Home ଓଡ଼ିଶା ଚାନ୍ଦପୁର ପୋଲିସ୍ ଦ୍ୱାରା ଡ୍ରେସ୍ ଦୋକାନ ସିଲ୍ ୧୧ ହଜାର ଟଙ୍କା ଜୋରିମାନା  ଆଦାୟ

ଚାନ୍ଦପୁର ପୋଲିସ୍ ଦ୍ୱାରା ଡ୍ରେସ୍ ଦୋକାନ ସିଲ୍ ୧୧ ହଜାର ଟଙ୍କା ଜୋରିମାନା  ଆଦାୟ

61

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ କରୋନା କଟକଣା କୁ ବେଖାତିର୍ କରି ଚାଲିଥିବା ଅମାନିଆ ମାନଙ୍କୁ ସାବାଡ୍ କରିବା ପାଇଁ ମେ ୧୧ ତାରିଖରେ ପଦକ୍ଷେପ ନିଆଯାଇଛି ।

ଏଥିରେ ମାଜଷ୍ଟ୍ରେଟ୍ ଭାବେ ରଣପୁର ଅତିରିକ୍ତ ତହସିଲ୍‌ଦାର୍ ଅଶୋକ କୁମାର ପଟ୍ଟନାୟକ , ଚାନ୍ଦପୁର ଥାନା ପୋଲିସ୍ ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ ମିଳିତ ଚଢାଉ କରିଥିଲେ । ଚଢାଉ ରେ ଏକ ଡ୍ରେସ୍ ହାଉସ୍ ସିଲ୍ କରିବା ସହ ୧୧ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣା ପଡିଛି । ଯାହା ଫଳରେ ଅମାନିଆ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.