍ତିଯେ, ଗତ ୭ ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ ଅନୁରୋଧ କରିଛନ୍ତି।

ସମୀର ଟ୍ୱିଟ କରି ଲେଖିଛନ୍ତିଯେ, “ମୋର ଏବଂ ମୋ ଧର୍ମ ପତ୍ନୀ ସଙ୍ଗିତା ଦାଶଙ୍କର କରୋନା’ +ve ବାହାରିଛି ଆମେ ଏବେ ସୁସ୍ଥ ଅଛୁ। ଆମ ସଂସ୍ପର୍ଶରେ ସାତ ଦିନ ଭିତରେ ଯେଉଁମାନେ ଆସିଛନ୍ତି ‘କରୋନା’ ଟେଷ୍ଟ କରିବା ପାଇଁ ଅନୁରୋଧ କରୁଛୁ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.