Home ଓଡ଼ିଶା ଯୁବ ବିଜୁ ଜନତା ଦଳର ନୂଆ କର୍ମକର୍ତ୍ତା ନିଯୁକ୍ତ

ଯୁବ ବିଜୁ ଜନତା ଦଳର ନୂଆ କର୍ମକର୍ତ୍ତା ନିଯୁକ୍ତ

102

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ନୂଆ କାର୍ଯ୍ୟକର୍ତ୍ତାକୁ ନିଯୁକ୍ତ କରିଛନ୍ତି।
ଜାଣନ୍ତୁ କାହାକୁ କେଉଁ ଦାୟୀତ୍ତ୍ୱ –

କାର୍ଯ୍ୟକାରୀ ସଭାପତି – ବୈକୁଣ୍ଠନାଥ ନାଏକ
ସଚିବ – ଏଲିନା ଦାଶ
ବରିଷ୍ଠ ଉପ-ସଭାପତି
ରାଣା ପ୍ରତାପ ପାତ୍ର
ଧ୍ରୁତି ରଞ୍ଜନ ମାର୍ଥା
ଜୋସ୍ନାମୟୀ ପରିଡ଼ା
ସାରା ଓଡ଼ିଶାକୁ ୬ ଗୋଟି ଜୋନରେ ବିଭକ୍ତ କରାଯାଇଛି।
ଜୋନ୍ ସଭାପତି
ଭୁବନେଶ୍ୱର – ବିଜୟ କେତନ ସାହୁ
କଟକ – ଶୁଭ୍ରାଂଶୁ ନାରାୟଣ ମିଶ୍ର
ଗଞ୍ଜାମ – ନଚିକେତା ସ୍ୱାଇଁ
ବଲାଙ୍ଗୀର – ମଣିନ୍ଦ୍ର ମହାନ୍ତି
ସମ୍ବଲପୁର – ଦେବାଶିଷ ପରିଡା
କୋରାପୁଟ – ତାପସ ତ୍ରିପାଠୀ

ଏଥିସହିତ ଦଳ ଆଉ ୧୦ ଉପ-ସଭାପତି, ୨୮ ଜଣ ସାଧାରଣ ସମ୍ପାଦକ,୩୫ ଜଣ ସମ୍ପାଦକ, ୨୫ ଜଣ ଯୁଗ୍ମ ସମ୍ପାଦକ ନିଯୁକ୍ତ କରିଛି। ଏହାସହ ୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ସଭାପତି ମଧ୍ୟ ଚୟନ କରାଯାଇଛି।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳ ପକ୍ଷରୁ ଏହି ତାଲିକା ଘୋଷିତ ହୋଇଛି।

ଏହା ବ୍ୟତୀତ ୩୦ ଜିଲା ଏ ସାଙ୍ଗଠନିକ ଜିଲା ପାଇଁ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି।

କଟକ ଜିଲା ପାଇଁ ସିର୍ଦ୍ଧାଥ ରାୟ କାର୍ଯ୍ୟକାରୀ ସଭାପତି,

ଯାଜପୁର-ପ୍ରତାପ ମହାନ୍ତି,

ସୋନପୁର-ଅଶୋକ ନନ୍ଦ,

ପୁରୀ-ନାରାୟଣ ସ୍ୱାଇଁ,

ରାୟଗଡା-ଦେବାଶିଷ ଖାଡେଙ୍ଗା,

କଳାହାଣ୍ଡି-ଆଦିତ୍ୟ ନନ୍ଦ,

କୋରାପୁଟ-ଅମିତ ଅଗ୍ରୱାଲ,

ସୁନ୍ଦରଗଡ଼-ଦେବେନ୍ଦ୍ର ପ୍ରସାଦ ମାଝୀ,

ରାଉରକେଲା-ସୁମନବେଜ୍ ,

ଝାରସୁଗୁଡା-ପ୍ରଶାନ୍ତ ଜେନା ଏବଂ

ଗଜପତି ଜିଲାରେ ଏସ୍ ରଙ୍ଗରାଜୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.