Home ଓଡ଼ିଶା ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦପରେ ଆଳୁ ପିଆଜର ଅହେତୁକ ମୂଲ୍ୟବୃଦ୍ଧି

ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦପରେ ଆଳୁ ପିଆଜର ଅହେତୁକ ମୂଲ୍ୟବୃଦ୍ଧି

422

କେନ୍ଦ୍ରାପଡା ୧୮/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ଓ ପିଆଜକୁ ବାଦ ଦେବା ପରେ ଏହାର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା ଦେଖାଯାଇଛି। ବର୍ତ୍ତମାନ ବଜାରରେ ଆଳୁ କିଲୋ ପ୍ରତି ୩୫ଟଙ୍କା ଦରରେ ବିକ୍ରୀ କରାଯାଉଥିବା ବେଳେ ପିଆଜର କିଲୋ ପ୍ରତି ଦର ୩୦ଟଙ୍କାରେ ପହଁଚିଛି। ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ପଡିଥିବାରୁ ଜିଲ୍ଲା ପ୍ରଶାସନର ଏହା ଉପରେ କୌଣସି ନିୟନ୍ତ୍ରଣ ରହୁନଥିବା ଯୋଗୁଁ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିବା ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.