Home ଜିଲ୍ଲା ପରିକ୍ରମା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ମଡେଲ ଥାନାପରିଦର୍ଶନ

ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ମଡେଲ ଥାନାପରିଦର୍ଶନ

66

ମାଲକାନଗିରି,୩ା୧୧(ଓଡିଆ ପୁଅ )  ସୀମାନ୍ତ ଛିତଶଗଡ ରାଜ୍ୟରେ ଲଗାତର ଭାବେ ମାଓବାଦୀଙ୍କ ହିଂସାକାଣ୍ଡ ଚାଲିଥିବାବେଳେ ପରିସ୍ଥିତି ଅନୁଧ୍ୟାନ ପାଇଁ ଆଜି  ଏଡିଜି ଅପରେସନ ଶ୍ରୀ ଆର.ପି.କୋଚେ ମାଲକାନଗିରି ଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଏସପି ଜଗମୋହନ ମୀନା ଓ ଅନ୍ୟାନ ପୁଲିସ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ମାଲକାନଗିରି ଜିଲ୍ଲାସଦର ମହକୁମା ମଡେଲ ଥାନା ପରିଦର୍ଶନ କରି ପୁଲିସ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଡିଜି ଙ୍କ ଗସ୍ତକୁ ଜିଲ୍ଲାପୁଲିସ ଗୁପ୍ତରଖି ଗଣ ମାଧ୍ୟମକୁ କୈଣସି ସୁଚନା ଦେଇନଥିବା ବେଳେ ଏହା ଉଟ୍ଟପୁଲିସ ଅଧିକାରୀଙ୍କ ରୁଟିନ ଜିଲ୍ଲା ଗସ୍ତ ବୋଲି ଏସପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.