Home Authors Posts by Bijay Kumar Pattanaik

Bijay Kumar Pattanaik

793 POSTS 0 COMMENTS

କଂଗ୍ରେସର ବନ୍ଦ ଡ଼ାକରାର ଆଂଶିକ ପ୍ରଭାବ

0
ପୁରୀ, ୧୫ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପେଟ୍ରାଲ, ଡ଼ିଜେଲ ଓ ଗ୍ୟାସ୍‌ର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ବିରୋଧ ପୁରୀଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରୀରେ ବନ୍ଦ ପାଳନ କରାଯାଇଥିଲା। ଆନ୍ଦୋଳନକାରୀ ଅନୁରୋଧ...

ପୁଲିସ ହାଜରରେ ଗଳାକାଟି ଅତ୍ମହତ୍ୟା ଉଦ୍ୟମ

0
ପୁରୀ, ୧୫ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ତାଳବଣିଆ ପୁଲିସ ହାଜତରେ ଥିବା ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ପୂର୍ଣ୍ଣକୁ ସଦର ମୁଖ୍ୟ ଚିକିତ୍ସାଳୟରେ...

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ – ଜାଣନ୍ତୁ ଅନନ୍ୟ ପରମ୍ପରା ବିଷୟରେ

0
ପୁରୀ ୧୩-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ପରମ୍ପରା ଅନୁଯାୟୀ ମାଘମାସ...

ସୁରକ୍ଷାବଳୟ ପ୍ରକଳ୍ପ ସମ୍ପର୍କିତ ଜନଶୁଶାଶି ଶିବିର

0
ପୁରୀ, ୧୨-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିର ସୁରକ୍ଷାବଳୟ ଉନ୍ନତି କରଣ ଲାଗି ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତ ପୁର୍ନବାସ ଓ ଥଇଥାନ ପସନ୍ଦ ଚୟନ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ଡ଼କାୟତ ଯୋଜନା ପଣ୍ଡ: ୭ ଗିରଫ

0
ପୁରୀ, ୧୨ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଡ଼କାୟତି ଲାଗି ଯୋଜନା କରୁଥିବା ୭ ଜଣଙ୍କୁ ଟାଉନ୍‌ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ଖଣ୍ଡା, ଗୋଟିଏ ଦେଶୀ ପିସ୍ତଲ, ଦୁଇଟି...

ପୁରୀ ପୁଲିସ ପକ୍ଷରୁ ମକ୍ ଡ୍ରିଲ

0
ପୁରୀ, ୧୨ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପ୍ରତ୍ୟେହ ଦର୍ଶନାର୍ଥଙ୍କ ଲାଗି ଶ୍ରୀମନ୍ଦିର ଖୋଲାଯିବା ନିଷ୍ପତ୍ତିପରେ ଆଜି ଠାରୁ ପୁରୀରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକହେବ ପ୍ରବଳ ଭିଡ଼। ଭିଡ଼ ନିୟନ୍ତ୍ରଣକୁ ଆଖି ଆଗରେ ରଖି ଭିଡ଼...

ଆଜିଠାରୁ ଭକ୍ତଙ୍କ ଲାଗି ନିୟମିତ ଖୋଲିବ ଶ୍ରୀମନ୍ଦିର

0
ପୁରୀ, ୧୨-୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଏଣିକି ଭକ୍ତମାନଙ୍କ ଦର୍ଶନ ଲାଗି ପ୍ରତ୍ୟେହ ଶ୍ରୀମନ୍ଦିର ଖୋଲିବ। ଆଜି ୧୨ ତାରିଖ ଠାରୁ ପ୍ରତିଦିନ ଭକ୍ତମାନେ ଶ୍ରୀମନ୍ଦରିରେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ। ଫଳରେ ଆସନ୍ତା ରବିବାର ଶ୍ରଦ୍ଧାଳୁମାନେ...

ହେବନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

0
ପୁରୀ, ୯ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଚଳିତବର୍ଷ ନାଗାର୍ଜୁନ ବେଶ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁଥିବା ବିଭିନ୍ନ ପର୍ବପର୍ବାଣୀର ଅନୁମୋଦନ...

ଆନନ୍ଦବଜାରରେ ଏଣିକି ମିଳିବ ମହାପ୍ରସାଦ

0
ପୁରୀ, ୭ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆନନ୍ଦ ବଜାରରେ ବସି ଭକ୍ତମାନେ ଏଣିକି ମହାପ୍ରସାଦ ସେବନ କରିପାରିବେ। ଆନନ୍ଦ ବଜାର ଭିତରେ ମହାପ୍ରସାଦ ବିକ୍ରି କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ...

ଏନ୍‌ଏମ୍‌ଏ ବିଜ୍ଞପ୍ତିକୁ ବିରୋଧ: ସେବାୟତଙ୍କ ବିକ୍ଷୋଭ, ପତ୍ର ଲେଖିଲେ ମୁଖ୍ୟ ପ୍ରଶାସକ

0
ପୁରୀ, ୭ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣକୁ ଏନ୍‌ଏମ୍‌ଏ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ପ୍ରତିବାଦରେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଇପିଏଫ୍ ନିୟମ ମାନୁନାହାଁନ୍ତି ସୁରଜମଲ୍ଲ ସାହା କଲେଜ କର୍ତ୍ତୁପକ୍ଷ

0
ପୁରୀ, ୭ା୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଇପିଏଫ୍ ନିୟମ ଅବମାନନା କରି ସୁରଜମଲ୍ଲ ସାହା ମହାବିଦ୍ୟାଳୟ କର୍ତ୍ତୁପକ୍ଷ କର୍ମଚାରୀମାନଙ୍କ ଭବିଷ୍ୟନିଧି ଅର୍ଥ ଜମା କରୁନଥିବା ଅଭିଯୋଗ ହୋଇଛି। ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଭବିଷ୍ୟନିଧି...

ବିଳମ୍ବିତ ରାତ୍ରିରେ ଅଜଣା ଗାଡ଼ି ଧକ୍କାରେ ଦୁଇଟି ହରିଣ ଆହତ

0
ପୁରୀ ୧-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ କୋଣାର୍କ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଜଣା ଗାଡ଼ିଧକ୍କାରେ ଦୁଇଟି ହରିଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ କିନ୍ତୁ ବନବିଭାଗ...

ରାଜ୍ୟସ୍ତରୀୟ ଦୁଇ ଦିନିଆ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ

0
ପୁରୀ ୨୮-୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିନିମନ୍ତେ ନିର୍ବାଚନ ଅଧିକାରୀ ଓ ନୋଡାଲ ଅଫିସର ମାନଙ୍କ...

ସଫେଇ ଅଭିଯାନ ସଂପର୍କରେ ଆଲୋଚନା ଅନୁଷ୍ଠିତ

0
ପୁରୀ ୨୪.୦୧ (ଓଡ଼ିଆ ପୁଅ) - ପୁରୀ ସହରକୁ ସର୍ବେତ୍ତମ ସଫେଇ ଧାମ ଭାବେ ଉଭା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଉଦ୍ୟମ ଜାରି ରଖିଛି।...

ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

0
ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଆଜି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପୁରୀ ସିଂହଦ୍ୱାର ଓ ସରଧାବାଲି ମଣ୍ଡଳର କର୍ମକର୍ତ୍ତା ମାନଙ୍କୁ...

ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ରାହାଗୀରି କାର୍ଯ୍ୟକ୍ରମ ଅନୁଷ୍ଠିତ

0
ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ରାହାଗୀରି କାର୍ଯ୍ୟକ୍ରମ...

ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

0
ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀକ୍ଷେତ୍ର ମାଟିରେ ମୁସଲମାନ ଯୁବକ ଅଫତାର ହୁସେନଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ପୁରୀ ବଡ଼ଦାଣ୍ଡ ସ୍ଥିତ...

ନେତାଜୀ ସ୍ମାରକୀ ଯୁବ ପ୍ରତିଭା ସମ୍ମାନ ଉତ୍ସବ

0
ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ଓ ନେତାଜୀ ସ୍ମାରକୀ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।...

ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଟକୁ କୋହଳ କରାଯାଇଛି

0
ପୁରୀ, ୨୪/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଟ ବ୍ୟବସ୍ଥା କୋହଳ କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀ ନଅର ସାମ୍ନା ବ୍ୟାରିକେଟକୁ...

ପୁରୀରେ ପୁଣି ଧଳା ଜହର ଜବତ

0
ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ପୁଣି ଧଳା ଜହର ଜବତ ହୋଇଛି। ପିପିଲି ହରିପୁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ୩୦ ଗ୍ରାମ ଓ ଡ଼େଲାଙ୍ଗ ଥାନା ସେବକ ସାହି...