ଜାତିଭିତିକ ସଂରକ୍ଷଣ ବ୍ୟବସ୍ଥା ଉଛେଦଦାବିରେ ବ୍ରାହ୍ମଣ ପରିଷଦ ବିକ୍ଷୋଭ

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : -ଜାତିଭିତିକ ସଂରକ୍ଷଣ ବ୍ୟବସ୍ଥା ଉଛେଦ ଦାବିରେ ଆନ୍ଦୋଳନ କରିଛି ଓଡିଶା ବୈଠକ ବ୍ରାହ୍ମଣ ପରିଷଦ। ମଙ୍ଗଳବାର ପୂର୍ବାହ୍ନରେ ଏ ନେଇ ସିଂହ ଦ୍ୱାର ସମ୍ମୁଖରେ ପରିଷଦର କର୍ମକର୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସମ୍ବିଧାନରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଏହାକୁ ସମ୍ମାନ ନେଇ ଆରକ୍ଷର ବ୍ୟବସ୍ଥାକୁ ଉଛେଦ କରିବାକୁ ପରିଷଦ ଦାବି କରିଛି। ଉଚ୍ଚ ନିଚ୍ଚ ଭେଦ ଭାବରୁ ଉଦ୍ଧ୍ୱର୍ରେ ରହି ସଂରକ୍ଷଣ ବ୍ୟବସ୍ଥାକୁ ଉଛେଦ କରାଯାଉ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କୁ ସମାନ ଅଧିକାର କରିବାକୁ ଦାବି କରିଛି ପରିଷଦ। ଓଡିଶା ବୈଠକ ବ୍ରାହ୍ମଣ ମହାସଭାର ପରିଷଦର…

"ଜାତିଭିତିକ ସଂରକ୍ଷଣ ବ୍ୟବସ୍ଥା ଉଛେଦଦାବିରେ ବ୍ରାହ୍ମଣ ପରିଷଦ ବିକ୍ଷୋଭ"

ନିମାପଡ଼ାରେ ବିଶାଳ ମହିଳା ସମ୍ମିଳନୀ

ଭୁବନେଶ୍ୱର ୧୧-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଚଅଁରପଦା ମେଲନ ପଡ଼ିଆ ନିକଟରେ ବିଜେପି ନିମାପଡା ପକ୍ଷରୁ ଏକ ବିରାଟ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଗୋପ ଏବଂ ନିମାପଡା ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ ଏବଂ ଅନୁ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

"ନିମାପଡ଼ାରେ ବିଶାଳ ମହିଳା ସମ୍ମିଳନୀ"

ସାଗରମାଳା ଯୋଜନାରେ ନିର୍ମାଣ ହେବ ୪୫୧ କିମି ଉପକୂଳ ରାଜପଥ ଜିଲ୍ଲାପାଳ

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : -ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ୪୫୧ କିଲୋମିଟର ଦୀର୍ଘ ଉପକୂଳ ରାଜପଥ ନିର୍ମାଣ ନେଇ ପ୍ରକିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ପାଳ ଅରବିନ୍ଦ ଅଗ୍ରୱାଲ। ଏହି ରାଜପଥ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। ପୁତ ସଚିବ ନନ୍ଦିନୀ କାନ୍ତ ପ୍ରଧାନ, ଇଡକୋର ସିଏମଡି ସଂଜୟ ସିଂ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଜାତୀୟ ପଥ କର୍ତୃପକ୍ଷ ବୈଠକରେ ଯୋଗ ଦେଇଥିଲେ। ଏ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଉପକୂଳ ରାଜପତ…

"ସାଗରମାଳା ଯୋଜନାରେ ନିର୍ମାଣ ହେବ ୪୫୧ କିମି ଉପକୂଳ ରାଜପଥ ଜିଲ୍ଲାପାଳ"

ରବିଧାନ ସଂଗ୍ରହ ନିମନ୍ତେ କେନ୍ଦାଞ୍ଚଳ ରାଜସ୍ୱ ପ୍ରଭାଗୀୟ ଜିଲ୍ଳାପାଳ ସମ୍ମିଳନୀ ଅନୁଷ୍ଠିତ

ପୁରୀ, ୦୭/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ରବିଧାନ ସଂଗ୍ରହ ୨୦୧୭-୧୮ ନିମନ୍ତେ କେନ୍ଦାଞ୍ଚଳ ରାଜସ୍ୱ ପ୍ରଭାଗୀୟ ଜିଲ୍ଲାପାଳ ସମ୍ମିଳନୀ ଶୁକ୍ରବାରଦିନ ପୁରୀ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୈାଇଯାଇଛି। କେନ୍ଦାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଡିଭି ସ୍ୱାମୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲୋ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ସମ୍ମିଳନୀରେ ଯୋଗଦେଇ ରବିଧାନ ସଂଗ୍ରହ ବିଷୟରେ କହିଥିଲେ।ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ନାମ ପଞ୍ଜିକରଣ ବ୍ୟବସ୍ଥା କରିବା ଏବଂ ଏକର ପିଛା ଚାଷିମାନେ ୨୪ କୁଟାଂଲ୍ ରବିଧାନ ବିକ୍ରି କରିପାରିବେ ବୋଲି ସେ କହିଥିଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ୫୪ଲକ୍ଷ ମେଟ୍ରିକ୍…

"ରବିଧାନ ସଂଗ୍ରହ ନିମନ୍ତେ କେନ୍ଦାଞ୍ଚଳ ରାଜସ୍ୱ ପ୍ରଭାଗୀୟ ଜିଲ୍ଳାପାଳ ସମ୍ମିଳନୀ ଅନୁଷ୍ଠିତ"

ଏସ୍ ସି ଏସ୍, ଏମ୍ ବି ଏ ଓ ବି ବି ଏ ବିଭାଗ ବାର୍ଷିକ ଉତ୍ସବ

ପୁରୀ, ୦୭/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଏସ୍ ସି ଏସ୍ କଲେଜ୍ ଏମ୍ ବି ଏ ଓ ବି ବି ଏ ବିଭାଗର ବାର୍ଷିକ ସାଂସ୍କୃତିକ ମହୋତ୍ସବ ଅଭିନନ୍ଦନ ପୌରସଦନରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ପ୍ରଫେସର ଲକ୍ଷ୍ମୀଧର ମିଶ୍ର ଉତ୍ସବକୁ ପ୍ରଦିପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ପାଠପଢା ସହ କଳାତ୍ମକ ଦିଗ ପ୍ରତି ଆଗ୍ରହ ଛାତ୍ରଛତ୍ରୀଙ୍କ ଭବିଷ୍ୟତକୁ ହର୍ଷୋତ‌ଫୁଲିତ କରିବ ବୋଲି ମତ ପ୍ରକାଶ କରିଥିଲୋ ବିଭାଗୀୟ ସଂଯୋଜିତ ଡଃ ତ୍ରିଲୋଚନ ମିଶ୍ର ପାଠସହିତ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ ସେମାନଙ୍କ ବ୍ୟକ୍ତିତ୍ୱକୁ ଅଧିକ ପରିପୃଷ୍ଠ କରିବ ବୋଲି ମତ ଦେଇଥିଲୋ ବରିଷ୍ଟ ଅଧ୍ୟାପକ ଶଙ୍କର୍ଷଣ ଦାସ…

"ଏସ୍ ସି ଏସ୍, ଏମ୍ ବି ଏ ଓ ବି ବି ଏ ବିଭାଗ ବାର୍ଷିକ ଉତ୍ସବ"

ଗଙ୍ଗାଧର ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ

ପୁରୀ, ୦୭/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପ୍ରତିବର୍ଷ ପରି ଚଳିତବର୍ଷ ଗଙ୍ଗାଧର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବିଶିଷ୍ଟ ସ୍ୱାଧୀନତା ସହଗ୍ରାମୀ, ଓଡିଶାର ପ୍ରିୟ ଜନନେତା, ଆଇନ୍ଜୀବୀ ପୂର୍ବତନ ମନ୍ତୀ ଗଙ୍ଗାଧର ମହାପାତ୍ରଙ୍କ ଦ୍ୱାଦଶତମ ରାଜ୍ୟସ୍ତରିୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୂର୍ବତନ କୂଳପତି ଡଃ ନୀଳକଣ୍ଠ ପତିଙ୍କ ଅଧ୍ୟକ୍ଷତାରେ ଆଯୋଜିତ ଏହି ସ୍ମୃତି ଚାରଣ ସଭାରେ ଓଡିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏ ଏସ୍ ନାଇଡୁ ଉଦ୍ଘାଟନୀ ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତାଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ଅତିଥିଭାବେ ପ୍ରଶାସକ ଦିଗମ୍ବର ମହାନ୍ତି, ମେଜର ଜେନେରାଲ୍ ବସନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।…

"ଗଙ୍ଗାଧର ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ"

ଓଡିଆରେ ନାମଫଳକ ନଲେଖିଲେ ଆଦାୟ ହେବ ଜରିମାନା

ପୁରୀ, ୦୬/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଓଡିଆ ଭାଷାରେ ନାମ ଫଳକ ଲେଖିବାକୁ ରାଜ୍ୟ ସରକାର ନେଇଥିବା କ୍ୟାବିନେଟ୍ ନିଷ୍ଫତି କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଶୁକ୍ରବାରଦିନ ସ୍ଥାନୀୟ ଗୋପବନ୍ଧୁ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲ୍ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଳାପାଳ ଶ୍ରୀ ଅଗ୍ରୱାଲ୍ ଯୋଗଦେଇ ତୁରନ୍ତ କିଭଳି ସରକାରଙ୍କ ନିଷ୍ପତି କୁ କାର୍ଯ୍ୟକାରୀ କରାଯିବ ସେ ସଂମ୍ପର୍କରେ ଉପସ୍ଥିତ ଏନଜିଓ ସଂଗଠନ, ହୋଟେଲ୍ ମାଲିକ.କାଉନ୍ସିଲର ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶାସନ ଚାହିଁଲେ ଏହା ସଫଳ ହେବ ନାହିଁ, ଲୋକମାନେ ସ୍ୱତସ୍ଫୃତ ଭାବେ ନିଜ ଭାଷାକୁ ବଞ୍ଚାଇବାକୁ…

"ଓଡିଆରେ ନାମଫଳକ ନଲେଖିଲେ ଆଦାୟ ହେବ ଜରିମାନା"

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ

ଭୁବନେଶ୍ୱର ୭-୪ (ଓଡ଼ିଆ ପୁଅ) ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜୁ ଯୁବ ଓ ଛାତ୍ର ସଙ୍ଗଠନପକ୍ଷକୁ କୁହାଯାଇଛିଯେ, ଆର୍ନ୍ତଜାତିକ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟବାସୀ କେନ୍ଦ୍ରର ଉଦାସୀନତା ପାଇଁ ଏହାର ସୁଫଳ ପାଇ ପାରୁ ନାହାଁନ୍ତି। ବିଜେଡି ପକ୍ଷରୁ ଆଜି ପୁରୀ, ସମ୍ବଲପୁର, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଆନ୍ଦୋଳନ କରାଯାଇଥିଲା।

"ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ"

ମିଳିତ ମଚଂର ଖାତା ମୂଲ୍ୟାୟନ ବର୍ଜନ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : -ବୁଧବାର ଠାରୁ ଆରମ୍ଭ ହୋଇଛି +୨ ପରିକ୍ଷା ଖାତା ମୂଲ୍ୟାୟନ। ତେବେ ଖାତା ମୂଲ୍ୟାୟନକୁ ବର୍ଜନ କରିଛି ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏସ୍ ଏସି ଏସ୍ କଲେଜ୍ ମୂଲ୍ୟାୟନ କେନ୍ଦ୍ର ଫାଟକ ନିକଟରେ ଧାରଣା ଦେବା ସହ ମୂଲ୍ୟାୟନ ବର୍ଜନ କରିଛନ୍ତି ମିଳିତ ମଞ୍ଚର ସଦସ୍ୟ। ମିଳିତ ମଚଂର ଆବାହକ ମହେନ୍ଦ୍ର ରଣସିଂହ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶଙ୍କର ସୁବୁଦ୍ଧି, ସୁକାନ୍ତ ବେହେରା, ସୁରଜ ସ୍ୱାଇଁ, ଦେବାଶିଷ୍ ଜେନା, ବିଶ୍ୱନାଥ ସୀମନ୍ତରାୟ ଦେବଦତ୍ତ ମିଶ୍ର, ସରୋଜିନୀ ମିଶ୍ର କୃଷ୍ଣ ଦାଶ, ଜାମିନି କାନ୍ତ ନାୟକ। ଶୈଳେନ୍ଦ୍ର ସେନାପତି, ମାନସ ରଂଜନ…

"ମିଳିତ ମଚଂର ଖାତା ମୂଲ୍ୟାୟନ ବର୍ଜନ"

ତ୍ରିଶକ୍ତି କ୍ଲବ ସମ୍ବର୍ଦ୍ଧନା ସଭା

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବାଲି ସାହି ତ୍ରିଶକ୍ତି କ୍ଲବ ଆନୁକଳଲ୍ୟରେ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମରେ ନବନିଯୁକ୍ତ ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପେକ୍ଷୀରେ ଶ୍ରୀଦାସ ମହାପାତ୍ରଙ୍କୁ ଦକ୍ଷୀଣକାଳୀ ଛକ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ତେଲି ପଡିଆ ନିକଟକୁ ପାଛୋଟି ନେଇଥିଲେ। କୁବେର ମଣ୍ଡପରେ ଆଯୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିଲେ ତ୍ରିଶକ୍ତି କ୍ଳବର ସଂପାଦକ ନାରାୟଣ ସାହୁ, ନିଜର ସ୍ୱାଗତ ଭାଷଣରେ ଆଗାମୀ ଦିନରେ କ୍ଲବ୍ର ଉନ୍ନତି କଲେ କାର୍ଯ୍ୟ ତ୍ୱରାନୀତ କରିବାକୁ ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ କ୍ଲବ ପଡରୁ କର୍ମକର୍ତା ଓ ସଦସ୍ୟମାନେ ଶ୍ରୀ…

"ତ୍ରିଶକ୍ତି କ୍ଲବ ସମ୍ବର୍ଦ୍ଧନା ସଭା"