Home 2020
Yearly Archives: 2020
ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ମଠସାହି ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଛାତ ପକାଇବା କାର୍ଯ୍ୟରେ ନିୟୋଜିତ ଦକ୍ଷିଣବାଡ ଗ୍ରାମର...
ବିରୋଧୀ ଦଳର କର୍ମୀଙ୍କୁ ରିଲିଫ୍ ମନା : ଆଇନ୍ରେ ଆଶ୍ରୟ ନେବେ ବନ୍ୟା ବିପନ୍ନ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ୍ ରାଜନଗର ପଂଚାୟତ ଅଧୀନ ଗୁରୁଦାସପୁର ଗାଁର ୭ଟି ମୂଳ ପରିବାର ରିଲିଫ୍ ପାଇବାରୁ ବଂଚିତ ହୋଇଥିବା...
ଚୋରା ମଦ ବେପାରୀକୁ କାବୁକଲେ ମହିଳା : ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ପିଟିଲେ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଣେ ଚୋରା ମଦ ବେପାରୀକୁ କେତେକ ଗ୍ରାମୀଣ ମହିଳା କାବୁ କରି ଛାଞ୍ଚୁଣୀ ଓ ହାତରେ ନିର୍ଘାତ ଛେଚିବା ସହ ମଦବୋତଲ...
କୋବିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ନେଇ ସ୍ୱତନ୍ତ୍ର ବୈଠକ ଓ ତାଲିମ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମ୍ପ୍ରତି କଟକର ଏକ କୋବିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାର ସମସ୍ତ କୋବିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା...
ଆଜି ଚିହ୍ନଟ ହେଲେ ୧୩୬ ନୂତନ କରୋନା ଆକ୍ରାନ୍ତ
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଆଜି ନୂଆ ୧୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୭୫ହଜାର ୮୦୭ଜଣଙ୍କ ନମୁନା ପରୀକ୍ଷା କରାଯିବା...
ପୁଣି ଧସିଲା ଜାତୀୟ ରାଜପଥ ଆପ୍ରୋଚ ରୋଡର ପଥର ପ୍ୟାକିଂ : ବଛିନ୍ନ ହେବ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ...
ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି ନିକଟସ୍ଥ ବୋଡକ ନିକଟରେ ପୁଣି ଗତକାଲି ରାତିରେ ବୈତରଣୀ ନଦୀ ମଧ୍ୟକୁ ଜାତୀୟ ରାଜପଥ...
ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ : ସମାଜବାଦୀ ପାର୍ଟି
ଭୁବନେଶ୍ୱର, ୨୩ା୯ (ଓଡ଼ିଆ ପୁଅ) : ୧୯୯୦ ଦଶକରେ ବିଦ୍ୟୁତ୍ ଭିତ୍ତିଭୂମିର ଘରୋଇକରଣ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ବିଶ୍ୱବ୍ୟାଙ୍କରୁ ଋଣ ଆଣି ବିଦ୍ୟୁତ୍ ଭିତ୍ତିଭୂମିର ଅଭିବୃଦ୍ଧି କରିବା ଲକ୍ଷରେ ୧୯୯୪-୯୫...
ସ୍କୁଲ୍ ଫି ସମ୍ବନ୍ଧରେ ଖୋଲାଖୋଲି ଆଲୋଚନା ପାଇଁ କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ କିଛି ପକ୍ଷଙ୍କ ଭିତିରି ବୁଝାମଣା ବିରୁଦ୍ଧରେ...
ଭୁବନେଶ୍ୱର, ୨୩ା୯ (ଓଡ଼ିଆ ପୁଅ) : କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଅଭିଭାବକମାନଙ୍କ୍ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ସମୟରେ ଏବଂ ପିଲାମାନେ ସ୍କୁଲ୍ ଯାଉ ନଥିଲେ ମଧ୍ୟ ବେସରକାରୀ ସ୍କୁଲ୍...
ଜାଲରେ ପଡିଲା ଏକ ଅଜଗର ସାପ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଆଜି ସ୍ନେକ ହେଲ୍ପ ଲାଇନ କର୍ତୁପକ୍ଷ ଏକ ବିରାଟ ଅଜଗର ସାପ କୁ ଧରି ବନବିଭାଗ କୁ ହସ୍ତାନ୍ତର କରିଛନ୍ତି। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ...
ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ଦଲାଲ୍ ମୁକ୍ତ କେବେ
ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୩/୯- ନୟାଗଡ ଜିଲ୍ଲା ରଣପୁରର ରାଜମାତା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବିଙ୍କ ଦ୍ୱାରା ଚାନ୍ଦପୁରଠାରେ ଏକ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ନିର୍ମାଣ ହୋଇଥିଲା । ଯାହାକି ଶହ ଶହ ଓଡିଶା...
ମାଗଣା LPG ଗ୍ୟାସ ସିଲିଣ୍ଡର ଖୋଜୁଛନ୍ତିକି? କେବଳ ୧ ସପ୍ତାହ ବାକି ଅଛି – ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା...
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ଆପଣ LPG ଗ୍ୟାସ ସଂଯୋଗ ଖୋଜୁଛନ୍ତି କି। ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ପାଇବାକୁ ଆପଣଙ୍କୁ ଏକ ସୁଯୋଗ ଅଛି। ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା କିମ୍ବା...
୧୩ ବର୍ଷର ବାଳକ ଫୋପାଡି ଦେଲା ୨ ବର୍ଷର ଶିଶୁକୁ, ଇଞ୍ଜିନ ତଳେ ଏମିତି ଅଟକି ଗଲା ୨...
ନୂଆ ଦିଲ୍ଲୀ ୨୩ ସେପ୍ଟେମ୍ବର (ଓଡ଼ିଆ ପୁଅ) ଗୋଟିଏ ୧୩ ବର୍ଷର ବାଳକ, ୨ ବର୍ଷର ଶିଶୁକୁ ଫୋପାଡ଼ିଦେଲା ରେଳଲାଇନକୁ। ଏହାପରେ ସେହି ଟ୍ରାକରେ ଚାଲୁଥିବା ଏକ ମାଲବାହୀ ଟ୍ରେନର ଇଞ୍ଜିନ ତଳେ...
ସ୍ୱର୍ଗଦ୍ୱାରରେ ଲାଗିଲା କୋଭିଡ୍ କଟକଣା ଫଳକ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ସ୍ୱର୍ଗଦ୍ୱାରରେ କୋଭିଡ୍ ସଂକ୍ରମଣ କୁ ଦୃଷ୍ଟି ରେ ରଖି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ପକ୍ଷରୁ ଏକ କଟକଣା ନାମ ଫଳକ ଲଗାଯାଇଛି। ସ୍ୱର୍ଗଦ୍ୱାରରେ ଅଯଥା...
ପୁରୀ ସହରରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଅନଲକ୍-୪ ରେ ସମସ୍ତ ବଜାର ଖୋଲିଯିବା ପରେ ସହର ଚଳଚଂଚଳ ହୋଇ ଉଠିଛି। ସହରରେ ଥିବା ବିଭିନ୍ନ ପରିବା ବଜାର ମାଛହାଟ, ମଲ, ମାର୍କେଟ କମ୍ପଲେକ୍ସ,...
ବରିଷ୍ଠ ଦୈତାପତି ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରେ ପତ୍ନୀ ବିନୋଦିନୀଙ୍କ ପରଲୋକ
ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ରବିବାର ଦିନ ଶ୍ରୀମନ୍ଦିର ବରିଷ୍ଠ ଦୈତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ପରଲୋକ ହୋଇଥିଲା। ତାଙ୍କର ମୃତ୍ୟୁ ର ଠିକ୍ ଦୁଇ ଦିନ ପରେ ତାଙ୍କର...
ଗାନ୍ଧୀମଣିଷ ଦୋଳଗୋବିନ୍ଦଙ୍କ ପତ୍ନୀ ମନୋରମାଙ୍କ କରୋନାରେ ସ୍ୱର୍ଗବାସ
ଭୁବନେଶ୍ୱର ତା ୧୩-୯ (ଓଡ଼ିଆ ପୁଅ) – ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଧର୍ମପତ୍ନୀ, ଭୁବନେଶ୍ୱର କପିଳପ୍ରସାଦ ଜମିଦାର ଭାଗୀରଥି ଶ୍ରୀଚନ୍ଦନଙ୍କ ଝିଅ ମନୋରମା ପ୍ରଧାନଙ୍କର...
ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୫, ୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କେକେଆର୍
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ କେକେଆର୍ର ଦ୍ୱିତୀୟ ନିବେଶ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ ବ୍ୟବସାୟ ଏବଂ ଏହାର ପରିବର୍ତ୍ତନକାରୀ ନୂଆ କମର୍ସ ମଡେଲ୍ର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବମୁମ୍ବାଇ / ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ)...
ଆପଣଙ୍କ ହ୍ଵାଟ୍ସଆପ୍ ଗତିବିଧି ଟ୍ରାକ୍ କରୁଛି ଏହି ଆପ୍ !
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ସ୍ମାର୍ଟଫୋନ୍ ୟୁଜର୍ସ ସବୁଠାରୁ ତତକ୍ଷଣାତ୍ ମେସେଜିଂ ଆପ୍ ହ୍ଵାଟ୍ସଆପ୍ ବହୁ ପରିମାଣରେ ବ୍ୟବହାର କରନ୍ତି। ବ୍ୟକ୍ତିଗତ କାମ ପାଇଁ ହେଉ କିମ୍ବା ରାଜନୈତିକ କାମ ପାଇଁ ହେଉ ବା...
ଆଜି ୩୦ ଜିଲ୍ଲାରୁ ଆଜି ୪୨୩୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ଆଜି ୪୨୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮ ରେ ପହଁଚିଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୪୮୫ ଜଣ...
କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୭୩୬
ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ଓଡ଼ିଶାରେ କରୋନା ନେଇଛି ୧୫ ମୁଣ୍ଡ। ମୋଟ ମୃତ୍ୟୁ ସଂଖ୍ୟା ୭୩୬ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।...











