Home Coronavirus Outbreak ଆଜି ସର୍ବାଧିକ – ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ –...

ଆଜି ସର୍ବାଧିକ – ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୫୫୦୦୫ କୁ ବୃଦ୍ଧି

148

ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ଆଜି ସର୍ବାଧିକ – ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୫୫୦୦୫ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୫୮
– ନୂଆ ଆକ୍ରାନ୍ତ : ୪୧୯୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୭୬
– ସ୍ଥାନୀୟ ଅଞ୍ଚଳରୁ୧୭୨୨

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୦୮
୨- ବାଲେଶ୍ୱର ଜିଲ୍ଲାରୁ – ୧୩୦
୩- ବରଗଡ଼ ଜିଲ୍ଲାରୁ – ୯୫
୪- ଭଦ୍ରକ ଜିଲ୍ଲାରୁ – ୫୩
୫- ବଲାଙ୍ଗୀର ଜିଲ୍ଲାରୁ – ୧୯୭
୬- ବୌଦ୍ଦ ଜିଲ୍ଲାରୁ – ୧୯
୭- କଟକ ଜିଲ୍ଲାରୁ – ୩୬୭
୮- ଦେବଗଡ଼ ଜିଲ୍ଲାରୁ – ୩୪
୯- ଢେଙ୍କାନାଳ ଜିଲ୍ଲାରୁ – ୮୦
୧୦- ଗଜପତି ଜିଲ୍ଲାରୁ – ୧୪
୧୧- ଗଞ୍ଜାମ ଜିଲ୍ଲାରୁ – ୪୪
୧୨- ଜଗତସିଂହପୁର ଜିଲ୍ଲାରୁ – ୯୭
୧୩- ଯାଜପୁର ଜିଲ୍ଲାରୁ – ୧୫୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୯୫
୧୫- କଳାହାଣ୍ଡି ଜିଲ୍ଲାରୁ – ୯୩
୧୬- କନ୍ଧମାଳ ଜିଲ୍ଲାରୁ – ୭୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪୩
୧୮- କେନ୍ଦୁଝର ଜିଲ୍ଲାରୁ – ୬୩
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୫୮
୨୦- କୋରାପୁଟ ଜିଲ୍ଲାରୁ – ୯୯
୨୧- ମାଲକାନଗିରି : ୨୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୩୩
୨୩- ନବଗଙ୍ଗପୁର : ୯୮
୨୪- ନୟାଗଡ଼ ଜିଲ୍ଲାରୁ – ୪୩
୨୫- ନୂଆପଡ଼ା ଜିଲ୍ଲାରୁ – ୧୧୬
୨୬- ପୁରୀ ଜିଲ୍ଲାରୁ – ୩୧୦
୨୭- ରାୟଗଡ଼ା ଜିଲ୍ଲାରୁ – ୧୩୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୩୦
୨୯- ସୋନପୁର ଜିଲ୍ଲାରୁ – ୭୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୯୫
୩୧- State Pool: ୨୧୮
ଗତକାଲି ସୁସ୍ଥ ହୋଇଥିଲେ : ୩୩୬୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୭୨୫୧୭
– ମୋଟ ଆକ୍ରାନ୍ତ ୧୫୫୦୦୫
– ମୋଟ ସୁସ୍ଛ ହୋଲେଣି ୧୧୮୬୪୨
ସକ୍ରୀୟ ଆକ୍ରାନ୍ତ : ୩୫୬୭୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.