Tag: picturenews
ରାଜ୍ୟରେ ପୁଣି କରୋନା ନେଲା ୨ ଜୀବନ
ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଗଞ୍ଜାମ ଜିଲ୍ଲାର ୪୯...
ରାଜ୍ୟରେ ୨୨୯ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୭୫୪୫ କୁ ବୃଦ୍ଧି, ଜାଣନ୍ତୁ କେଉଁ...
- ନୂଆ ଆକ୍ରାନ୍ତ: ୨୨୯
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୩
- ସ୍ଥାନୀୟ ଅଞ୍ଚଳରୁ ୩୬
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ - ୯୫
- ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
କେଉଁ ଜିଲ୍ଲାରୁ - କେତେ ଜାଣନ୍ତୁ
୧- ଅନୁଗୁଳ...
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଯାନ ଚଳାଚଳ ଉପରେ ଲାଗିଲା...
ଗଞ୍ଜାମ ୨-୭ (ଓଡ଼ିଆ ପୁଅ) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଯାନ ଚଳାଚଳ ବନ୍ଦ କରାଯାଇଛି। ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କୃଷି, ସାମଗ୍ରୀ...
ପ୍ରତି ଶନିବାର, ରବିବାର ସଟ୍ଡାଉନ୍ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ
କନ୍ଧମାଳ, ୧/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କରୋନା ସଂକ୍ରମଣକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ କରିବାକୁ ନିଷ୍ପତି ନେଇଛନ୍ତି। ଏନେଇ...
ଗୃହ ମନ୍ତ୍ରଣାଳୟ ପକ୍ଷରୁ ୯ ଆତଙ୍କବାଦୀଙ୍କ ନାମ ଘୋଷଣା
- ରାଷ୍ଟ୍ରୀୟ ସୁରକ୍ଷା ଲାଗି ପ୍ରତିବଦ୍ଧତା ଓ ଆତଙ୍କବାଦ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି
- ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ଵରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବେଆଇନ ଗତିବିଧି (ନିଷେଧ) ଆଇନ...
ମୋଟର ଦୁର୍ଘଟଣାରେ ଆହତଙ୍କ ପାଇଁ କ୍ୟାଶଲେସ୍ ଚିକିତ୍ସା ସୁବିଧା ଯୋଜନା
- ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ାଗଲା
- ଆର୍ଥିକ ସ୍ଥିତି ନିର୍ବିଶେଷରେ ସମସ୍ତ ଆହତଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ
ନୂଆ ଦିଲ୍ଲୀ ୨-୭...
ସିଂହଦ୍ୱାରରେ ପହଁଚିଲା ତିନି ରଥ : ଆସନ୍ତା କାଲି ରଥ ଉପରେ ହେବ ରାଜ୍...
ପୁରୀ, ୧/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଶ୍ରୀ ମନ୍ଦିରରୁ ଶ୍ରୀ ଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତି ନବଦିନାତ୍ମକ ଯାତ୍ରା ରେ ଯାଇ ଆଡପ ମଣ୍ଡପ ରେ ବିଜେ କରିଥିଲେ। ଆଡପ ମଣ୍ଡପରେ ଲୀଳାମୟ...
ଅଗଷ୍ଟ ୧ ସୁଦ୍ଧା ଲୁଟିଏନ୍ସ ଦିଲ୍ଲୀର ସରକାରୀ ବଙ୍ଗଳାକୁ ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ...
ନୂଆଦିଲ୍ଲୀ ୧-୭ (ଓଡ଼ିଆ ପୁଅ) କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଆଯାଇଥିବା ସରକାରୀ ଆବାସକୁ ବାତିଲ କରିବାକୁ କେନ୍ଦ୍ର ସରକାର ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଜାରି କରାଯାଇଥିବା...
ଓଡ଼ଗାଁର ୫ ପଂଚାୟତ ଓ ୨୦ ଗାଁକୁ କଂଟେନମେଂଟ ଓ ବଫର ଜୋନ ଘୋଷଣା
ନୟାଗଡ଼, ୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଓଡ଼ଗାଁ ଅଂଚଳକୁ ଜିଲାପାଳ କଂଟେନମେଂଟ ଓ ବଫର ଜୋନ ଭାବେ ଘୋଷଣା କରିଛନ୍ତି। ଓଡ଼ଗାଁ ବ୍ଳକର କିଛି ଗାଁ ଓ ଓଡ଼ଗାଁ...
ବିଜେଡି ସଙ୍ଗଠନରେ ପରିବର୍ତ୍ତନ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକ
ଭୁବନେଶ୍ଵର: ବିଜୁ ଜନତା ଦଳ (ବିଜେଡି) ସଙ୍ଗଠନରେ ପରିବର୍ତ୍ତନ ହୋଇ ୮ ଜଣ ବରିଷ୍ଠ ଉପସଭାପତି, ବିଭିନ୍ନ ବିଭାଗ ପାଇଁ ୯ ଜଣ ଉପସଭାପତି ଏବଂ ଜଣେ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦେଇଛନ୍ତି...
ଆସିଗଲା ରାଜ୍ୟରେ କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ : ଜାଣନ୍ତୁ କେଉଁ ଜିଲ୍ଲାରୁ...
ଭୁବନେଶ୍ୱର ୦୧-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ ଜିଲ୍ଲାରୁ...
ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ
ଭୁବନେଶ୍ୱର ୧ ଜୁଲାଇ, (ଓଡ଼ିଆ ପୁଅ) ଆଜି ଆଉ ଜଣେ ଗଞ୍ଜାମ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ କୋଭିଡ ପଜିଟିଭ ରୋଗୀଙ୍କର ବ୍ରେନ୍ ମେଟାଷ୍ଟାସିସ୍ ସହିତ ଫୁସଫୁସର କର୍କଟ କାରଣରୁ ଦେହାନ୍ତ...
ରାଜ୍ୟରେ ୨୫୧ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୭୩୧୬ କୁ ବୃଦ୍ଧି, ଜାଣନ୍ତୁ କେଉଁ...
- ନୂଆ ଆକ୍ରାନ୍ତ: ୨୫୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୦୮
- ସ୍ଥାନୀୟ ଅଞ୍ଚଳରୁ - ୪୩
- ୧୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ – ୧୦୨
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ...
ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮, ୬୫୩ କରୋନା ଆକ୍ରାନ୍ତ, ୫୦୭ ମୃତ
ନୂଆ ଦିଲ୍ଲୀ ୧-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ୨୪ ଘଣ୍ଟାରେ ୧୮, ୬୫୩ ନୂଆ କରୋନା କେସ୍
– ୫୦୭ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍ର ୨,...
ତଥ୍ୟ ଅନୁସନ୍ଧାନ ପାଇଁ ନାଁ ପିକନିକ୍ ଯାଉଛି ଟିମ୍: ମହିଳା ସୁରକ୍ଷା ନେଇ କେତେ...
ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟ...
ଅନଲକ୍ ୨ : ଜୁଲାଇ ୩୧ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ନୂତନ ନିର୍ଦ୍ଦେଶାବଳୀ
ଭୁବନେଶ୍ୱର : ୩୦-୬ (ଓଡ଼ିଆ ପୁଅ) ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଅନ୍ଲକ୍ -୨। କଣ୍ଟେଣ୍ଟମେଣ୍ଟ ଜୋନ୍ରେ ୩୧-୦୭-୨୦୨୦ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢ଼ାଇବାକୁ ବିଭିନ୍ନ କାର୍ଯ୍ୟକଳାପ ଖୋଲିବାକୁ ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ନିର୍ଦ୍ଦେଶ...
ଭଲଖବର – ସୁସ୍ଥ ହେଲେ ୨୪୩ କରୋନା ଆକ୍ରାନ୍ତ – ମୋଟ ସୁସ୍ଥଙ୍କ ସଂଖ୍ୟା...
ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ଓଡ଼ିଶାରୁ ଆସୁଛି ଭଲଖବର। ରାଜ୍ୟରେ ସୁସ୍ଥ ଅଧିକ ହେଉଛନ୍ତି। ତେବେ ଆଜି ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ ହୋଇଥିବା...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯନ୍ତ ବଳବତ୍ତର ରହିବ –...
ନୂଆ ଦିଲ୍ଲୀ ୩୦-୬ (ଓଡ଼ିଆ ପୁଅ) ଆଜି ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତିଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯନ୍ତ ବଳବତ୍ତର ରହିବ।...
ଆସିଗଲା ରାଜ୍ୟରେ କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ – ଜାଣନ୍ତୁ କେଉଁ ଜିଲ୍ଲାରୁ...
ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୨ ଜିଲ୍ଲାରୁ...
ପୁଣି ଗଞ୍ଜାମ ଜିଲ୍ଲାରେ କରୋନା ନେଲା ୨ ମୁଣ୍ଡ
ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ଗଞ୍ଜାମ ଜିଲ୍ଲାରୁ କରୋନା ନେଲା ପୁଣି ୨ ମୁଣ୍ଡ। ଆଜି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ଆଉ ଦୁଇ ଜଣଙ୍କର କରୋନା...











