Home Coronavirus Outbreak ରାଜ୍ୟରେ ଆଜି ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ଆଜି ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ୍ୟୁ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

60

ଭୁବନେଶ୍ୱର ୩୦-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୧୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୧୫୫୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୦୪
– ସ୍ଥାନୀୟ ଅଞ୍ଚଳରୁ୬୫୪
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୮୦
୨- ବାଲେଶ୍ୱର ଜିଲ୍ଲାରୁ – ୯୭
୩- ବରଗଡ଼ ଜିଲ୍ଲାରୁ – ୬
୪- ଭଦ୍ରକ ଜିଲ୍ଲାରୁ – ୪୨
୫- ବଲାଙ୍ଗୀର ଜିଲ୍ଲାରୁ – ୧୦
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ – ୨୪୧
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୨୩
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୭
୧୨- ଜଗତସିଂହପୁର ଜିଲ୍ଲାରୁ – ୬୭
୧୩- ଯାଜପୁର ଜିଲ୍ଲାରୁ – ୭୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭
୧୫- କଳାହାଣ୍ଡି ଜିଲ୍ଲାରୁ – ୮
୧୬- କନ୍ଧମାଳ ଜିଲ୍ଲାରୁ – ୧୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୫
୧୮- କେନ୍ଦୁଝର ଜିଲ୍ଲାରୁ – ୧୪
୧୯- ଖୋର୍ଦ୍ଦାରୁ: ୪୭୯
୨୦- କୋରାପୁଟ ଜିଲ୍ଲାରୁ – ୨
୨୧- ମାଲକାନଗିରି : ୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୧
୨୩- ନବରଙ୍ଗପୁର ଜିଲ୍ଲାରେ: ୧୩
୨୪- ନୟାଗଡ଼ ଜିଲ୍ଲାରୁ – ୨୫
୨୫- ନୂଆପଡ଼ା ଜିଲ୍ଲାରୁ – ୨
୨୬- ପୁରୀ ଜିଲ୍ଲାରୁ – ୮୨
୨୭- ରାୟଗଡ଼ା ଜିଲ୍ଲାରୁ – ୮
୨୮- ସମ୍ବଲପୁର ଜିଲ୍ଲାରୁ – ୧୪
୨୯- ସୋନପୁର ଜିଲ୍ଲାରୁ – ୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୮
୩୧- State Pool: ୧୦୩
– ନୂଆ ସୁସ୍ଥ ହୋଇଥିଲେ୨୦୩୯
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୫୯୫୦୪୪୪
– ମୋଟ ଆକ୍ରାନ୍ତ ୯୭୫୬୯୦
– ମୋଟ ସୁସ୍ଛ ହୋଲେଣି ୯୫୩୦୮୮
– ସକ୍ରୀୟ ଆକ୍ରାନ୍ତ – ୧୬୭୧୫

ରାଜ୍ୟରେ ଆଜି ୬୬ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୫, ୮୩୪କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବାଲେଶ୍ୱର ୨ ଜଣ,

ଭଦ୍ରକ ୬ ଜଣ,

ବୌଦ୍ଧ ୧ ଜଣ,

କଟକ ୧୦ ଜଣ,

ଦେବଗଡ଼ ୧ ଜଣ,

ଗଜପତି ୧ ଜଣ,

ଗଞ୍ଜାମ ୪ ଜଣ,

ଜଗତସିଂହପୁର ୪ ଜଣ,

ଯାଜପୁର ୫ ଜଣ,

ଝାରସୁଗୁଡ଼ା ୨ ଜଣ,

କଳାହାଣ୍ଡି ୧ ଜଣ,

କନ୍ଧମାଳ ୧ ଜଣ,

କେନ୍ଦ୍ରାପଡା ୨ ଜଣ,

ଖୋର୍ଦ୍ଧା ୮ ଜଣ,

କୋରାପୁଟ ୧ ଜଣ,

ମୟୁରଭଞ୍ଜ ୨ ଜଣ,

ପୁରୀ ୪ ଜଣ,

ସୁନ୍ଦରଗଡ ୧୧ ଜଣ,

ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି।

ଜିଲ୍ଲାୱାରୀ ସମ୍ପୂର୍ଣ୍ଣ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୨, ୫୧୪ [+୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୬୭ [+୮୦] ଜଣ ସକ୍ରୀୟ ଅଛନ୍ତି। ୪୧, ୮୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୭, ୯୧୩ [+୯୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୭୭ [+୯୫] ଜଣ ସକ୍ରୀୟ ଅଛନ୍ତି। ୩୬, ୬୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୦, ୬୯୫ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୨ [+୬] ଜଣ ସକ୍ରୀୟ ଅଛନ୍ତି। ୩୦, ୨୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୫, ୨୮୮ [+୪୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୪ [+୩୬] ଜଣ ସକ୍ରୀୟ ଅଛନ୍ତି। ୨୪, ୫୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ [+୬] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୧୬୮ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨ [+୧୦] ଜଣ ସକ୍ରୀୟ ଅଛନ୍ତି। ୨୩, ୦୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୫୦୪ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨ [+୨] ଜଣ ସକ୍ରୀୟ ଅଛନ୍ତି। ୧୨, ୩୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୮୬, ୩୯୪ [+୨୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୧୯୧ [+୨୩୧] ଜଣ ସକ୍ରୀୟ ଅଛନ୍ତି। ୮୩, ୮୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୫ [+୧୦] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୧୫୧ [+୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫ [+୮] ଜଣ ସକ୍ରୀୟ ଅଛନ୍ତି। ୬, ୦୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୧୯, ୦୩୨ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୫ [+୨୩] ଜଣ ସକ୍ରୀୟ ଅଛନ୍ତି। ୧୮, ୪୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୪୮୨ [+୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪ [+୨] ଜଣ ସକ୍ରୀୟ ଅଛନ୍ତି। ୯, ୩୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୩, ୪୧୬ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ [+୩] ଜଣ ସକ୍ରୀୟ ଅଛନ୍ତି। ୩୨, ୮୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩୫ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୫, ୨୧୦ [+୬୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୫୭ [+୬୩] ଜଣ ସକ୍ରୀୟ ଅଛନ୍ତି। ୨୪, ୪୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୬ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୧, ୦୦୬ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୫ [+୭୩] ଜଣ ସକ୍ରୀୟ ଅଛନ୍ତି। ୩୯, ୯୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୧ [+୫] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୩, ୫୮୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯ [+୫] ଜଣ ସକ୍ରୀୟ ଅଛନ୍ତି। ୨୩, ୩୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୩ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୧୨୭ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦ [+୭] ଜଣ ସକ୍ରୀୟ ଅଛନ୍ତି। ୨୩, ୮୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୨୮୯ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୯ [+୧୭] ଜଣ ସକ୍ରୀୟ ଅଛନ୍ତି। ୧୧, ୦୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୩ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୩, ୨୭୭ [+୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୪ [+୩୩] ଜଣ ସକ୍ରୀୟ ଅଛନ୍ତି। ୨୨, ୫୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୦, ୩୪୦ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୯ [+୧୪] ଜଣ ସକ୍ରୀୟ ଅଛନ୍ତି। ୨୦, ୦୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୪୯, ୪୧୭ [+୪୭୯] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୬୬୧ [+୪୭୧] ଜଣ ସକ୍ରୀୟ ଅଛନ୍ତି। ୧, ୪୩, ୬୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧, ୧୩୮ [+୮] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୮, ୮୧୫ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୦ [+୧] ଜଣ ସକ୍ରୀୟ ଅଛନ୍ତି। ୧୮, ୫୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୪୫୪ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ [+୫] ଜଣ ସକ୍ରୀୟ ଅଛନ୍ତି। ୧୧, ୩୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩୮, ୫୯୬ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩୯ [+୩୯] ଜଣ ସକ୍ରୀୟ ଅଛନ୍ତି। ୩୭, ୮୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୫ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୪୨୪ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭ [+୧୩] ଜଣ ସକ୍ରୀୟ ଅଛନ୍ତି। ୨୩, ୩୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୨, ୪୪୮ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୪ [+୨୫] ଜଣ ସକ୍ରୀୟ ଅଛନ୍ତି। ୨୧, ୮୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୨, ୭୮୪ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩ [+୨] ଜଣ ସକ୍ରୀୟ ଅଛନ୍ତି। ୨୨, ୬୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୩, ୧୯୬ [+୮୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୧ [+୭୮] ଜଣ ସକ୍ରୀୟ ଅଛନ୍ତି। ୪୧, ୯୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୦ [+୪] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୯, ୭୫୬ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୬ [+୮] ଜଣ ସକ୍ରୀୟ ଅଛନ୍ତି। ୧୯, ୪୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୦, ୪୪୮ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୪ [+୧୪] ଜଣ ସକ୍ରୀୟ ଅଛନ୍ତି। ୩୦, ୧୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୦୨୯ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୩ [+୮] ଜଣ ସକ୍ରୀୟ ଅଛନ୍ତି। ୧୨, ୮୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୦, ୭୦୯ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୯୩ [+୧୭] ଜଣ ସକ୍ରୀୟ ଅଛନ୍ତି। ୫୯, ୭୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨୦ [+୧୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୨୬, ୨୨୬ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୯୮୬ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୨୫, ୨୪୦ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.