Home Top News ୧୬ ଅଗଷ୍ଟରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

୧୬ ଅଗଷ୍ଟରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

32

ପୁରୀ ୪-୮ (ଓଡ଼ିଆ ପୁଅ) ୧୬ ଅଗଷ୍ଟରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଜଗନ୍ନାଥ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାଶନ। ପୁରୀର ବାହାର ଲୋକଙ୍କ ପାଇଁ ୨୩ ଅଗଷ୍ଟ ୨୦୨୧ ରୁ ଦର୍ଶନ ପାଇଁ ଅନୁମତି ମିଳିବ। ପ୍ରଥମ ପାଞ୍ଚଦିନ କେବଳ ପୁରୀ ଲୋକଙ୍କ ପାଇଁ ଖୋଲିବ। ୨ୟ ଡୋଜ୍ ସାର୍ଟିଫିକେଟ୍ ଏବଂ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହେବ।

ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡର ପ୍ରଥମ ଲହର ପରେ ଯେଭଳି ଏସଓପି ଆଧାରରେ ଭକ୍ତ ଠାକୁର ଦର୍ଶନ କରୁଥିଲେ, ସେହିଭଳି କଟକଣାରେ ଦର୍ଶନ କରିବାକୁ ପ୍ରସ୍ତାବ ପାରିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.