Home କୋରାପୁଟ ସେଟଂସ ସ୍କୁଲ ଆନୁକୁଲ୍ୟରେ ରକ୍ତଦାନ ଶିବିର: ସମୁଦାୟ ୫୭ ୟୁନିଟ ରକ୍ତ ସଂଗ୍ରହ

ସେଟଂସ ସ୍କୁଲ ଆନୁକୁଲ୍ୟରେ ରକ୍ତଦାନ ଶିବିର: ସମୁଦାୟ ୫୭ ୟୁନିଟ ରକ୍ତ ସଂଗ୍ରହ

120

କୋରାପୁଟ ୨୧-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ)ପୂଜାରୀ ପୁଟସ୍ଥିତ ସେଟଂସ ସ୍କୁଲ ଆନୁକୁଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସେଟଂସ ସ୍କୁଲର ଅଧ୍ୟକ୍ଷ ସାଇ କୁମାର ଓ ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀମାନେ ଯୋଗଦେଇ ପରିଚାଳନା କରିଥିବା ବେଳେ ସମୁଦାୟ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି।କୋରାପୁଟ ବ୍ଲଡ ବ୍ୟାଙ୍କ ଡାକ୍ତର ରତିକାନ୍ତ ଖଟୁଆ ଓ କର୍ମଚାରୀମାନେ ଯୋଗଦେଇ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ସ୍ୱେଛାସେବୀ ନରେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.