Home କୋରାପୁଟ    କରୋନା ଯୋଦ୍ଧାଙ୍କୁ କୋଭିଡ ସୁରକ୍ଷା କିଟ ପ୍ରଦାନ

   କରୋନା ଯୋଦ୍ଧାଙ୍କୁ କୋଭିଡ ସୁରକ୍ଷା କିଟ ପ୍ରଦାନ

33

କୋରାପୁଟ ୧୧-୦୫(ଓଡିଆ ପୁଅ /ରଂଜନ ଦାସ)ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସୀମାରେ କାର୍ଯ୍ୟ କରୁଥିବା  କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା  ଜରୁରୀକାଳୀନ କାର୍ଯ୍ୟାଳୟ  ତରଫରୁ ବିଭିନ୍ନ କୋଭିଡ ସୁରକ୍ଷା ସାମଗ୍ରୀ ୍େ‌ଯାଗାଇ ଦିଆଯାଇଥିବା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶରେ ବିଭାଗ ଓଡିଶା-ଆନ୍ଧ୍ର ସୀମା ସୁଙ୍କି,ବନ୍ଧୁଗାଁ,ଚାଟୁଆ ଓ ଛତିଶଗଡ ସୀମାର ଚାନ୍ଦିଲିରେ କାର୍ଯ୍ୟରତପୋଲିସ,ସ୍ୱାସ୍ଥ୍ୟ,ରାଜସ୍ୱ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଫେସମାସ୍କ,ଗ୍ଲୋଭଓ ସାନିଟାଇଜ୍ ଯୋଗାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.