Home Coronavirus Outbreak ୪୮ ଲକ୍ଷ ପାର – ଦେଶରେ ୯୨, ୦୭୧ ନୂଆ କରୋନା ଆକ୍ରାନ୍ତ, ୧, ୧୩୬...

୪୮ ଲକ୍ଷ ପାର – ଦେଶରେ ୯୨, ୦୭୧ ନୂଆ କରୋନା ଆକ୍ରାନ୍ତ, ୧, ୧୩୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୯, ୭୨୨ କୁ ବୃଦ୍ଧି

60

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୨, ୦୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୩୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮, ୪୬, ୪୨୮ କୁ ବୃଦ୍ଧି ପାଇଛି ଓ ୯, ୮୬, ୫୯୮ ସକ୍ରୀୟ ଥିବାବେଳେ ଏବଂ ୩୭, ୮୦, ୧୦୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୯, ୭୨୨ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.