Home ଜିଲ୍ଲା ପରିକ୍ରମା ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତାରେ ମାଲକାନଗିରି ଜିଲ୍ଲାରୁ ୨ଆଦିବାସୀ ଛାତ୍ରୀ ଓ ଜଣେ ଛାତ୍ର ମନୋନିତ

ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତାରେ ମାଲକାନଗିରି ଜିଲ୍ଲାରୁ ୨ଆଦିବାସୀ ଛାତ୍ରୀ ଓ ଜଣେ ଛାତ୍ର ମନୋନିତ

114

ମାଲକାନଗିରି,୨୦ା୧୨(ଓଡିଆ ପୁଅ ) ହରିୟାଣା ରୋହତକ ଠାରେ ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତା ଆସନ୍ତା ୨୬ତାରିଖ ଠାରୁ ୩ଦତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଯାଉଛି । ମାଲକାନଗିରି ଜିଲ୍ଲାରୁ ୨ଜଣ ଆଦିବାସୀ ଛାତ୍ରୀ ଓ ଜଣେ ଛାତ୍ର  ଏହି ପ୍ରତିଯୋଗୀତାରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି । ସେମାନେ ହେଲେ ମାଲକାନଗିରି ଏମଭି୭ ଜଗନ୍ନାଥପଲ୍ଲୀ ଉଚ୍ଚବିଦ୍ୟାଳୟର ୯ମ ଶ୍ରେଣୀର ଆଦିବାସୀ ଛାତ୍ରୀ ସୁଜାତା ପଡିଆମୀ ଓ ସୁମିତା କବାସୀ ଏବଂ ବାଳକ ବିଭାଗରେ ଖଇରପୁଟ ହାଇସ୍କୁଲର ବଣ୍ଡାଆଦିବାସୀ ଛାତ୍ର ଅର୍ଜୁନବଡନାୟକ । ଜାତୀୟସ୍ତରରେ ପ୍ରତିଯୋଗତୀରେ ମାଲକାନଗିରି ଜିଲ୍ଲାରୁ ଏହି ତିନିଜଣ ଆଦିବାସୀ ଛାତ୍ରୀ ଓ ଛାତ୍ର ମନୋନୀତ ହୋଇଥିବାରୁ କ୍ରୀଡା ପ୍ରେମୀ ଓ ଜିଲ୍ଲାବାସୀ ମାନେ  ସେମାନ ମନରୋ ଖୁସିର ଲହରି ଖେଳି ଯାଇଛି,ସେମାନଙ୍କୁ ବଧେଇ ଜଣାଇ ଉତମ କ୍ରୀଡାପ୍ରଦର୍ଶନ କରି କୃତକାର୍ଯ୍ୟହୋଇ ଜିଲ୍ଲାର ଗୌରବ ଆଣିବାପାଇଁ ଆଶାପ୍ରକଟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.