Home ଓଡ଼ିଶା ସ୍ୱର୍ଗଦ୍ୱାରରେ ଲାଗିଲା କୋଭିଡ୍ କଟକଣା ଫଳକ

ସ୍ୱର୍ଗଦ୍ୱାରରେ ଲାଗିଲା କୋଭିଡ୍ କଟକଣା ଫଳକ

55

ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସ୍ୱର୍ଗଦ୍ୱାରରେ କୋଭିଡ୍ ସଂକ୍ରମଣ କୁ ଦୃଷ୍ଟି ରେ ରଖି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ପକ୍ଷରୁ ଏକ କଟକଣା ନାମ ଫଳକ ଲଗାଯାଇଛି। ସ୍ୱର୍ଗଦ୍ୱାରରେ ଅଯଥା ଭିଡ ନକରି ନିଜକୁ ଓ ଅନ୍ୟ କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି। ଯେତିକି ସଂଖ୍ୟକ ବ୍ୟକ୍ତି ଶବ ସହିତ ଆସିବା ଦରକାର ସେହି ମାନେ ହିଁ ଆସନ୍ତୁ। ସ୍ୱର୍ଗଦ୍ୱାର ରେ ମାସ୍କ ବାଧ୍ୟତାମୂଳକ ସହ ବାରମ୍ବାର ହାତ ଧୋଇବାକୁ ଅଛି। କୋଭିଡ୍ କଟକଣା କୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜନସାଧାରଣ ଙ୍କର ସୁରକ୍ଷା ପାଇଁ ଏକାଧିକ ଫଳକ ଲାଗିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.