Home ଅନୁଗୁଳ ସୁସ୍ଥ ହେଲେ ୪୦୫୨ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୪୦୫୨ କରୋନା ଆକ୍ରାନ୍ତ

106

ଭୁବନେଶ୍ୱର ୨୩-୯ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହେଇଛନ୍ତି ୪୦୫୨ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

 

୭୧୬ ଜଣ ଖୋର୍ଦ୍ଦା ଜିଲ୍ଲାରୁ,

୩୭୮ ଜଣ କଟକ ଜିଲ୍ଲାରୁ,

୧୮୨ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ,

୧୮୧ ଜଣ ପୁରୀ ଜିଲ୍ଲାରୁ,

୧୬୪ ଜଣ ଜଗତସିଂହପୁର ଜିଲ୍ଲାରୁ,

୧୫୨ ଜଣ ଯୋଜପୁର ଜିଲ୍ଲାରୁ,

୧୫୦ ଜଣ ଝାରସୁଗୁଡ଼ା ଜିଲ୍ଲାରୁ,

୧୪୬ ଜଣ ରାୟଗଡ଼ା ଜିଲ୍ଲାରୁ,

୧୩୮ ଜଣ ମୟୁରଭଞ୍ଜ ଜିଲ୍ଲାରୁ,

୧୨୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ,

୧୨୮ ଜଣ ସମ୍ବଲପୁର ଜିଲ୍ଲାରୁ,

୧୨୬ ଜଣ ସୋନପୁର ଜିଲ୍ଲାରୁ,

୧୨୨ ଜଣ ଅନୁଗୁଳ ଜିଲ୍ଲାରୁ

୧୨୧ ଜଣ ନୂଆପଡ଼ା ଜିଲ୍ଲାରୁ,

୧୧୧ ଜଣ ବାଲେଶ୍ୱର ଜିଲ୍ଲାରୁ,

୧୦୧ ଜଣ ନବରଙ୍ଗପୁର ଜିଲ୍ଲାରୁ,

୯୭ ଜଣ ବରଗଡ଼ ଜିଲ୍ଲାରୁ,

୯୧ ଜଣ କୋରାପୁଟ ଜିଲ୍ଲାରୁ,

୮୩ ଜଣ କେନ୍ଦୁଝର ଜିଲ୍ଲାରୁ,

୭୯ ଜଣ କଳାହାଣ୍ଡି ଜିଲ୍ଲାରୁ,

୭୨ ଜଣ କନ୍ଧମାଳ ଜିଲ୍ଲାରୁ,

୭୧ ଜଣ ଢେଙ୍କାନାଳ ଜିଲ୍ଲାରୁ,

୬୫ ଜଣ ଭଦ୍ରକ ଜିଲ୍ଲାରୁ,

୫୫ ଜଣ ଗଞ୍ଜାମ ଜିଲ୍ଲାରୁ,

୪୫ ଜଣ ନୟାଗଡ଼ ଜିଲ୍ଲାରୁ,

୪୪ ଜଣ ବଲାଙ୍ଗୀର ଜିଲ୍ଲା

୩୬ ଜଣ ମାଲକାନଗିରି

୨୦ ଜଣ ଦେବଗଡ଼ ଜିଲ୍ଲାରୁ,

୧୭ ଜଣ ବୌଦ୍ଦ ଜିଲ୍ଲାରୁ,

୧୫ ଜଣ ଗଜପତିଜିଲ୍ଲାରୁ,

୨୧୭ ଜଣ State Poolରୁ

ତେବେ ଏ ପର୍ଯ୍ୟନ୍ତ ୧୫୭୨୬୫ ଜଣ ସୁସ୍ଥ ହେଲେଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.